ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ୍ ଅଲି ଖାନଙ୍କ ଫିଲ୍ମ 'ଆଦିପୁରୁଷ'କୁ ଲୋକେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଛି। ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ‘ଲଙ୍କେଶ’।
ଅଜବଗଜବ ଡ୍ରେସ୍ ପିନ୍ଧିବାରେ ମାହିର ଉର୍ଫି ଜାଭେଦ। ଏନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଯେଉଁ ଲୁକ୍ରେ ଦେଖିବାକୁ ମିଳିଛନ୍ତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଭାଇରାଲ୍ ଭିଡିଓ ଦେଖିଲେ ଆପଣ ହସି ହସି ଗଡିବେ।
OPSC ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୧୧୬ ଟି ପଦବୀ ପୂରଣ ହେବ। ଆବେଦନ କରିବାକୁ ଚାହୁଁଥିଲେ ଏହି ଖବରଟିକୁ ଭଲ ଭାବେ ପଢି ନିଅନ୍ତୁ।
ଆଜିକାଲି ଏପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଅମିତାଭ ବଚ୍ଚନଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଆପଣ ବି ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। ଆପଣ ବି ଭାବିବେ ଏହା ପ୍ରକୃତ ଅମିତାଭ।
RBI ରେ ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ବାହାରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୯୧ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ମୂଳ ଦରମା ସହ ପାଖାପାଖି ୧.୧୬ଲକ୍ଷ ଟଙ୍କା ପାଇବେ।
‘ପୋନିୟିନ୍ ସେଲଭନ୍ ୨’ରେ ଐଶ୍ୱର୍ଯ୍ୟା ରାୟ ‘ନନ୍ଦିନୀ’ ଏବଂ ଓମଇ ରାନୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚରିତ୍ରକୁ ବହୁତ ପସନ୍ଦ କରାଯାଇଛି। ଏହି କାରଣରୁ ସେ IMDb ର ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ଲୋକପ୍ରିୟତା ତାଲିକାରେ ଶୀର୍ଷ ମାନ୍ୟତା ପାଇଛନ୍ତି।
ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ସେମାନଙ୍କ ପ୍ରିୟ ନାୟକ ଜଗଜିତ୍ ଓ ନାୟିକା ଶ୍ରଦ୍ଧାଙ୍କ ଅଭିନୀତ ୱେବ୍ ସିରିଜ୍ ‘ଛାଡ଼ପତ୍ର’ ଷ୍ଟ୍ରିମିଙ୍ଗ୍ ହୋଇଛି। ଦର୍ଶକମାନେ ଏହାକୁ ଏବେ ‘ତରଙ୍ଗ ପ୍ଲସ୍’ରେ ଦେଖିପାରିବେ। ଚ୍ୟାନେଲ୍ ଏହାର ପ୍ରଥମ ସିଜିନ୍ରେ ୬ଟି ଏପିସୋଡ୍ ରିଲିଜ୍ କରିଛି।
କେବେବି ଦେଖି ନଥିବେ ଏମିତି ବ୍ୟାଡ୍ମିଣ୍ଟନ୍ ଖେଳ। ଦୁଇ ଜଣ ଝିଅ ସିନା ଖେଳୁଛନ୍ତି ହେଲେ ସେମାନଙ୍କ ପାଖରେ ଅଛି ଗୋଟିଏ ରାକେଟ୍। ଆପଣ ଭାବୁଥିବେ ଏହା କିପରି ସମ୍ଭବ। ଦେଖନ୍ତୁ ଏହି ଭିଡିଓ।
ଦ୍ୱାଦଶ ପରେ କ’ଣ କରିବା? ଦ୍ୱାଦଶ ପାଶ୍ ପରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ଆସେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର କରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ। ଆସନ୍ତୁ ସେ ବିଷୟରେ ପୂରା...
