ଚିତାଲାଗି ଅମାବାସ୍ୟାର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଆଜି ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।
ଓଡ଼ିଶାର ଗଣପର୍ବ ଚିତାଲାଗି ଅମାବାସ୍ୟା। ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହାକୁ କାହିଁକି କୁହାଯାଏ ଚିତାଲାଗି ଅମାବାସ୍ୟା ଓ ପାଣିକୁ କାହିଁକି ପିଠା ପକାଯାଏ ଜାଣିବା ପାଇଁ ପଢନ୍ତୁ।
କୋଚିନ୍ ଶିପ୍ୟାର୍ଡ ଲିମିଟେଡ୍ ଏବେ ଶ୍ରମିକ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ ପଦବୀ ପୂରଣ ହେବ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
ଡ୍ରାମା କ୍ୱିନ୍ ରାଖୀ ସାୱନ୍ତଙ୍କ ଟଙ୍କା, କାର୍, ମୋବାଇଲ୍ ଚୋରି ହୋଇଯାଇଛି। ଏହି କାରଣରୁ ସେ ଖୁବ୍ ଚିନ୍ତାରେ ଥିବା ଜଣାପଡିଛି। ଅଭିନେତ୍ରୀଙ୍କ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।
ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...
ଚାଲିଛି ଶ୍ରାବଣ ମାସ। ଶିବ ଭକ୍ତମାନେ ମହାଦେବଙ୍କ କୃପା ପାଇବା ପାଇଁ ପାଣି ଭାର ନେଇ ସବୁ ସୋମବାରରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଏହି ଶିବ ଲିଙ୍ଗକୁ ସମଗ୍ର ଶକ୍ତିର ଉତ୍ସ ବୋଲି କୁହାଯାଏ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ।
ସରକାରୀ ହଷ୍ଟେଲରେ ନାବାଳିକାମାନେ ସ୍ନାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଉତ୍ତେଜନା ବ୍ୟାପୁଛି।
ISRO ବୈଜ୍ଞାନିକ / ଇଂଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଅନ୍ୟାନ୍ୟ ତଥ୍ୟ ପାଇଁ ପଢନ୍ତୁ।
ମାମୁ ଗୋବିନ୍ଦାଙ୍କ ମଧ୍ୟରେ ଥିବା ସବୁ ମତଭେଦର ଅନ୍ତ କରିବାକୁ ଚାହୁଛନ୍ତି କୃଷ୍ଣା ଅଭିଷେକ। ସେ ମାମୁ-ମାଇଁଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିବା ସହ ମାଇଁ ତାଙ୍କ ପାଇଁ ବହୁତ କିଛି କରିଛନ୍ତି ଆଉ ସେ ତାଙ୍କ ମା’ ପରି ବୋଲି କହିଛନ୍ତି।
ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ...
ବେକାରୀ ସମସ୍ୟା ବିଶ୍ୱସ୍ତରରେ ଏକ ଚିନ୍ତାର କାରଣ ହୋଇଛି। ଏପରି ପରିସ୍ଥିତିରେ, ଦକ୍ଷତା ବିକାଶ ଏବଂ ସେମାନଙ୍କର ସାମର୍ଥ୍ୟର ବିକାଶ ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ସେଥିପାଇଁ ପାଳନ ହେଉଛି ‘ବିଶ୍ୱ ଯୁବ ଦକ୍ଷତା ଦିବସ’।
ଶାହରୁଖ ଖାନ ଓ ଦୀପିକା ପାଦୁକନ ଷ୍ଟାରର ‘ପଠାନ’ ଏବେ ପୁଣି ଏକ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଏବେ ଋଷ ଏବଂ କମନ୍ୱେଲଥ୍ ଅଫ୍ ଇନ୍ଡିପେଡେଣ୍ଟ୍ ଷ୍ଟେଟ୍ (CIS) ର ୩,୦୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ପ୍ରଥମ ଦିନର ରୋଜଗାରରେ ଏହା ବାହୁବଲୀର ରେକର୍ଡ...
