• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Taste of Odisha
ପିଆଜ ବଟା, ଖଣ୍ଡ ରସୁଣ ଦେଇ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍‌ ଫ୍ରାଏ...

କଙ୍କଡ଼ା ମୁସମୁସ୍‌ ଫ୍ରାଏ। ନାଁ ଶୁଣିବା ମାତ୍ରେ ପାଟିରେ ଆସିଲାଣି ଲାଲ। ପିଆଡ ବଟା ସାଙ୍ଗକୁ ଅଦା ଆଉ ରସୁଣ ପେଷ୍ଟ ଦେଇ ଏବେ ହିଁ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍‌ ଫ୍ରାଏ। ନିଜେ ଖାଆନ୍ତୁ ଆଉ ଅନ୍ୟକୁ ବି ଖୁଆନ୍ତୁ...

MKCG Hospital
MKCG ରେ ନାହାନ୍ତି ଡାକ୍ତର: ଅଧା ବିଭାଗରେ ତାଲା...ହନ୍ତସନ୍ତ ରୋଗୀ

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି...ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର। ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ...

Govt employee
ସରକାରୀ ଦପ୍ତରରେ ରାସଲୀଳା କରୁଥିଲେ ବାବୁ, ଅସଞ୍ଜତ ଅବସ୍ଥାରେ ଧରିପକାଇଲେ ଲୋକେ

ସରକାରୀ କ୍ୱାର୍ଟରରେ ରାସଲୀଳା କରୁଥିଲେ ବାବୁ। ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ଲୋକେ। ଆଉ ଏହାପରେ ଦେଖନ୍ତୁ ହେଲା କ’ଣ?

gold medalist
ବାପା ଅଟୋ ଚଳାଉଛନ୍ତି, ପୁଅ ଇତିହାସରେ ଗୋଲ୍ଡ ମେଡାଲ...

ବାପା ଅଟୋ ଚଳାଉଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ପୁଅ। ଟଙ୍କାର ଅଭାବ ସତ୍ୱେ ପୁଅର ପାଠ ପଢାରେ କୌଣସି ଅବହେଳା କରିନଥିଲେ ବାପା-ମାଆ। ସରକାରୀ ସାହାଯ୍ୟ ପାଇଲେ ପୁଅ ପ୍ରଫେସର ହେବ ବୋଲି କହୁଛି ପରିବାର

Kenduleaf pluckers
କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ, ଦୁଇବର୍ଷ ହେଲା ସରକାରୀ ଯୋଜନାରୁ ବଞ୍ଚିତ

ପଶ୍ଚିମ ଓଡିଶାରେ ଅଧିକାଂଶ ଲୋକଙ୍କ ଜୀବନ ଜିବିକା ହେଉଛି କେନ୍ଦୁପତ୍ର। ବର୍ଷକର ଖରାଦିନେ ଯାହା କିଛି ରୋଜଗାର ହୁଏ, ତାହା ପରିବାର ପାଇଁ ବର୍ଷକର ସମ୍ୱଳ। ଅନେକ ଦୁଃଖକଷ୍ଟ କରି ତୋଳାଳି କେନ୍ଦୁପତ୍ର ସଂଗ୍ରହ କରି ସରକାରଙ୍କ ଅର୍ଥନୀତିକୁ ବଢାଉଥିବା ବେଳେ ସରକାରୀ ଯୋଜନାର ଲାଭ ପାଉନାହାଁନ୍ତି ତୋଳାଳି।...

News Fuse
ଅଧ ରାତିରେ ପେଟେ ପିଇଥିଲେ, ଏବେ ମାମୁଁ ବଇଁଶି ଫୁଙ୍କାଇଲେ

ଭାଇଲେ ରାତି ଅଧରେ କିଆଁ ପିଇଲୁ? ମାମୁଁ ପା ମଝି ରାସ୍ତାରେ ଛକିଛି। ଦେଖୁନୁ...କେମିତି ପାଟିରେ ବଇଁଶି ଲଗାଇ ଫୁଙ୍କ ଫୁଙ୍କ କହୁଛି....ବାଃ ବାଃରେ ନାରଣ। ଏତେ ପିଇବୁ କାହିଁକି? ମଝି ରାସ୍ତାରେ ଏମିତି ହେବୁ କାହିଁକି?

Daily Horoscope
Daily Horoscope 10 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ୧୦ ତାରିଖ, ମଙ୍ଗଳବାର, ମେଷ, ୨୭ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ମଘା ନକ୍ଷତ୍ର, ସିଂହ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Roga Pain Yoga
ଥାଇରଏଡ୍‌ ସମସ୍ୟା ଅଛି କି? ତେବେ କରନ୍ତୁ ଏହି ଯୋଗ

ଥାଇରଏଡ୍‌ ସମସ୍ୟାରେ ଆପଣ ସନ୍ତୁଳି ହେଉଛନ୍ତି କି? ତେବେ ଜମାରୁ ଚିନ୍ତା କରନ୍ତୁ ନାହିଁ। ଏହି ଯୋଗ କଲେ ସାଙ୍ଗେ ସାଙ୍ଗେ ରୋଗରୁ ମିଳିବ ଉପଶମ

