ତୋ ଘରଟା କୋଉଠି? ମନେ ମନେ କଣ ନିଜକୁ ବିରାଟ ଇଞ୍ଜିନିୟର ଭାବୁଛୁ? ବେକକୁ ସଲସଲ କର...ଜୁନିଅର ମାନେ ସିନିଅର ଯାହା କହିବ ତୁ ମାନିବାକୁ ବାଧ୍ୟ। ଦେଖନ୍ତୁ ଜୁନିଅର ପିଲାଙ୍କୁ କେମିତି ରାଗିଂ କରୁଛନ୍ତି ସିନିଅର
ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ପ୍ରତି ମାସ ସରକାର ଦେବେ ୧ ହଜାର ଟଙ୍କା। ଏଇଥି ପାଇଁ କରିବାକୁ ପଡ଼ିବ ଏଇ ଛୋଟିଆ କାମ
ଯେଉଁ ପ୍ରେମିକାକୁ ନିଜ ଜୀବନଠୁ ବି ଅଧିକ ଭଲପାଉଥିଲେ। ଧୋକା ଦେଇ ସେ ଆଉ କାହା ସହ ରଖିଲା ସମ୍ପର୍କ। ସବୁ ଜାଣିବା ପରେ ଆତ୍ମହତ୍ୟା କରିଦେଲେ ପ୍ରେମିକ। କହିଗଲେ, ତୁ ଆଉ କାହା ସହ ରହିବୁ ମୁଁ ଦେଖିପାରିବିନି। ହେଲେ ଆମର ଦେଖା ହେବ ଆର...
ଇଲୋ ବୋଉ ସୁର ଭାଇ କଣ ଏଡ଼େ ଜୋରରେ ଖଣ୍ଡା ବୁଲାଉଛନ୍ତି। ଜୟନାରାୟଣ ବାବୁ ୟାଙ୍କ ସାମ୍ନାରେ ଫିକା ପଡ଼ିଯିବେ। ଖେଳ ପୂରା ଶହେ ଶହେରେ...ନୋଟିସ୍ର ଜବାବ କଣ ଖଣ୍ଡାରେ ଦେଲେ କି ସୁର ଭାଇ? ଭାଇ ଇଏ କଣ ଚଣ୍ଡା ଶୋକର ଆତ୍ମ କି?
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...
ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇଥିଲେ। ଏବେ ଗାଁକୁ ଫେରି ହଳଦିଆ ତରଭୁଜ ଚାଷ କଲେ। ବଜାରର ଚାହିଦା ଏତେ ଅଧିକ ଯେ, ପାଳ ପାଖରୁ ତରଭୁଜ ନେଇ ଯାଉଛନ୍ତି ବେପାରୀ। ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା।
କଚାବାଦାମ ଗୀତ ସୋସିଆଲ ମିଡ଼ିଆର ସେନସେସନ ପାଲଟିଲା ପରେ ଭୁବନ ବାଦ୍ୟକାର ପାଇଲେ କି ଚାକିରି? ରେଲୱେର ଷ୍ଟେସନ ମ୍ୟାନେଜର ପୋଷ୍ଟରେ ଚାକିରି ପାଇଥିବା ସାମ୍ନାକୁ ଆସିଲା ଭିଡ଼ିଓ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଜାଣନ୍ତୁ ସତ କଣ?
ଅକ୍ଷୟଙ୍କୁ ନେଇ ବଲିଉଡ୍ରେ ସବୁବେଳେ ଚାଲେ ଚର୍ଚ୍ଚା। ରିମେକ୍ ହେଉ କି ଫିଲ୍ମ ସବୁଥିରେ ସେ ବେଶ୍ ଆଗୁଆ। ଏବେ ତାଙ୍କ ପାଖରେ ରହିଛି ଫିଲ୍ମର ଲମ୍ବା ଲିଷ୍ଟ...ହେଲେ ବଲିଉଡ୍ରେ ନୁହେଁ ବରଂ....
ମନର କଥା କହୁଛି କଲମ। ପାଟିରେ ପାଇପ୍ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍ କଲେଣି...
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଛି ଛି ଏ ପାନ ଗନ୍ଧ ଶୁଣିକି ମୋ ପେଟ କଇଁ ଧରୁଛି। ଏଇନା ମୁଁ ବାନ୍ତି କିରିବି। ମୋର ଦୁଃଖକୁ ଧ ପଡ଼ୁଥିଲା ତୁମ ପାଖରେ ନେସି ହେବା ପାଇଁ...ମାଆ କହିଲା ବେଳକୁ ଦେହରେ ନିଆଁ ଲାଗିଯାଉଛି...
ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ....ଶୋକାକୂଳ ପରିବେଶରେ ପୂରା ପରିବାର
ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...
ଆଲୋ ପିକୁଳି ବୋଉ ନବୀନା ରାଇଜରେ ଚାଉଳ ସରିଲା କେମିତି? ଇଲୋ ବୋଉ ଏଇଠି ଚାଉଳ ନେବ କ’ଣ? ଚେପା ହୋଇଯିବରେ ନାରଣ। ନାଏବ ସରପଞ୍ଚ ଆଉ ଲୋକଙ୍କ ମଧ୍ୟରେ ଏମିତି ଚାଉଳ ଫୁଟିଲା ଯେ ଭାତ ପୂରା ଜାଉ ହୋଇଗଲା....
ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ...
ରାଜ୍ୟରେ ମାତ୍ର ୧୮ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଟିକା ନେବା ଲାଗି ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣକୁ ପ୍ରାଧାନ୍ୟ ଦିଆଯାଉଛି ।
ପୁଣି ଥରେ ହିଟ୍ ୱେଭ୍ ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସତର୍କତା । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ନେଇ ସମ୍ଭାବନା ରହିଛି । ଆଭ୍ୟନ୍ତରରେ ୩ରୁ ୫ ଓ ଉପକୂଳରେ ୨ରୁ ୩...
ଅପରାଜିତାଙ୍କ ପୁରୀ ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନା ଖାଁ । ସମସ୍ତେ ନିୟମ ମାନିବା ଉଚିତ୍ କହିଲେ ମୁନା ଖାଁ । ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି ବୋଲି ମୁନା ଖାଁ ପ୍ରତିକ୍ରିୟା ରଖିଛନ୍ତି ।
ଆପଣ (HPCL) ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ରେ ଚାକିରି କରିବାକୁ ଚାହଁଉଛନ୍ତି କି ? HPCL ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।