• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

sunny leone becomes first Indian celebrity to release her ai replica
ଆପଣ ଯେତେବେଳେ ଚାହିଁବେ ମତେ କଲ୍ କରିପାରିବେ, ମୋ ସହିତ ଚାଟ୍ କରିପାରିବେ; ସନ୍ନି ଲିଓନ୍

Kamoto.AI ସହଭାଗିତାରେ ଅଭିନେତ୍ରୀ ସନ୍ନି ଲିଓନ୍ ନିଜର AI ପ୍ରତିରୂପ ଆଣି ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇଯାଇଛନ୍ତି। ବୁଧବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ତାଙ୍କ AI ପ୍ରତିରୂପ ଉନ୍ମୋଚିତ ହୋଇଛି।

Five Road Safety rules for bike rider
National Road Safety Week 2024: ବାଇକ୍ ଆରୋହୀଙ୍କ ପାଇଁ ପାଞ୍ଚ ଜରୁରୀ ସଡକ ସୁରକ୍ଷା ନିୟମ; ନ ମାନିଲେ ଏମିତି ଦଣ୍ଡ

ଦେଶରେ ଦୈନିକ ଦୁର୍ଘଟଣାର ୩୫.୨% ପାଇଁ ଦୁଇ ଚକିଆ ଆରୋହୀ ଦାୟୀ। ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଦୁଇ ଚକିଆ ଯାନ ଚାଳକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦୁଇ ଚକିଆ ଯାନ ପାଇଁ ଟ୍ରାଫିକ ନିୟମ ପ୍ରସ୍ତୁତ କରାଯାଇଛି।

beautiful flat worth rs one and half crore goes on sale for just rs 105
ଏଠି ଚାଲିଛି ଘର ନିଲାମ; ୧.୫କୋଟି ଟଙ୍କାର ଘରକୁ ୧୦୫ ଟଙ୍କାରେ ବିକ୍ରି !

ଯଦି କେହି ଆପଣଙ୍କୁ ୧.୫ କୋଟି ମୂଲ୍ୟର ଫ୍ଲାଟ୍‌କୁ ୧୦୫ ଟଙ୍କାରେ ବିକେ, ତେବେ ଆପଣ କ’ଣ କହିବେ? କିଏ ବା ଏହାକୁ କିଣିବାକୁ ଇଚ୍ଛା ନ କରିବ? ନା ରହିବ କୌଣସି ଋଣ ଭାର ନା ରହିବ EMI ର ଟେନସନ୍‌।

rajinikanth radiates exuberance in new pic from vettaiyan set
ଦମଦାର ଭୂମିକାରେ ଆସୁଛନ୍ତି ରଜନୀକାନ୍ତ; ଭାଇରାଲ ହେଉଛି ଫଟୋ

ଦମଦାର ଭୂମିକା ନେଇ ଆସୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ପୁଣି ବକ୍ସ ଅଫିସ୍‌ରେ ହେବ ହଇଚଇ। ସେ ବର୍ତ୍ତମାନ ‘ଜୟ ଭୀମ’ ନିର୍ଦ୍ଦେଶକ ଟିଜେ ଜ୍ଞାନଭେଲଙ୍କ ନିର୍ଦ୍ଦେଶିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭେଟ୍ଟାୟାନ’ ପାଇଁ ସୁଟିଂ କରୁଛନ୍ତି।

7 Day Schedule of Ayodhya Ram Mandir Inauguration
Ayodhya Ram Mandir: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରସ୍ତୁତି; ଜାଣନ୍ତୁ କେଉଁଦିନ ହେବ କେଉଁ ନୀତି

ମନ୍ଦିର ଟ୍ରଷ୍ଟ୍‌ ଯତ୍ନର ସହ ଏକ ସାତ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଯେଉଁଥିରେ ରୀତିନୀତି ଏବଂ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ରହିଛି। ଅଭିଷେକ ସମାରୋହ ପାଇଁ ମାହୋଲ ଦେଖାଯାଉଥିବା ବେଳେ ପ୍ରାୟଶ୍ଚିତ ସମାରୋହ ଏବଂ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ ହେଉଛି।...

amitabh bachchan bought a plot in ayodhya
ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି; ମୁମ୍ବାଇ ପ୍ଲଟ୍ ଠାରୁ ବି ମହଙ୍ଗା; ଜାଣନ୍ତୁ ଦାମ୍

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ଅତିଥି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ବିଗ୍ ବିଙ୍କୁ ନେଇ ଆଉ ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ସେ ଅଯୋଧ୍ୟାରେ ଏକ ପ୍ଲଟ୍ କିଣିଛନ୍ତି।

Why army day is celebrated on 15 january
Indian Army Day 2024: ଆଜି କାହିଁକି ଦେଶ ପାଳନ କରୁଛି ‘ଭାରତୀୟ ସେନା ଦିବସ’