Daily Horoscope
Daily Horoscope 9 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ମାସ ୯ ତାରିଖ, ସୋମବାର, ମେଷ, ୨୬ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ONGC Recruitment
ONGCରେ ଖାଲିପଡିଛି ୩୬୧୪ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ(ONGC) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ONGCରେ ଖାଲିପଡିଛି ବିଭିନ୍ନ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

vastu tips
ଏହିସବୁ ଜିନିଷକୁ ଦେଖିବା ଉଚିତ୍ ନୁହେଁ, ଆଣିପରେ ଜୀବନରେ ଏଭଳି ବିପଦ

ଆମ ହିନ୍ଦୁ ଧର୍ମରେ ଆମେ ବାସ୍ତୁ ଶାସ୍ତ୍ରକୁ ଖୁବ୍ ଗୁରୁତ୍ଵ ଦେଇଥାଉ । ଏହିସବୁ ବାସ୍ତୁ ଶାସ୍ତ୍ର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ଉର୍ଜା ଆଣିଥାଏ । ମାନ୍ୟତା ରହିଛି ଯେ ବାସ୍ତୁ ଶାସ୍ତ୍ର ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ...

Suspicious death of ITI student
ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ,ହତ୍ୟା ସନ୍ଦେହ

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଶମେଲ ଗାଁରେ ଜଣେ ଆଇଟିଆଇ ଛାତ୍ରଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଛାତ୍ର ଜଣଙ୍କ ହେଲେ ଦିପୁନ ପ୍ରଧାନ।

Congress
ଆସନ୍ତାକାଲି ପିସିସି ପରିବର୍ତ୍ତନ: ବହୁ ଦିନ ରହିଲିଣି, ବଦଳିବା ଜରୁରୀ: ନିରଞ୍ଜନ ପଟ୍ଟନାୟକ

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ । ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଇଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ

The councilor's husband was brutally murdered
କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ରାତିରେ ଶୋଇଥିବା ସମୟରେ କେହି ଦୁର୍ବତ୍ତ କାଉନସିଲରଙ୍କ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ଫେରାର ହୋଇଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡ ଘଟିଛି ସୁବଣ୍ଣପୁର ଜିଲ୍ଲା ତରଭା ସହରରେ ।

gold rate today
ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ରହିଛି ୪୭ ହଜାର ୩୫୦ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୧,୬୯୦ ଟଙ୍କା ରହିଛି।

secret meeting between Dharmendra and Nitish
ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର କସରତ ଆରମ୍ଭ ,ଧର୍ମେନ୍ଦ୍ର-ନୀତିଶଙ୍କ ମଧ୍ୟରେ ଗୁପ୍ତ ବୈଠକ !

ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଛି ! ଏହି ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ଓ ନୀତିଶ...

Tajinder Pal Singh Baga
ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ମିଳିଲା ଆଶ୍ୱସ୍ତି, ମଧ୍ୟରାତ୍ରିରେ ହାଇକୋର୍ଟଙ୍କ ଶୁଣାଣି

ଦିଲ୍ଲୀ ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ପଞ୍ଜାବ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଗାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟରାତ୍ରିରେ ଶୁଣାଣି କରି ପଞ୍ଜାବ ସରକାରଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Dwarf couple ties knot in Bihar
ବାହା ହେଲେ ଦୁଇ କୁନି ଯୋଡି... ଉଚ୍ଚତା କମ୍ ପାଇଁ ହୋଇପାରୁନଥିଲା ବାହାଘର

ଯେଉଁଠି ବାହାଘର ଲାଗୁଥିଲା ଭାଙ୍ଗି ଯାଉଥିଲା। କାହିଁକି ନା ଏମାନଙ୍କ ଉଚ୍ଚତା ଥିଲା କମ୍। ଏତେ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ ପରିବାର। ଅନେକ ଖୋଜାଖୋଜି ପରେ ମୁନ୍ନାକୁ ମିଳିଯାଇଥିଲା ମମତା। ନିମନ୍ତ୍ରଣ ନଥାଇ ଏହି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ଭିଡ଼ ଲାଗିଥିଲା...

Cyber Crime
ଏନିଡେସ୍କ ଆପ ଲଗାଇଲା ଚୂନ, ନୈନା ନେଇଗଲା ୨୫ ହଜାର ଟଙ୍କା

ଅନଲାଇନ ବ୍ୟାଙ୍କିଂ ଯେତିକି ଭଲ, ସେତିକି ଖରାପ। ଟିକିଏ ଏପଟ ସେପଟ ହେଲେ ଖାଲି ହେଇଯାଉଛି ଆକାଉଣ୍ଟ। ଯାହା ପାର୍ଥସାରଥୀଙ୍କ କ୍ଷେତ୍ରରେ ଘଟିଛି...

ENews
ତାରିଣୀକୁ ଲୁଚେଇ ସୁନା ଦେଇଥିଲେ ଜେଜେ ମାଆ, ଜାଣନ୍ତୁ କାହିଁକି...

ଯେବେ ଅଫ୍ ସ୍କ୍ରିନରେ ଏକାଠି ହୁଅନ୍ତି ତାରିଣୀ ଓ ଜେଜେ ମାଆ। କେମିତି ହେଲେ କଥାବାର୍ତ୍ତା... କିଏ କାହାକୁ କଣ କହିଲା...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।