• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Dancing Chennai team
ବାହାଘର ପୂର୍ବରୁ ଝୁମିଲା ଚେନ୍ନାଇ ଟିମ୍; ପାରମ୍ପରିକ ପୋଷାକ ପିନ୍ଧି ନାଚିଲେ ଧୋନୀ

ବିବାହ ଉତ୍ସବକୁ କେହି ହାତ ଛଡା କରିବାକୁ ଚାହାଁନ୍ତିନି। ଯେମିତି ଚେନ୍ନାଇ ଟିମ୍। ଡେଭନ କନୱେଙ୍କ ବିବାହ ପୂର୍ବ ଉତ୍ସବରେ ଧୋନୀଙ୍କ ସମେତ ଚେନ୍ନାଇ ଟିମର ଅନେକ ଖେଳାଳି ଗୀତର ତାଳେ ତାଳେ ନାଚିଲେ...

SBI Asks Customers Not To Pick Call
SBI ଗ୍ରାହକ ହୋଇଥିଲେ... ଏହି ୨ଟି ମୋବାଇଲ ନମ୍ବରରୁ କଲ୍ ଆସିଲେ ଫୋନ ଉଠାନ୍ତୁ ନାହିଁ

ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...

News Fuse
କିଟିମିଟିଆ ଅନ୍ଧାର ଘର, ଏ ଘର ଭିତରେ ଏ କ’ଣ ଚାଲିଛିରେ ନାରଣ

କିଟି କିଟି ଅନ୍ଧାର ଘର ଭିତରେ ଏ ମହିଳା ଜଣକ କରୁଛନ୍ତି ଚେକିଂ। ହଇରେ ନାରଣ ଏମିତି ତୁ କେବେ ଦେଖିନଥିବୁ। ଅନ୍ଧାର ଘର ଭିତରେ ଲାଇଟ ପକେଇ ଚାଲିଛି ସେବା...

Daily Horoscope
Daily Horoscope ୨୫ April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୫ ତାରିଖ ସୋମବାର, ମେଷ୧୨ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ଦଶମୀତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

The Great Odisha Political Circus
ମ୍ୟାଡମ୍ କହିଲେ ଦିଲ୍ଲୀର ବ୍ରେକ୍ ଦେବା ବେଳର ବ୍ରେକ୍ ଫାଷ୍ଟ କଥା...

ଯୁଆଡେ ଗଲେ ହୁଏ ଭୁବନେଶ୍ୱର ମ୍ୟାଡମଙ୍କ ଚର୍ଚ୍ଚା। ବ୍ରେକ୍ ଦେବା ବେଳେ ବ୍ରେକ୍ ଦେଉଛନ୍ତି ବିରୋଧୀ। ଏମିତି ବେଳେ ମଂଚ ଉପରକୁ ଆସି ଏକଥା କହିଲେ ମ୍ୟାଡମ୍...

Taste of Odisha
ଆଜି ରବିବାର... ଟିକେ ହେଇଯାଉ ମାଗୁର ମାଛ ମସଲା ପୋଡା

ସବୁ ବେଳେ ରୋହି ଭାକୁର ମାଛ ଖାଇ ଖାଇ ଚିଡିଲାଗିଲାଣି। ଆଜି ଆମିଷ ବାରରେ ମାଗୁର ମାଛ ଆଣି ତିଆରି କରନ୍ତୁ ଏହି ସୁନ୍ଦର ପାଟି ସୁଆଦିଆ ଆଇଟମ୍...

Prerana
ଖେଳ ପଡିଆରୁ ଖବରକାଗଜ ବିତରଣ... ଶୁଭାରାଣୀଙ୍କ ସଂଘର୍ଷର କାହାଣୀ

କିଏ କହେ ମହିଳା ଅବଳା ଦୁର୍ବଳା। ଏ କଥା ସଂପୂର୍ଣ୍ଣ ମିଛ। ଜଣେ ନାରୀ ହୋଇ ରାଜଧାନୀର ଛାତି ଉପରେ ସଂଘର୍ଷ କରି ଜିତିଛନ୍ତି ଶୁଭାରାଣୀ ଦାଶ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କଥା...

Meet The World's Tallest Family
ଏ ହେଉଛନ୍ତି ଦୁନିଆର ସବୁଠୁ ଡେଙ୍ଗା ପରିବାର... ଗିନିଜ୍ ୱାର୍ଲଡ ରେକର୍ଡରେ ପାଇଲେ ସ୍ଥାନ...

ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏ ଏମିତି ଏକ ପରିବାର, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ। ଜାଣନ୍ତୁ କେଉଁଠି ରହୁଛନ୍ତି ଏ ପରିବାର। ଆଉ କାହାର ଉଚ୍ଚତା କେତେ ଜାଣନ୍ତୁ...

Cyber Crime
ଅନଲାଇନରେ ଟଙ୍କା ଦିଆନିଆ କରି ଫଶିଲେ, ପଇସା ଆଉ ଫେରିଲାନି

ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...

Viral Video
ଶାଶୁଘର ଯିବା ବେଳେ ନାତୁଣୀକୁ ଦେଖି କାନ୍ଦିଲା ‌ଜେଜେମାଆ, ଝିଅ କହିଲା

ଜେଜେମାଆ କାନ୍ଦ ଦେଖି ନାତୁଣୀ କହିଲା ଏମିତି କଥା। ଯାହାକୁ ଶୁଣି ଚକିତ ହୋଇଗଲେ ବାହାଘରକୁ ଆସିଥିବା ଲୋକେ। ଶୁଣନ୍ତୁ, ଜେଜେମାଆ କାନ୍ଦ ଦେଖି କ’ଣ କହିଲା ନାତୁଣୀ...

ENews
ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ ଆସିବା ପୂର୍ବରୁ ଦେଖନ୍ତୁ ଆମ୍ୱକଷି ଅଦା ପଖାଳ ଗୀତ

ଆଉ ମାତ୍ର କେଇଟା ଦିନ ପରେ ରିଲିଜ୍ ହେବ ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ। ଏହା ପୂର୍ବରୁ ମାର୍କେଟକୁ ଆସୁଛି ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଗୀତ। ଥରେ ଶୁଣିଲେ, ସବୁବେଳେ ଶୁଣିବାକୁ ମନ ହେବ...

Cops Carry Body On Shoulders
ସାଲ୍ୟୁଟ୍ ପୋଲିସ୍ ବାବୁ... କାନ୍ଧରେ ୪ କିଲୋମିଟର ବୋହିଲେ ଶବ...

ଘଞ୍ଚ ଜଙ୍ଗଲ, କିଟିମିଟି ଅନ୍ଧାର। ସେଇ ଅନ୍ଧାର ଆଉ ଜଙ୍ଗଲକୁ ଖାତିର ନକରି ୨ ଶ୍ରମିକଙ୍କ ଶବକୁ କାନ୍ଧରେ ବୋହିଲା ପୋଲିସ୍ ଟିମ୍। ଦୀର୍ଘ ୪ କିଲୋମିଟର ଶବକୁ କାନ୍ଧରେ ବୋହି ଆଣିଥିବା ଏହି ପୋଲିସ୍ କର୍ମଚାରୀଙ୍କୁ ଏବେ ସାରା ସହର କରୁଛି ସାଲ୍ୟୁଟ୍। ଟିଟଲାଗଡ଼ରୁ ଚାଲନ୍ତୁ ଦେଖିବା...

Pak Minister Itches Stomach
ହଲରେ ପେଟ କୁଣ୍ଡାଉଥିଲେ ମନ୍ତ୍ରୀ... ଭିଡିଓ ଭାଇରାଲ୍‌ ପରେ ଅଭିନେତ୍ରୀ କହିଲେ ଏମିତି...

ଏ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍‌ ହେଉଛି। ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ। ଲେଖିଲେ...

News Fuse
ବାତ୍ୟାଠୁ ବଳିଗଲା ଏ ଦୃଶ୍ୟ, ଚଢାଚଢି ହୋଇ ଖାଲି ବୋହି ନେଲେ...

ନଗଦ ଉପରେ ନିର୍ବାଚନ ଯାଇଛି। ସେଇଥି ପାଇଁ ଏ ଦିଆନିଆ ବୋଧେ। ହେଲେ କେମିତି କେମିତି ଲାଗୁଛିରେ ନାରଣ। ଖାଲି ଧଳା ବସ୍ତା...

News Fuse
ପୁଣି କଟକ ନାଁ... ଦାମୀ କମ୍ପାନୀ ପ୍ୟାକରେ ନକଲି ଜିନିଷ...