ଆଜି ଅର୍ଥାତ୍ ୧୫ ଜାନୁଆରୀ ଧାର୍ମିକ ମହତ୍ତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶ ମକର ସଂକ୍ରାନ୍ତି ପର୍ବ ପାଳନ କରୁଛି। ଆଜି ମଧ୍ୟ ଭାରତ ପାଇଁ ଆଉ ଏକ ବିଶେଷ ଦିନ। ଆଜି ହେଉଛି ‘ଭାରତୀୟ ସେନା ଦିବସ’। ପ୍ରତିବର୍ଷ ୧୫ ଜାନୁଆରୀରେ ‘ଭାରତୀୟ ସେନା ଦିବସ’ ପାଳନ...

pongal 2024 four day celebration south Indian festival
Pongal 2024: ଚାରିଦିନିଆ ପୋଙ୍ଗଲ ପର୍ବ; ଜାଣନ୍ତୁ କେଉଁଦିନ କିପରି ହୁଏ ପାଳନ

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ଖୁବ୍ ଧୂମଧାମ୍‌ରେ ପାଳନ କରାଯାଏ। ଏହି ଦିନ ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଉତ୍ସବ ଭାବେ ପାଳନ କରାଯାଏ। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ପାଳନ କରାଯାଏ। ଏହିଦିନ ସୂର୍ଯ୍ୟଙ୍କୁ ଉପାସନା କରାଯାଏ।

Why we celebrated maker sankranti religious and scientific importance
Makar Sankranti 2024: ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି; ଜାଣନ୍ତୁ ଏହା ପଛରେ ଥିବା ବିଜ୍ଞାନ

ଚଳିତ ବର୍ଷ ଆଜି ଅର୍ଥାତ ଜାନୁୟାରୀ ୧୫ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ। ଏନେଇ ଆଜି ଦିନଟିକୁ ସାରା ଭାରତରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପ୍ରକ୍ରିୟାକୁ ସଂକ୍ରାନ୍ତି କୁହାଯାଏ।

apprentice job in Indian railway without exam
Indian Railway Recruitment: ଦଶମ ପାଶ୍‌ କରି ଏହି ସାର୍ଟିଫିକେଟ୍ ଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

ଭାରତୀୟ ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ରେଳ ନିଯୁକ୍ତି ସେଲ୍ (RRC) ଉତ୍ତର-ପଶ୍ଚିମ ରେଳବାଇ, ଜୟପୁର ପାଇଁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

bollywood movie of 2024 singham again has five hero
୨୦୨୪ ହେବ ସ୍ୱତନ୍ତ୍ର; ଆସୁଛି ୨୦୦ କୋଟିର ଦମଦାର ଫିଲ୍ମ୍; ଭିଲେନ୍ ହେବେ ଫ୍ଲପ୍ ହିରୋ

୨୦୨୪ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହାରି ଭିତରେ ଏମିତି ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଛି ଯାହା ୨୦୦ କୋଟି ଟଙ୍କାରେ ନିର୍ମିତ ହେଉଛି। ସବୁଠାରୁ ବଡ କଥା ହେଲା ଦୀର୍ଗ ୧୨ ବର୍ଷ ଧରି ଲଗାତାର ଫ୍ଲପ୍ ଫିଲ୍ମ ଦେଉଥିବା ହିରୋଙ୍କୁ...

dharmendra suddenly crashed in shuti haasan akshara haasan
ଧର୍ମେନ୍ଦ୍ରଙ୍କୁ ଦେଖି ଦୌଡି ପଳେଇଲେ କମଲ ହାସନଙ୍କ ଦୁଇ ଝିଅ; କାହିଁକି…

ଏକ ଭିଡିଓରେ ଶ୍ରୁତି ଏବଂ ଅକ୍ଷରାଙ୍କ ସହ ବଲିଉଡର ହୀ-ମ୍ୟାନ୍ ଧର୍ମେନ୍ଦ୍ର ନଜର ଆସିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଖି ଉଭୟ ଭଉଣୀ ହଠାତ୍ ମଞ୍ଚରୁ ଦୌଡ଼ି ପଳେଇଥିଲେ। କିଛି ଲୋକ ଏହି ଭିଡିଓରେ ମଜାଳିଆ ପ୍ରତିକ୍ରିୟା ଦେଉଥିବାବେଳେ କେହି କେହି ଉଭୟ ଭଉଣୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି।

5 secrets of Ramayana that still unknown
Ayodhya Ram Mandir: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ

ଭଗବାନ ରାମ ହେଉଛନ୍ତି ଏ ଜାତିରେ ପ୍ରାଣ ଆଉ ପରମ୍ପରା ମଧ୍ୟ। ଏ ସମାଜ ରାମଙ୍କ ଠାରୁ ଜଣେ ଭାଇର ଭଲ ପାଇବା, ଜଣେ ପୁତ୍ରର କର୍ତ୍ତବ୍ୟ, ଜଣେ ପତିର ପ୍ରେମ, ଜଣେ ବନ୍ଧୁର ପ୍ରତିଶ୍ରୁତି, ଜଣେ ରାଜାର ପ୍ରଜା ବତ୍ସଲ୍ୟ ଶିଖିପାରିବ। ଭଗବାନ ରାମଙ୍କୁ ନେଇ ରହିଛି...

