• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

daily horoscope
Daily Horoscope 3 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ମଇ, ୩ ତାରିଖ, ମଙ୍ଗଳବାର, ମେଷ, ୨୦ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ରୋହିଣୀ ନକ୍ଷତ୍ର, ବୃଷ ଚନ୍ଦ୍ର । ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ।

animal lover
ପଶୁପକ୍ଷୀଙ୍କ ଚିନ୍ତାରେ ଯୁବକ, ଖୋଳି ଚାଲିଛନ୍ତି ଗାତ

ମୁଣ୍ଡଫଟା ଖରା ସାଙ୍ଗକୁ ଜଳ କଷ୍ଟ । ଅସ୍ତବ୍ୟସ୍ତ ଜନଜୀବନ । ପଶୁ ପକ୍ଷୀଙ୍କ ପାଇଁ ଚିନ୍ତା କରିବ କିଏ ? ପଶୁ ପକ୍ଷୀ କେମିତି ପାଣି ପାଇବେ ସେଥି ପାଇଁ ଉଦ୍ୟମ କରିଛନ୍ତି ନୂଆପଡା ଜିଲ୍ଲା ପାର୍ବତ୍ୟ ଅଞ୍ଚଳ ପାଟଦରା ଗାଁର ଯୁବକମାନେ

E NEWS
ଝରଣା କୂଳରେ ଯେବେ ଏକା ଏକା ବିତେ ମୁହୂର୍ତ୍ତ...ସେତେବେଳେ....

ଭିଜେଇ ଦେଲୁ ତୁ ଲାଗୁଛି ଓଦା। ବାସୁଛି ଖାଲି ରଜନୀ ଗନ୍ଧା ରଜନୀ ଗନ୍ଧା। ନାୟକଙ୍କ ରାତିଦିନ ନାୟିକାଙ୍କ ପାଇଁ କଟୁଛି କେବଳ ମିଠା ମିଠା ସ୍ୱପ୍ନରେ...

Khola Katha
ରୋଗ ପାଇଁ ନବୀନ ବାବୁ ବାହାରେ ଖାଉନାହାନ୍ତି...ବାହାରିଲେ ଆମେ ଏକାଠି ଖାଇବୁ

ତୁମେ ପାଗଳ ହେଲ କି? ମୋ ଉପରେ ଚାପ ପକାଇବ କିଏ? ପାଣ୍ଡିଆନ୍‌ ମୋ କାମ କରିଦେଉଛି ତେଣୁ ମୁଂ ତାଙ୍କୁ ପ୍ରଶଂସା କରିବି...ନବୀନ ବାବୁଙ୍କ ସହ ଭାରି ଭଲ ସମ୍ପର୍କ। ଦିନେ ଖାଇବାକୁ ଡାକିଥିଲି ଦେଢ ଘଂଟା ବସି ଖାଇଲେ। ମୋର ସମସ୍ତଙ୍କ ସହ ଭଲ...

Banana Farming
ପ୍ରଭାବିତ କଲାନି ଗଞ୍ଜେଇ ଚାଷ, କଦଳୀ ଚାଷ କରି ହଜାର ହଜାର ଟଙ୍କା କରୁଛନ୍ତି ରୋଜଗାର

ଭାଗ୍ୟ ବଦଳାଇ ଦେଲା କଦଳୀ ଚାଷ। ନୀଳ ଜହର ମୋହରେ ବାୟା ନହୋଇ ପାଳରେ କଲେ କଦଳୀ ଚାଷ॥ ଏତେ ମାତ୍ରାରେ ଫଳୁଛି ଯେ, ପୂରା ପକେଟ୍‌ ହୋଇଯାଉଛି ଗରମ। କେବଳ ପାଣି ଆଉ ଟିକିଏ ସୁବିଧା ହେଲେ...

Engineer’s Tea Shop
ଇଞ୍ଜିନିୟରଙ୍କ ଚା’ ଦୋକାନ। ସୁନ୍ଦର ଗୀତ ଶୁଣିବେ...ଚା’ ସହିତ ଫ୍ରୀ ବିସ୍କୁଟ ଖାଇବେ... ଏମାନଙ୍କ ପାଇଁ ୫୦% ଡିସକାଉଣ୍ଟ

ଚର୍ଚ୍ଚାରେ ଇଞ୍ଜିନିୟରଙ୍କ ଚା’ଦୋକାନ। ଦୋକାନକୁ ଆସୁଥିବା ଲୋକଙ୍କୁ ଟେଷ୍ଟି ଚା’ ସହିତ ମିଳୁଛି ବିସ୍କୁଟ ଫ୍ରୀ। ଚା’ ପିଉଥିବା ଲୋକଙ୍କୁ ଗୀତ ଗାଇ ଶୁଣାଉଛନ୍ତି ସଙ୍ଗୀତକାର। ପୁଣି ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ମିଳୁଛି ୫୦ ପ୍ରତିଶତର ସ୍ୱତନ୍ତ୍ର ରିହାତି....ଆସନ୍ତୁ ଚା’ପିଇବା ଏହି ଦୋକାନରୁ...