ମହେଶ ବାବୁଙ୍କ ସୁନ୍ଦରୀ ଝିଅ ସୀତାରା ଆଜିକାଲି ଚର୍ଚ୍ଚାରେ। ସେ ସମସ୍ତ ଷ୍ଟାର୍କିଡ୍ମାନଙ୍କୁ ପଛରେ ପକେଇ ଦେଇଛନ୍ତି। ଏକ ବିଜ୍ଞାପନ ପାଇଁ ସୀତାରା ମୋଟା ରକମର ଚାର୍ଜ କରିଛନ୍ତି।
ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେଉଛି। ପିଲାଟି ଏମିତି କିଛି ଷ୍ଟଣ୍ଟ୍ କରି ଦେଖଉଛି ଯେ ଲୋକେ ତାକୁ ସ୍ପାଇଡର ମ୍ୟାନ୍ ସହ ତୁଳନା କରୁଛନ୍ତି। ଏହି ଷ୍ଟଣ୍ଟ ଦେଖି ଆପଣ ମଧ୍ୟ ଟେରା ହୋଇ ରହିଯିବେ।
ସେ ପୁଅ ହେଉ କି ଝିଅ, ଉଭୟ ନିଜ ସାଥୀଙ୍କୁ ଖୁସି କରିବା କିମ୍ବା ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି। ଜଣେ ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରି ଚର୍ଚ୍ଚାରେ ଅଛନ୍ତି।
ଶାହରୁଖଙ୍କ ଫିଲ୍ମ 'ଜୱାନ୍' ଏବେ ଚର୍ଚ୍ଚାରେ। ଏହି ଫିଲ୍ମରେ ଶାହରୁଖଙ୍କୁ ଡବଲ ରୋଲ୍ରେ ଦେଖିବାକୁ ମିଳିବେ ଓ ଦୀପିକା ପାଦୁକୋନ ଏକ କ୍ୟାମିଓ ଭୂମିକାରେ ନଜର ଆସିବେ। ଫିଲ୍ମର ମୋଟ୍ ବଜେଟ୍ ହେଉଛି ୨୦୦ କୋଟି ଟଙ୍କା। ତେବେ ଆସନ୍ତୁ ଜାଣିବା କିଏ କେତେ ନେଇଛନ୍ତି।
ଖାଲି ହେମାମାଳିନୀ ନୁହଁନ୍ତି, ତାଙ୍କ ପରି ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ ଏଭଳି ଦାବି ଯୋଗୁଁ ସେଟ୍ରେ ଲଜ୍ଜିତ ହୋଇଛନ୍ତି। କାହାକୁ ନାଭିରେ ନଡ଼ିଆ ରଖିବାକୁ ଦାବି କରାଯାଇଛି ତ ଆଉ କାହାକୁ ରେପ୍ ସିନ୍ ଦେଖେଇବାକୁ ବାଧ୍ୟ କରାଯାଇଛି।
ମହଙ୍ଗା ଟମାଟୋର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଦ୍ୱାରା ଦୁଇ 'ବାଉନ୍ସର୍' ନିଯୁକ୍ତି ସଂପର୍କରେ ପୋଲିସ ଏକ ପରିବା ବିକାଳି ଏବଂ ତାଙ୍କ ପୁଅକୁ ଗିରଫ କରିଛି। ନିଜକୁ ଦୋକାନ ମାଲିକ ବୋଲି ଦର୍ଶାଇ ସମାଜବାଦୀ ପାର୍ଟି କର୍ମୀ ଅଜୟ ଫୌଜୀ ଫେରାର୍ ଅଛନ୍ତି।
ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାଶନ୍ ହୋଇଥିବା ବେଳେ ଆଉ କିଛି ଲୋକ ବାଧ୍ୟ ହୋଇ କରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ ପାଇଁ ସେଲୁନ୍କୁ ସର୍ବୋତ୍ତମ ବୋଲି ବିବେଚନା କରୁଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳେଇ ଦିଅନ୍ତି। ସବୁଠାରୁ...