guava leaf controls uric acid and consume cholesterol
Health Tips: ପ୍ରତିଦିନ ଏମିତି ଖାଆନ୍ତୁ ପିଜୁଳି ପତ୍ର; ସ୍ୱାଭାବିକ ହେବ ୟୁରିକ୍ ଏସିଡ୍

ଆପଣ ଯଦି ୟୁରିକ୍ ଏସିଡ୍ ସମସ୍ୟାରେ ପିଡୀତ ତେବେ ଏହି ଖବର ଆପଣଙ୍କ ପାଇଁ ସ୍ୱତନ୍ତ୍ର। ଆଜି ଆମେ ଆପଣଙ୍କୁ ଏପରି ଏକ ଆୟୁର୍ବେଦିକ ଔଷଧ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ବିନା ଖର୍ଚ୍ଚରେ ଆପଣ ୟୁରିକ୍ ଏସିଡ୍‌କୁ ସ୍ୱାଭାବିକ କରିପାରିବେ।

National Road Safety Week 2024
National Road Safety Week 2024: ଆପଣଙ୍କ ପିଲାଙ୍କୁ ସଡକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ୫ ନିୟମ

ଆଜିର ସମୟରେ ଖାଲି ବଡ ମଣିଷ ନୁହେଁ, ପିଲାମାନେ ମଧ୍ୟ ସଚେତନ ହେବା ଜରୁରୀ ହୋଇପଡିଛି। କେବଳ ଘର ଭିତରେ ନୁହେଁ ଘର ବାହାରେ ମଧ୍ୟ ପିଲାମାନଙ୍କର ସୁରକ୍ଷା ନିଶ୍ଚିତ କରିବା ଜରୁରୀ। ତେବେ ଆସନ୍ତୁ ଆମ ପିଲାଙ୍କୁ ଜଣେଇବା ଏହି ୫ ସଡକ ସୁରକ୍ଷା ନିୟମ।

Indian Army Group C Recruitment
Indian Army Group C Recruitment: ଦଶମ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି ସୁଯୋଗ; ଆଜିଠାରୁ ଆବେଦନ ଆରମ୍ଭ

ଆପଣ ଯଦି ଦଶମ ପାଶ୍ କରି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ନିକଟରେ MTS, ଫାୟାରମ୍ୟାନ୍, କୁକ୍ ଆଦି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Guntur karaam worldwide box office collection day 1
୨୦୨୪ର ସବୁଠାରୁ ବଡ ଓପେନିଂ ‘ଗୁଣ୍ଟୁର କରାମ’; ଏତେ କଲା ରୋଜଗାର

ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ‘ଗୁଣ୍ଟୁର କରାମ’ର ପ୍ରଥମ ଦିନର ବକ୍ସ ଅଫିସ ରୋଜଗାରକୁ ଶେୟାର୍ କରିଛନ୍ତି। ସେ X ରେ ଶେୟାର୍ କରି ଏହାର କ୍ୟାପ୍‌ସନ୍‌ରେ ‘ଗୁଣ୍ଟୁର କାରମ’ ବର୍ଷର ସବୁଠାରୁ ବଡ ଓପେନିଂ ବୋଲି ଲେଖିଛନ୍ତି।

singer prabha atre passes away
ସଙ୍ଗୀତ ଶିଳ୍ପରେ ପୁଣି ଦୁଃଖ; ଚାଲିଗଲେ ପ୍ରଭା ଆତ୍ରେ

ସଙ୍ଗୀତ ଶିଳ୍ପ ସହିତ ଜଡିତ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭେଟେରାନ ଗାୟକ ପ୍ରଭା ଆତ୍ରେ ଆଜି ସକାଳେ ଦେହାନ୍ତ କରିଛନ୍ତି। ସେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

Rani Mukerji Is Being Roasted On X
ସୋସିଆଲ୍ ମିଡିଆରେ ରାନୀ ମୁଖାର୍ଜୀଙ୍କୁ ଝାଡିଲେ ଲୋକେ; ଜାଣନ୍ତୁ କାହିଁକି

ରାଣୀଙ୍କ ଭାରତ 'ଦୁନିଆର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାଣ କରେ' ପ୍ରତିକ୍ରିୟାରେ X ରେ ହେଲେ ଟ୍ରୋଲ୍। ଲୋକେ ଯାହା ପାଇଲେ ତାହା କହିଲେ। ଜାଣନ୍ତୁ କ’ଣ କହିଲେ ୟୁଜର୍।

OSSC has released the OSSC Excise SI Recruitment 2024
OSSC Recruitment 2024: ଗ୍ରାଜୁଏସନ୍‌ କରିଥିଲେ ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ପଦବୀ ପାଇଁ କରନ୍ତୁ ଆବେଦନ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ (OSSC) ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ କଟକ ଠାରେ ଏକ୍ସାଇଜ୍ କମିଶନର ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ପଦ ପୂରଣ ହେବ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।