Odisha To Celebrate Akshaya Tritiya
ସବୁ ଅନୁକୂଳର ମହାପର୍ବ ଆଜିର ଅକ୍ଷୟ ତୃତୀୟା

ଯେ କୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଆଜିର ଦିନରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି...

Cyber Crime
ଫୋନ୍‌ ଆସିଲା...ରିସିଭ୍‌ କରୁ କରୁ ସେପଟୁ ଆକାଉଣ୍ଟରୁ ଟଙ୍କା କଟିଲା...

ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍‌ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍‌ ଏତିକିରେ ଖେଳ ଖତମ୍‌। ଆକାଉଣ୍ଟରୁ କଟିଚାଲିଲା ଟଙ୍କା

Will Low Pressure Turn Into Cyclone
ମେ’ରେ ଓଡ଼ିଶାକୁ ବାତ୍ୟା ଭୟ: କେଉଁଠି ଛୁଇଁପାରେ ସ୍ଥଳଭାଗ?

ମେ’ ମାସରେ ଓଡ଼ିଶାକୁ ଆସିବ କି ବାତ୍ୟା? ସାଇକ୍ଲୋନର ରୂପ ନେବ କି ଲଘୁଚାପ? କେବେ ଜଣାପଡ଼ିବ ବାତ୍ୟା ସ୍ଥଳଭାଗ ଛୁଇଁବ କେଉଁଠି? ସେପଟେ IMD କହିଛି ବାତ୍ୟାକୁ ଏଡ଼ାଇ ହେବନି...

News Fuse
ଇରେ ବୁଢା କାହାକୁ କହୁଛ? ସିଏ ପରା ବରିଷ୍ଠ କଂଗ୍ରେସ ନେତା ନରସିଂହ

ଇଲୋ ହେଇଲୋ...ଶ୍ରୀକ୍ଷେତ୍ରରେ କଣ ଏକା ଏକା ବୁଲୁଛନ୍ତି ନରସିଂହ? କିଲୋ ଦଳ ତାଙ୍କୁ ଛାଡ଼ିଲା ନା ସିଏ ଦଳକୁ ଛାଡ଼ିଦେଲେ? ଆରେ ନାଇଁରେ ଧନ କେହି କାହାକୁ ଛାଡ଼ିନାହାନ୍ତି...ସିଏ ପା ଜଗା ଦର୍ଶନରେ ପୁରୀ ଗସ୍ତ କରିଛନ୍ତି

How did Russian President Vladimir Putin become so powerful?
ଋଷ୍ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ଏତେ ଶକ୍ତିଶାଳୀ ହେଲେ କେମିତି ?

ଋଷିଆ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ପ୍ରେମ ପାଇଁ ତ ପୁଣି କେତେବେଳେ ରାଜନୀତି ପାଇଁ। ୨୦୧୬ରେ ଯେତେବେଳେ ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତି ତାଲିକା ପ୍ରକାଶ ପାଇଲା। ଶୀର୍ଷରେ ସ୍ଥାନରେ ପୁଟିନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ବିଶ୍ୱ......

Why can\'t anyone penetrate Putin\'s fortress?
କେହି କାହିଁକି ଭେଦି ପାରୁନାହାଁନ୍ତି ପୁଟିନଙ୍କ ସୁରକ୍ଷା ଗଡ଼ ?

ପୁଟିନଙ୍କ ଜୀବନ ପ୍ରତି ସବୁ ବେଳେ ରହିଛି ବିପଦ। ବିଶ୍ୱ ରାଜନୀତିରେ ବେଶ୍ ପ୍ରଭାବ ରଖିଥିବା ପୁଟିନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଜାଣନ୍ତୁ, କେଉଁମାନେ ଅଛନ୍ତି ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ?

YOJANA RA NA HARILOOT
ଶବ ନଥାଇ ଶ୍ମଶାନ, ମଣିଷ ନଥାଇ କମ୍ୟୁନିଟି ହଲ୍...

କାଗଜ କଲମରେ ସରକାରୀ ଯୋଜନା। କେଉଁଠି କାମ ନ ହୋଇ ଫଳକ ଲାଗୁଛି ତ ଆଉ କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର। ଏ ହେଉଛି ଏ ମିତି ଘଟଣା ଶ୍ମଶାନ ଅଛି ହେଲେ ଗୋଟିଏ ବି ଶବ

Putin takes up arms against them
ପୁଟିନଙ୍କ ବିଶ୍ୱସ୍ତ ମଣିଷ, ଏମାନଙ୍କ କଥାରେ ଅସ୍ତ୍ର ଉଠାନ୍ତି ପୁଟିନ୍...

