ସ୍କୁଲରେ ବେଶୀ ଦେଖେଇ ହେଲେ ଦିଦି। ବୁଲି ବୁଲି ହେଲେ ଗାରୁ ଗାରୁ। ଦିଦିଙ୍କ ଗରମ ଦେଖି ଅଭିଭାବକ ହଲେ ନରମ...
କଳା ସଂସ୍କୃତିର ଜିଲ୍ଲା ମୟୂରଭଂଜ । କିନ୍ତୁ ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏଠି ମଉଳିବାରେ ଲାଗିଲାଣି କଳା । ବାରିପଦା କପ୍ତିପଦା ଉପଖଣ୍ଡ କୁଡିଆଖୁଣ୍ଟା ଗାଁର କୌଳିକ ବୃତ୍ତିଠୁ ଦୂରେଇଲେଣି ପିତ୍ତଳ କାରିଗର ।
ଆଜି ୨୦୨୨ ମସିହା ମେ ମାସ ୫ ତାରିଖ, ଗୁରୁବାର, ମେଷ, ୨୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ଦିନ ୧୧ଟାରେ ବସିବ ପ୍ରଥମ ସମନ୍ୱୟ ବୈଠକ । ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ ଉପରେ ହେବ ଆଲୋଚନା ।
ବଲାଙ୍ଗିର ଲର୍କିପାଲିରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ରାତିରେ ହତ୍ୟା ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଏନେଇ ସାଇଣ୍ଟିଫିକ୍...
ଏକାଠି ହେଲେ ଗାଁର ମହିଳା, ପୁରୁଷ.. ବାଲି, ସିମେଣ୍ଟ, ଇଟା ଆଣି ଲାଗି ପଡ଼ିଛନ୍ତି ବିଦ୍ୟାଳୟ ମରାମତି କାମରେ.. କଳାପଟାଠାରୁ ଆରମ୍ଭ କରି ଭଙ୍ଗା ଆଜବେଷ୍ଟସ୍, କାନ୍ଥ ସବୁ ମରାମତି ଚାଲିଛି.. ଏଇଠି ପଢ଼ିବେ ପିଲା.. ଆଉ ଗଢ଼ିବେ ଭବିଷ୍ୟତ.. ଗାଁର ନାଁ ରଖିବେ..
ତାଙ୍କୁ ଯେତେବେଳେ ମାତ୍ର ୨୫ ବର୍ଷ, ସେ ବସିଥିଲେ ରାଜଗାଦିରେ। ସେବେଠାରୁ ୭୦ ବର୍ଷ ହେଲାଣି ସେ ରାଜୁତି କରୁଛନ୍ତି। ଏବେ ତାଙ୍କୁ ୯୬ ବର୍ଷ।
୯୬ ବର୍ଷରେ ପାଦ ଦେଇଛନ୍ତି ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ୱିତୀୟ.. ୭ ଦଶନ୍ଧି ଧରି ରାଜଗାଦି ସମ୍ଭାଳୁଛନ୍ତି ମହାରାଣୀ.. ପରିଣତ ବୟସରେ ବି ରାଜ କାର୍ଯ୍ୟ ତୁଲାଉଛନ୍ତି..
ଆରେ ନାରଣ… ଏଠି କଣ ଅଫ୍ ଲାଇନରେ ପରୀକ୍ଷା ଚାଲିଛି କି? ନା ଆଉଟ୍ ଡୋର୍ ସିନେମା ସୁଟିଂ ଚାଲିଛି। ଇଏ ବୋଧେ ପରୀକ୍ଷା ଟାଇମରେ ଫ୍ରି ସିନେମା ଚାଲିଛି। ଅଫ୍ ଲାଇନରେ କଲେଜ ଛାତ୍ରୀ ଚୁଟି ଝିଙ୍କାଝିଙ୍କି।
ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...
ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶାସନ କାଳର ୬୦ବର୍ଷ ପୂର୍ତ୍ତି ଅବସର ଥିଲା ସ୍ମରଣୀୟ.. ଲଣ୍ଡନ ରାଜରାସ୍ତାରେ ମହାଆଡ଼ମ୍ବରରେ ଆୟୋଜିତ ହେଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ.. ଦେଶ ବିଦେଶରୁ ଛୁଟିଥିଲା ଦର୍ଶକଙ୍କ ସୁଅ..