ବ୍ରେକ୍ଅପ୍ର ଦୀର୍ଘ ବର୍ଷ ପରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାର ପରସ୍ପର ପ୍ରତି ଅତି ନିକଟତର ହେବା ଦେଖାଦେଇଛି। ଉଭୟଙ୍କ ମୁହଁରେ ଫୁଟି ଉଠିଥିବା ହସରୁ ଏହା ସ୍ପଷ୍ଟ ହୋଇଛି ଯେ, ଦୁହେଁ ପୂର୍ବର ସବୁ ରାଗରୁଷା ଭୁଲିଯାଇଛନ୍ତି ଆଉ ପରସ୍ପର ଉପରେ ବହୁତ ଖୁସି ଅଛନ୍ତି।
ବ୍ୟାଙ୍କ୍ ଅଫ୍ ବରୋଦା(BOB) ନିୟମିତ ଭାବରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ସର୍ବାଧିକ ୮୯, ୮୯୦ ଟଙ୍କା ପାଇବେ।
ନିଜ ପିଲାମାନଙ୍କ ପାଇଁ କିଙ୍ଗ୍ ଖାନ୍ ସର୍ବଦା ଜଣେ ବିଶ୍ୱସ୍ତ ଏବଂ ଉତ୍ସାହିତ ବାପାର ପ୍ରମାଣ ଦେଇଛନ୍ତି। ପିଲାମାନେ ଯାହା ଚାହାନ୍ତି ସେ ସେମାନଙ୍କ ପାଇଁ ସେପରି ରାସ୍ତା ତିଆରି କରିଦିଅନ୍ତି। ତାଙ୍କ ବଡ ପୁଅ ଆର୍ଯ୍ୟନଙ୍କ କ୍ଷେତ୍ରରେ ଏହା ପ୍ରମାଣିତ। ଆସନ୍ତୁ ପୂରା ଖବର ଜାଣିବା…
ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ବିକାର ସମସ୍ୟା ଯାହା ସାଧାରଣ ଠାରୁ କମ୍ ହେମୋଗ୍ଲୋବିନ୍ ଏବଂ ଶରୀରରେ କମ୍ ଲାଲ ରକ୍ତ କଣିକାର ବିଶେଷତା। ଏହାର ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକାପଣ, ଧୀର ଅଭିବୃଦ୍ଧି ଆଦି ରହିଛି। ଏ ବିଷୟରେ ସଚେତନତା ପାଇଁ ପାଳନ ହେଉଛି ‘ବିଶ୍ୱ...
ପ୍ରତିବର୍ଷ ଏକ ଥିମ୍କୁ ନେଇ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଏ, ଯେଉଁଥିରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କାରଣ ବିଶ୍ୱର ସବୁ ଲୋକମାନଙ୍କୁ ଏଥିରେ ସାମିଲ ହେବା ନେଇ ଉତ୍ସାହିତ କରାଯାଏ। ଆସନ୍ତୁ ଜାଣିବା ଏହାର କାରଣ, ଇତିହାସ ଆଉ ମୂଳଭିତ୍ତି।
NTRO ଆନାଲିଷ୍ଟ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୧.୪୨ ଲକ୍ଷ ଉପରେ ଦରମା ମିଳିବ।
ନିକଟରେ ସନି ଦେଓଲଙ୍କ ପୁଅ ଗୁପ୍ତରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଏନ୍ଗେଜ୍ମେଣ୍ଟ୍ କରିନେଇଛନ୍ତି। ନିକଟରେ ସେ ବିବାହ ବନ୍ଧନରେ ଛନ୍ଦିହେବେ। ଜାଣନ୍ତୁ ସନି କେବେ ଆଉ କାହାକୁ ବୋହୂ କରି ଘରକୁ ଆଣିବେ।
ଭାଇଜାନଙ୍କ ୪୦ ବର୍ଷ ତଳର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ଜ୍ୟାକି ଶ୍ରଫ୍ଙ୍କ ପତ୍ନୀ ବା ଟାଇଗର ଶ୍ରଫ୍ଙ୍କ ମା’ ଆୟେଶା ଶ୍ରଫ୍ଙ୍କ ସହ ଜାହାଜରେ ମଜା କରୁଥିବା ନଜର ଆସିଛନ୍ତି। ଦେଖନ୍ତୁ ଏହି ଭିଡିଓ…
NEET Ug ୨୦୨୩ ଅଫିସିଆଲ୍ ଡ୍ରେସ୍ କୋଡ୍ ଜାରି କରିଛି। ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋଡ୍ ଜାରି ହୋଇଛି। କେହି ବି ଫୁଲ୍ ସାର୍ଟ ପିନ୍ଧି ପାରିବେ ନାହିଁ। ସେହିପରି ଆଉ କ’ଣ ରହିଛି ଆସନ୍ତୁ ଜାଣିବା।
ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ 'ବିଶ୍ୱ...
୨୫ ବର୍ଷର ସଲୋନୀ ଭଣ୍ଡାରୀ ଅଧ୍ୟୟନ ଏବଂ ଚାକିରି ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କୋଟିପତି ପରିବାରରେ ବଢିଥିବା ସଲୋନୀ ଏବେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ଫଳରେ ସେ ଏବେ ଭିକ୍ଷୁ ଜୀବନ ଜୀଇବେ।