OPSC ରେ ଚାକିରି ସୁଯୋଗ। ଇସ୍ପାତ ଏବଂ ଖଣି ବିଭାଗ ଅଧୀନରେ ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ କ୍ୟାଡରର ଗ୍ରୁପ୍ ଏ’ରେ ଏହି ନିଯୁକ୍ତି ମିଳିବ। ଏହି ନିଯୁକ୍ତି ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ୍ ତାରିଖ ଘୁଞ୍ଚିଛି। ଏହାର କାରଣ କହିଲେ ନିର୍ଦ୍ଦେଶକ। କେବେ ରିଲିଜ୍ ହେବ ଜାଣନ୍ତୁ।
୭୦ ଏବଂ ୮୦ ଦଶକର କଳାକାର ହରିଶ ମେଗନଙ୍କର ୭୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଅମିତାଭ ବଚ୍ଚନଙ୍କ ସହ 'ନମକ ହଲାଲ୍'ରେ ନଜର ଆସିଥିବା ହରିଶଙ୍କ ମୃତ୍ୟୁ ପରେ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି।
ଗୁରୁଙ୍କ ମହତ୍ତ୍ୱକୁ ଉପଲବ୍ଧ କରିବା ପାଇଁ ପ୍ରତିବର୍ଷ ଆଷାଢ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜି ସେହି ପବିତ୍ର ଦିନ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଏହି ପର୍ବ ବିଷୟରେ ଜାଣିନେବା।
ସାରା ବିଶ୍ୱରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ପ୍ରତି ବର୍ଷ ଜୁଲାଇ ୩କୁ ‘ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନ ପ୍ଲାଷ୍ଟିକର ବ୍ୟବହାର ଏବଂ ଏହାର କ୍ଷତି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ।
ଏହି ମହଙ୍ଗା ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରି ମଧ୍ୟ କରିବାକୁ ପଡୁଛି। ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି କଷ୍ଟକର। ଏଠାରେ ଦିଆଗଲା ଆପଣଙ୍କ ପାଇଁ କିଛି ଟିପ୍ସ।
ଜନ୍ ଆବ୍ରାହମ୍ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦି ଡିପ୍ଲୋମେଟ୍' ବିଷୟରେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଏହି ସମୟରେ ପ୍ରଭାବ ଙ୍କ 'ପ୍ରୋଜେକ୍ଟ କେ' ମଧ୍ୟ ରିଲିଜ୍ ହେବ। ଦେଖାଯିବ ଜବରଦସ୍ତ ଲଢେଇ।
ପ୍ରଭାସ ଏବେ ଏମିତି ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ଯାହା ଖୁବ ଦମଦାର ହେବ ବୋଲି କୁହାଯାଉଛି। ଏହା ବିଶ୍ୱ ରେକର୍ଡ କରିବ ବୋଲି ମତ ଆସୁଛି। ପ୍ରଥମ ଦିନରେ ହିଁ ୬୦୦ କୋଟି ରୋଜଗାର କରିବ ବୋଲି ଆଗ ଧାଡିର ଜଣେ ନିର୍ଦ୍ଦେଶକ କହିଛନ୍ତି।
ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ଙ୍କ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଦର୍ଶକଙ୍କ ସାମ୍ନାକୁ ଆସିବ। କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ରୋଜଗାରରେ ରେକର୍ଡ ସୃଷ୍ଟି କରୁଛି।
ବର୍ତ୍ତମାନ ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍କହଲ୍-କବାବ' ତିଆରି କରୁଥିବା ଦେଖିବାକୁ ମିଳେ।
ଚାଲିଛି ନୀଳାଦ୍ରିନାଥଙ୍କ ନିଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି ଶ୍ରୀଜିଉ। ନବଦିନର ଘୋଷଯାତ୍ରା ପରେ ଶ୍ରୀମନ୍ଦିର ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠାରୁ ଆରମ୍ଭ ହେବ ମହାବାହୁଙ୍କ ରତ୍ନସିଂହାସନ ଲୀଳା।
ଓମ୍ ପୁରୀଙ୍କ ପରିବାର ଖୁବ ଗରିବ ଥିଲା। ଏହି କାରଣରୁ ପିଲାବେଳେ ସେ କେବେ ଚା’ ଦୋକାନରେ ରହି ଅଇଁଠା ଗ୍ଲାସ୍ ଧୋଇଛନ୍ତି ତ ପୁଣି ବେକେ ଢାବାରେ ରହି ପ୍ଲେଟ୍ ମାଜିଛନ୍ତି। ପିଲାଦିନେ ଜାଣି ନଥିଲେ ଇଂରାଜୀ, ହେଲେ ଅନେକ ହଲିଉଡ୍ ଚଳଚ୍ଚିତ୍ରରେ କାମ କରି ଏକ...
