ଥାଇରଏଡ୍ ସମସ୍ୟାରେ ଆପଣ ସନ୍ତୁଳି ହେଉଛନ୍ତି କି? ତେବେ ଜମାରୁ ଚିନ୍ତା କରନ୍ତୁ ନାହିଁ। ଏହି ଯୋଗ କଲେ ସାଙ୍ଗେ ସାଙ୍ଗେ ରୋଗରୁ ମିଳିବ ଉପଶମ
Published: Pallipuspa Samal
Last updated: 10 May 2022, 09:28 AM IST
ପାଳଙ୍ଗ ଓ ପତ୍ରଯୁକ୍ତ ପରିବା ଆଦି ଫ୍ୟାଟି ଲିଭରରୁ ଦୂରେଇ ରଖେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜ ପନିପରିବାରେ ଥିବା ପଲିଫେନଲ୍ ଓ ନାଇଟ୍ରେଟ୍ ଲିଭରର ପିତକୋଷ ପାଇଁ ଉପଯୋଗୀ ହୋଇଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରର ମେଟାବୋଲିଜିମ୍ ନିୟନ୍ତ୍ରଣରେ ସହାୟକ ହୁଏ।