ସତରେ ଏମାନେ କଟକ ପାଇଁ କଳଙ୍କରେ ନାରଣ। କୁଆଡୁ ଏମାନେ ସବୁ ଆସି ସବୁ ଅସଲି ଜିନିଷକୁ କପି କରି କଟକରେ ରହି ନକଲି ତିଆରି କରି ଦେଉଛନ୍ତି। ଯେମିତି ଏ ଲୁଗାଧୂଆ ଗୁଣ୍ଡ

Bolangir Man Seeks President’s Permission For ‘Euthanasia’
ଯନ୍ତ୍ରଣାରେ ଛଟପଟ ଅମିତ୍... ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ କଲେ ଅବେଦନ

ବିପଦ କେତେବେଳେ, କେମିତି ଓ କିପରି ଆସେ ତାହା କେହି କହିପାରେ ନାହିଁ। ଆଉ ବିପଦ ଆସିଲେ ଦେଇଥାଏ ଅନେକ ଦୁଃଖ ଓ ଯନ୍ତ୍ରଣା। ଦୁର୍ଘଟଣାରେ ଗୋଟିଏ ଗୋଡ଼ କଟିଗଲା, ଗୋଟିଏ ହାତ ବି କାମ ଦେଉନି। ବଂଚିବା ହୋଇପଡିଛି କଷ୍ଟକର। ଏମିତି ସମୟରେ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ...

The popular Khan Gupchup
ଲୋକପ୍ରିୟ ଖନାଭାଇ ଗୁପଚୁପ୍… ବିନା କଥାବାର୍ତ୍ତାରେ ୨୦ବର୍ଷର ବେପାର

କାନକୁ ଶୁଭେନି, କିମ୍ବା କଥା କହିପାରନ୍ତି ନାହିଁ। କିନ୍ତୁ ଗୁପଚୁପ୍ ବେପାରୀ ଭାବରେ ଖନାଭାଇଙ୍କର ଲୋକପ୍ରିୟତା କାହିଁରେ କଣ। କଥାରେ ଅଛି କହିବୋଲି ପାରିଲେ ବେପାର ଚାଲେ। କିନ୍ତୁ ଖନାଭାଇଙ୍କ କଥା ନିଆରା। ଗଲା ୨୦ ବର୍ଷ ଧରି ସେ ବିନା କଥାବାର୍ତ୍ତାରେ କେବଳ ଠରାଠରିରେ ହୋଇପାରିଛନ୍ତି ଜଣେ...

Cyber Crime
ପ୍ରଫେସରଙ୍କୁ ଦେଖାଇଲେ ଲୋଭ, ଲାଇଫ ଟାଇମ ଅଫର ନାଁରେ ଲୁଟି ନେଲେ...

ସେମାନଙ୍କ ମାୟା ଜାଲରେ ଯିଏ ଥରେ ପଡିଛି, ସବୁ କିଛି ହରାଇ କାଙ୍ଗାଳ ହୋଇ ଯାଇଛି। ଯେମିତି ଏ ପ୍ରଫେସର। ଲାଇଫ ଟାଇମ ଅଫରର ଲୋଭ ଦେଖାଇ ଲୁଟି ନେଲେ ହଜାର ହଜାର ଟଙ୍କା। ଆଉ ତା’ପରେ...

Kholakatha
ଯେତେବେଳେ ଦୁଃଖ ଆସେ, ସେତେବେଳେ ଆଶାର ଆଲୋକ ଝରକା ଖୋଲିଯାଏ...

କେମିତି ସ୍ୱପ୍ନରୁ ଜୀବନ ସାଉଁଟିଥିଲେ ସ୍ୱାଭିମାନର ଫାଉଣ୍ଡର ତଥା ସିଇଓ ଡ. ଶ୍ରୁତି ମହାପାତ୍ର... ଆଜିର ଖୋଲାକଥାରେ ଶୁଣନ୍ତୁ ତାଙ୍କ ମୁହଁରୁ ସେହି ସଂଘର୍ଷର କଥା...

enews
ଫିକା ଫିକା ପାଗରେ ଆକାଶରେ ଇନ୍ଦ୍ରଧନୁ ସାଜିଲେ ନାୟିକା

ନୂଆ ଫିଲ୍ମ ଯଥା ରାବଣସ୍ୟ ମନ୍ଦୋଦରୀ... ନାଁଟି ଟିକେ ଅଡୁଆ ଅଡୁଆ ଲାଗୁଥିଲେ ବି କାହାଣୀ ପୂରା ମସ୍ତ... ଏବେ ଦେଖନ୍ତୁ ଏହି ଗୀତ

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।