ପୁଟିନଙ୍କର ଅତି ବିଶ୍ୱସ୍ତ କିଏ? ଋଷୀୟ ସେନାର କମାଣ୍ଡର ଇନ ଚିଫ୍ ପୁଟିନ ସବୁ ବେଳେ ନିଜର ରଣକୌଶଳ ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନଙ୍କ ପରାମର୍ଶ ଅନୁସାରେ ଅସ୍ତ୍ର ଉଠାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି...

US fears Putin's girlfriend
ପୁଟିନଙ୍କ ପ୍ରେମିକା ଉପରେ କଟକଣା ଲଗାଇବାକୁ ପଛଘୁଞ୍ଚା ଦେଇଛି ଆମେରିକା

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ପୁଟିନଙ୍କ ପ୍ରେମିକାଙ୍କୁ ନେଇ ପୁଣି ଚର୍ଚ୍ଚା। ପୁଟିନଙ୍କ ପ୍ରେମିକା ବୋଲି କୁହାଯାଉଥିବା ଆଲିନା କାବାଏଭାଙ୍କ ଉପରେ କଟକଣା ଲଗାଇବାକୁ ପଛଘୁଞ୍ଚା ଦେଇଛି ଆମେରିକା। ଏ ଖବର ପରେ ଋଷିଆର ସିକ୍ରେଟ୍ ଫାଷ୍ଟ ଲେଡିଙ୍କୁ ନେଇ ଚର୍ଚ୍ଚା

News Fuse
ମଣିମା ଶୁଣିବା ହେଉ ଗରୀବ ଡାକ, ତୁମେ ନ ଶୁଣିଲେ...

ଏ କେମିତିକା ଭକ୍ତ କିରେ ନାରଣ... ସିଂହଦ୍ୱାର ଆଗରେ ପଡିଛନ୍ତି ଯେ ଉଠୁ ନାହାଁନ୍ତି। ସାଆନ୍ତଙ୍କୁ ଦୁଃଖ ଜଣାଇବାକୁ ବୋଧେ ଆସିଛନ୍ତି ଏ ମ୍ୟାଡମ୍

ASHA RA ALOKA
ଫଟୋ ଆଣିଲା ସନ୍ଦେହ, ଫାଟିଗଲା ବିଶ୍ୱଜିତା-ବିନୋଦଙ୍କ ସଂସାର

ବାହାଘର ପରେ ଖୁସିରେ ମିଳିମିଶି ଘର ସଂସାର କରୁଥିଲେ ବିଶ୍ୱଜିତା ଓ ବିନୋଦ। ଦିନେ ହଠାତ୍ ଆଗକୁ ଆସିଲା ଗୋଟିଏ ଫଟୋ। ଯେଉଁଥିରେ ଫାଟିଗଲା ଖୁସିର ସଂସାର। କଣ ଥିଲା ସେ ଫଟୋରେ? ଜାଣିବା ପାଇଁ ଦେଖନ୍ତୁ ଜୀବନ ଦୋ ଛକିରେ ଆଶାର ଆଲୋକ

CYBER CRIME-Cyber Cell Indifferent Towards Plight To Fraud Victims
ସାଇବର୍ ସେଲ୍ ବୁଝୁନି ଲୁଟର ଶିକାର ଲୋକଙ୍କ ଦୁଃଖ

ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ ଉପର ଅଫିସରଠୁ ତଳ ଅଫିସର ପର୍ଯ୍ୟନ୍ତ କେହି ଶୁଣୁ ନାହାଁନ୍ତି ଅଭିଯୋଗ। ଶେଷ କାନମୁଣ୍ଡା ଆଉଁସି ଚୁପ୍ ହୋଇ ବସିବାକୁ ହେଲା...

Taste of odisha
କଙ୍କଡା ଡାଲମା ତିଆରି କରନ୍ତୁ, ଖାଆନ୍ତୁ ଓ ଖୁଆନ୍ତୁ...

ଆଜି ରବିବାର ଜମିବ। ମାଛ କି ମଟନ୍ ନ ହୋଇ ହେବ କଙ୍କଡା ଡାଲମା। କେମିତି କରି ଜାଣି ନିଅନ୍ତୁ... ଆଉ ଖାଇ ସାରିବା ପରେ କମେଣ୍ଟ ବକ୍ସରେ ଜଣାଇବେ କେମିତି ଲାଗିଲା...

Today Horoscope
Daily Horoscope 1 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ମଇ ୧ ତାରିଖ, ରବିବାର, ମେଷ, ୧୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ ,ପ୍ରତିପଦା ତିଥି ,ଦ୍ୱିଜା ନକ୍ଷତ୍ର ମେଷ ଚନ୍ଦ୍ର । ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।