କେତେବେଳେ ଝିଅକୁ ପରଧନ କୁହାଯାଇଛି ତ ପୁଣି କେତେବେଳେ ବୋଝ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏବେ ଏ ଦେଶ ଏଥିରୁ ଧିରେ ଧିରେ ଦୂରେଇ ଯାଉଛି। ଆଜିକାଲି ଝିଅମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳେଇ ବାଟ ଚାଲୁଛନ୍ତି। ଆଜି ଜାତୀୟ ଡାକ୍ତର ଦିବସରେ ଆସନ୍ତୁ ଏମିତି...
SSC ମଲ୍ଟି ଟାସ୍କିଂ କର୍ମଚାରୀ ଏବଂ ହାବିଲଦାର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୫୮ଟି ପୋଷ୍ଟ ପୂରଣ ହେବ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପୂରା ଖବର ପଢନ୍ତୁ।
ମାନବ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିବାରେ ଆମେ ସମସ୍ତ ଡାକ୍ତରଙ୍କ ଅବଦାନକୁ ମନେରଖିବା ଆବଶ୍ୟକ। ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଆସନ୍ତୁ ଏହାର ଇତିହାସ, ଗୁରୁତ୍ୱ ଏବଂ ଏ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିନେବା।
ହଜି ଯାଉଛି ହସ । ଆଜିକାଲି କାହା ମୁହଁରେ ଆଉ ଖୋଲା ହସ ଦେଖିବାକୁ ମିଳୁନି। ସମସ୍ତେ ବିଷାଦ ଓ ଅବସାଦ ଜୀବନ ଜୀଉଁଛନ୍ତି। ଏନେଇ ଲୋକଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧ ରେ ‘ଅନ୍ତର୍ଜାତୀୟ ଜୋକ୍ ଦିବସ’ ସମଗ୍ର ବିଶ୍ୱରେ ପାଳନ...
ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।
ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍ର ରିମେକ୍ ହେଉଛି। କିନ୍ତୁ ଅମିତାଭ ବଚ୍ଚନଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର...
ଫିଲ୍ମ 'ଆଦିପୁରୁଷ' ଧାର୍ମିକ ସମ୍ବନ୍ଧୀୟ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ପ୍ରତ୍ୟାଖ୍ୟାନ କଲେ। ଯଦିଓ ବକ୍ସ ଅଫିସ୍ରେ ଫିଲ୍ମ ଚମତ୍କାର କରିପାରି ନାହିଁ, ତେବେ ପ୍ରଭାସ ଆଉ ଏକ ତାଲିକାରେ ଶୀର୍ଷରେ ଅଛନ୍ତି। ସେ ଶାହାରୁଖ ଖାନଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି। ଆସନ୍ତୁ ଜାଣିବା ଏହି କ୍ଷେତ୍ରଟି...
ସୋସିଆଲ ମିଡିଆରେ ଏକ ବ୍ୟାଗ୍ ଭାଇରାଲ୍ ହେବାରେ ଲାଗିଛି। ଏହି ବ୍ୟାଗ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ବ୍ୟାଗ୍ଟି ଲୁଣର ଏକ ଛୋଟ ଦାନା ଠାରୁ ବି ଛୋଟ। ଏହି ବ୍ୟାଗ୍ ଏତେ ଛୋଟ ଯେ ଏହାକୁ ମାଇକ୍ରୋସ୍କୋପ୍ ବିନା ଦେଖି ହେବନାହିଁ।