ପାଠ ପଢ଼ିବାର କିଛି ବୟସ ନାହିଁ। କେବଳ ଇଚ୍ଛାଶକ୍ତି ରହିବା ଦରକାର। ଯେମିତି ଏହି ବରିଷ୍ଠ ନେତା ଜଣକ। ବୟସ ଷାଠିଏ ପାର ହେଲାଣି। କିନ୍ତୁ କଲେଜ ପିଲାଙ୍କ ସହ ହଲରେ ବସି ପରୀକ୍ଷା ଦେଇଥିଲେ।
ହୁସିଆର୍ !! ରାସ୍ତା କଡ଼ରେ ପସରା ମେଲାଇଥିବା ଆଖୁରସ କି ଲେମ୍ବୁ ପାଣି ସହ ପିଉଛନ୍ତି କି ଥଣ୍ଡା ପାଣି? ଏଥିରେ ମିଶୁଥିବା ବରଫ ନାଁରେ ଆପଣଙ୍କୁ ଦିଆଯାଉଛି ବିଷ। ଦେଖନ୍ତୁ କେମିତି ଓ କେଉଁ ପରି ଭାବରେ ତିଆରି ହେଉଛି ଏହି ବରଫ...ଓଟିଭି ହାତରେ ଲାଗିଲା
ଶ୍ରମିକ ଦିବସରେ ଶ୍ରମ କମିସନର କଲେ ହଙ୍ଗାମା। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। ପୁଲିସ୍ ଯେତେ ବୁଝାସୁଝା କରି ଘରକୁ ପଠାଇଲେ ବି ଘରକୁ ଯିବାକୁ ନାରାଜ ଏହି ଅଧିକାରୀ। ଶେଷରେ...
ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...
ଦୀର୍ଘ ବର୍ଷ ଧରି ସରକାରୀ ଚାକିରି କରିଥିଲେ। ଆଉ କେଇଟା ଦିନ ପରେ ରିଟାୟାର୍ଡ ହୋଇଥାଆନ୍ତେ। କିନ୍ତୁ ନିଜ ଦେହ ଅସୁସ୍ଥତା କାରଣରୁ କାମ କରି ନ ପାରିବାରୁ, ବସି ବସି ଦରମା ନେବାକୁ ତାଙ୍କୁ ଭଲ ଲାଗିଲାନି। କହିଲେ ତୁଛାଟାରେ ଗାଦା କାହିଁକି ମାଡି ବସିବି? ବରଂ...
କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ…
ଭିଡ଼ିଓ ପାଇଁ ପ୍ରବଳ ବିରକ୍ତ ହେଲା କୁନି ପୁଅ। କହିଲା, ଖାଇବାଠୁ ପିଇବା ଶୋଇବା ଯାଏଁ ସବୁବେଳେ ଖାଲି ଭିଡ଼ିଓ କରୁଛି। ମୁଁ ଯେତେବେଳେ ଝାଡା କରୁଛି ସେତେବେଳେ କଣ ପାଇଁ କ୍ୟାମେରା ଅପ୍ କରିଦେଉଛି? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଇଲୋ ବୋଉ...ଏଇଟା କୋଉ ନିଶା? ଦେଶୀ ନା ବିଦେଶୀ? ଭାଇ ତୁମକୁ ସିଟ୍ ମିଳିଛି ତୁମେ ଥୟ ହେଇକି ବସୁନ କାଇଁ? ନା ଇଏ ଶୁଣିବା ପରିସ୍ଥିତିରେ ହିଁ ନାହାନ୍ତି। ଦେଖୁନାହାନ୍ତି ନାଲିପାଣି ପେଟେ ପିଇ କେମିତି ହେଉଛନ୍ତି?
ପାନମଧୁରୀ ମୁଠି ଗଜା... ନାଁ ଯେମିତି, ଟେଷ୍ଟ ବି ସେମିତି। ଟିକିଏ ଗୋଲମରିଚ ସହ ଚିନି, ଲୁଣ ଦେଇ ଏମିତି ତିଆରି କରନ୍ତୁ ଏହି ସୁନ୍ଦର ରେସିପି… ନିଜେ ଖାଆନ୍ତୁ, ପରିବାର ସମ୍ପର୍କୀୟଙ୍କୁ ବି ଖୁଆନ୍ତୁ...