ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...
ବସ୍ତିର ଝିଅ ଅଞ୍ଜୁଲତା। ଗରିବ ପରିବାରରେ ଜନ୍ମ। ନିଜ ପରିବାର ଚଳାଇବା ପାଇଁ ଦେଇଛନ୍ତି ରାସନ ଦୋକାନ। କିନ୍ତୁ ତାଙ୍କ ପ୍ରତିଭା ଦେଖିଲେ ଆଶ୍ଚର୍ଯ୍ଯ ହୋଇଯିବେ। ସିଏ ଇଣ୍ଟରନ୍ଯାସନାଲ୍ ଟେନିସ୍ କ୍ରିକେଟର। ଖେଲି ସାରିଲେଣି ଜାତୀୟ ଓ ଅନ୍ତର୍ଯ୍ଯାତୀୟ ମ୍ଯାଚ। ହେଲେ ତାଙ୍କୁ କେହି ଚିହ୍ନି ନାହାନ୍ତି। ଚାଲନ୍ତୁ...
ନିଆଁ ପାଖରେ ବସିଥିଲେ। ହଠାତ୍ ସାର୍ଟରେ ଲାଗିଗଲା ନିଆଁ। ସାର୍ଟ ଜଳିବା ସହ ଦେହ ସାରା ଲାଗିଗଲା ନିଆଁ। ଟଙ୍କା ଅଭାବରୁ କଷ୍ଟରେ ଦିନ କାଟୁଛି ସ୍ନେହା। ହାତ ପତାଇ କୁନି କଣ୍ଠରେ ମାଗୁଛି ସହାୟତା...
ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି...
ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି
ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଉଦଘାଟନ କରିଥିଲେ। ହେଲେ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଚାଷୀଙ୍କ କାମରେ ଲାଗୁନି ଏ ଶୀତଳ ଭଣ୍ଡାର। ଫଳରେ ଆନ୍ଧ୍ର ବେପାରୀଙ୍କୁ ଫଳ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ରାୟଗଡ଼ାର ଚାଷୀ...
ଶଳା-ଭିଣୋଇଙ୍କର ଜମା ପଡୁନି। ଘରେ ବାହାରେ ସବୁବେଳେ ସବୁଠି ତୁ ତୁ ମେଁ ମେଁ। ଶଳାକୁ ଦେଖିଲେ ଭିଣୋଇ କାହିଁକି ହଉଛି ଫଅ ଫଅ୍...
୧୦ରେ ଉପକୂଳ ଛୁଇଁପାରେ ବାତ୍ୟା ! ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା । ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ସମ୍ଭାବନା । ୮ରେ ବାତ୍ୟାରେ ରୂପାନ୍ତରିତ ହୋଇ ୧୦ ସୁଦ୍ଧା ଉପକୂଳ ଛୁଇଁପାରେ । ବାତ୍ୟା ସଂପକକର୍କରେ ଭୁବନେଶ୍ୱର ପାଣିପାଗ...
ଆଜି ୨୦୨୨ ମସିହା, ମେ ମାସ, ୬ ତାରିଖ, ଶୁକ୍ରବାର, ମେଷ, ୨୩ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ଆଦ୍ରା ନକ୍ଷତ୍ର,ମିଥୁନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...
ହାତରେ ପ୍ଲାସ୍ ଧରି ବାହାରି ପଡିଲେ ଲାଇନ୍ କାଟିବାକୁ। ଯେତେବେଳେ ଲାଇନ୍ କାଟିବାକୁ ଆସିଥିଲେ, ସେତିକି ବେଳେ ଯଦି ଗ୍ରାହକଙ୍କ ସହ ଭେଟ ହୋଇଯାଏ, କ’ଣ ହୁଏ ଦେଖନ୍ତୁ...
ଶଶ୍ୱର ଘରେ ରାଜୁତି କରୁଛନ୍ତି ଜ୍ୱାଇଁ ପୁଅ। ବାହାଘର ଦିନ ଶାଶୁ କହିଥିଲେ ଝିଅ ଦେଇ ପୁଅ ପାଇଲି। ସେଇଥି ପାଇଁ ତିନି ଶାଳୀଙ୍କ ଦାଇତ୍ୱ ନେଇଛନ୍ତି କେଶବ...
ଓଁକାର ମଉସାଙ୍କୁ ହେଲାଣି ୭୭ ବର୍ଷ। ଭାରି ସଉକିଆ। ପାଠ ପଢ଼ିଲା ବେଳେ ତାଙ୍କର ଇଞ୍ଜିନିୟର ହେବାରେ ଇଛା ଥିଲା। କୌଣସି କାରଣର ଇଞ୍ଜିନିୟର ସିନା ହୋଇ ପାରିଲେନି ହେଲେ ସେ ନିଶା ଟି ଆଜି ବି ବଞ୍ଚିଛି
ଏ ଭାବବିହ୍ୱଳ ଗୀତଟିକୁ ଗାଇଲା ପିଲାଟି। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏ ଗୀତ। ନିଜ ମାଆ ଉଦେଶ୍ୟରେ ଗୀତଟି ଗାଇ ଚର୍ଚ୍ଚାରେ ଏ କୁନି ପିଲା…
ସବୁ ଚାଷ କରି ବିଫଳ ହେବା ପରେ ସୁନୁସୁନିଆ ଶାଗ ଚାଷକୁ ଆଦରି ନେଇଛନ୍ତି ଚାଷୀ। ଏକର ଏକର ଜମିରେ ସୁନୁସୁନିଆ ଶାଗ କରି ବେଶ ଦି ପଇସା ରୋଜଗାର କରି ପାରୁଛନ୍ତି। ଜମିରେ ସୁନୁସୁନିଆ ଶାଗ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ବେଶ ଦି...
ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି। ଦେଖନ୍ତୁ ଓ ଭେଟନ୍ତୁ ସେମାନଙ୍କୁ
୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...
ଦିନେ ଅଟୋ ଚଳାଇ ଅନ୍ୟକୁ ଦୁନିଆ ବୁଲାଉଥିଲେ। ହେଲେ ଆଜି ତାଙ୍କ ଜୀବନ ଅଟୋ ଅଧା ବାଟରେ ଅଟକି ଯାଇଛି। ଲିଭର୍ ଖରାପ ହୋଇଯାଇଥିବାରୁ ଦରକାର ହୋଇଛି ୨୫ ଲକ୍ଷ ଟଙ୍କା। ହେଲେ ଏତେ ଟଙ୍କା ଆସିବ କେଉଁଠୁ
ସେ ଭାରି ନଟ୍ ଖଟି। ଦେଖିବାକୁ କିନ୍ତୁ ଚୁଲ୍ ବୁଲି। ଚାଲ ଟିକେ ଦୁଷ୍ଟ ହେବାରୁ ଆରମ୍ଭ ହୋଇଥିଲା ତାଙ୍କ ଓଲିଉଡ୍ ଯାତ୍ରା। ଏବେ ସେ ଷ୍ଟାଇଲିସ୍ ଅଭିନେତ୍ରୀ ମହିମା କେଉଁଠି
ଆପଣ ଯେତେ ସତର୍କ ହେଲେ ବି ସାଇବର ଲୁଟେରା ଯେନତେନ ପ୍ରକାରେ ଆପଣଙ୍କୁ ଲୁଟି ଦେବେ। ଇଆଡୁ ସିଆଡୁ କହି ଆକାଉଣ୍ଟ ଖାଲି କରି ଦେବେ। ଯେମିତି ପାର୍ଥ ସାରଥୀଙ୍କ କ୍ଷେତ୍ରରେ ଘଟିଲା...