• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Putin test-fired Sarmart missile
ସରମାର୍ଟ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ ପୁଟିନ୍, ଭୟରେ ଥରହର ବିଶ୍ୱ

ସାରା ବିଶ୍ୱକୁ ଏକ ପ୍ରକାର ଡରାଇ ରଖିଛି ଋଷ। କେତେବେଳେ ପରମାଣୁ ଅସ୍ତ୍ର କଥା କହି ଡରାଉଛି ତ ଆଉ କେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଥରାଇ ଦେଉଛି ବିଶ୍ୱକୁ। ତେବେ ଦୁନିଆର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ସରମାର୍ଟ’ ପରୀକ୍ଷଣ କରି ସବୁ ଦେଶର ନିଦ ହଜେଇ ଦେଇଛି

Apana Eka nuhanti
ହାତ ଯୋଡିଲା ସୁହାନା... ମୋ ସାଙ୍ଗମାନେ ସ୍କୁଲ ଯାଉଛନ୍ତି, ମୁଁ ଯିବାକୁ ଚାହୁଁଛି

ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ। ଯେମିତି କୁନିଝିଅ ସୁହାନା। ଯେଉଁ ବୟସରେ ହସିଖେଳି ପାଠ ପଢିବା କଥା, ସେ ବୟସରେ ତାକୁ ହୋଇଛି ରକ୍ତ କର୍କଟ ରୋଗ

Yojanara Na Hariloot
ମଲା ଲୋକ ନାଁରେ ଉଠିଲା ଭତ୍ତା ଟଙ୍କା… ଜାଣନ୍ତୁ, ଏମିତି କେମିତି ?

କେବଳ ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ.

Illegal Sand Quarrying
ଉତ୍ପାତ କରୁଛନ୍ତି ବାଲି ମାଫିଆ ! ଲୁଟୁଛନ୍ତି ଟ୍ରକ ଟ୍ରକ ବାଲି...

ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...

Auto Rickshaw Driver Donates Eyes Of Both His Daughters
ନିଜ ଦୁନିଆ ଅନ୍ଧାର ହୋଇଗଲା… ଝିଅମାନଙ୍କ ଆଖି ଦାନ କରି ଦୁନିଆକୁ ଦେଖାଇଲେ ଆଲୁଅ...

କଥାରେ ଅଛି, କନ୍ୟା ଦାନଠାରୁ ମହତ କାମ ଆଉ କିଛି ନାହିଁ। ଆଉ ଯିଏ, ଦୁଇଟି କନ୍ୟାର ପିତା ସେ ନିଜକୁ କେତେ ଭାଗ୍ୟବାନ ମନେ କରୁ ନଥିବ ଏଥିରୁ ଆପଣ ଜାଣୁଥିବେ। କିନ୍ତୁ ଯଦି ସେଇ କନ୍ୟାରତ୍ନ ଅକାଳରେ ଝଡ଼ି ପଡେ, ତାହାଲେ ସେ ବାପା-ମାଙ୍କୁ କେତେ...

Rituraj Mohanty sings OTV's theme song
ଋତୁରାଜ ମହାନ୍ତିଙ୍କ କଣ୍ଠରେ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’...

ଓଟିଭି ମଂଚରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି। ଦୀର୍ଘ ୨୫ ବର୍ଷର ସୁଦୀର୍ଘ ଯାତ୍ରାକୁ ନେଇ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’ ଗୀତକୁ ମଂଚରେ ଗାଇଲେ। ଥରେ ଶୁଣନ୍ତୁ ସେ ଗୀତଟି...

2 Hardcore Maoists Culminated In Marriage
ଦିନେ ନକ୍ସଲ ହୋଇ ଜଙ୍ଗଲରେ ଏକାଠି ବୁଲୁଥିଲେ, ଆଜି ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ-ସ୍ତ୍ରୀ ହେଲେ...

କିଏ ଜାଣିଥିଲା ଏମିତି ହେବ ବୋଲି। ଦିନେ ଜଙ୍ଗଲରେ ବୁଲି ବୁଲି ପୋଲିସ ବିରୋଧରେ ସଂଗ୍ରାମ କରୁଥିଲେ। ଆଜି ସେହି ପୋଲିସ ଉପସ୍ଥିତିରେ ହାତକୁ ଦି’ହାତ ହୋଇଛନ୍ତି ଏହି ଦୁଇ ନକ୍ସଲ। ଦେଖନ୍ତୁ କେମିତି ହେଲା ଏହି ବାହାଘର..

weather  today
କାଲିଠୁ ପୁଣି ବଢ଼ିବ ତାପମାତ୍ରା, କାଳବୈଶାଖୀ ସମ୍ଭାବନା

କାଲିଠୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆସନ୍ତାକାଲିଠୁ ପୁଣି ସାଧାରଣ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ତେବେ କାଳବୈଶାଖୀର ପ୍ରଭାବ ଆଜି ମଧ୍ୟ ରହିବ ।

Home Delivery Of PDS Ration Brings Smile On Faces Of Villagers In Jayapatna
ପ୍ରତିଶ୍ରୁତି ପାଳନ କଲେ ବ୍ଲକ୍‌ ଚେୟାରମ୍ୟାନ। ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଘରେ

ନେତା ହେବ ତ ଏମିତି। ନିର୍ବାଚନ ଜିତିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଆଜି ପାଳନ କଲେ। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଗାଁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ରାସନ୍‌...ଭୂରି ଭୂରି ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ

Jajpur Potters Stare At Grim Future Due To Dip In Sale
ଏବେ ଅଲୋଡ଼ା ହୋଇପଡ଼ିଛି ମାଟିର ସାମଗ୍ରୀ, ଚିନ୍ତାରେ କାରିଗର

ଦିନ ଥିଲା ମାଟିପାତ୍ରର ଚାହିଦା ଢେର ଅଧିକ ଥିଲା, କିନ୍ତୁ ଆଧୁନିକ ଯୁଗରେ ପ୍ରାୟତଃ ଅଲୋଡା ମାଟି ସାମଗ୍ରୀ । ଆଉ ଅଦରକାରୀ ହୋଇପଡିଲେଣି ମାଟି କାରୀଗର । ଗୋଟେପଟେ କଂଚାମାଲ ର ଅଭାବ ଅନ୍ୟପଟେ ନିଜ ଉଦ୍ୟମରେ ଯାହା କିଛି ତିଆରି ହେଉଛି ତାହା ବିକ୍ରି ହେବା...

Water Scarcity
ନଳକୂପ କାମରେ ଆସୁନି, ଚୂଆ ପାଣି ଗାଁ ଲୋକଙ୍କ ସାହା ଭରଷା

ଉତ୍କଟ ହୋଇଛି ପାଣି ସମସ୍ୟା। ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ..

Russia-Ukraine War
ମହାଯୁଦ୍ଧ ବେଳେ ୟୁକ୍ରେନ୍‌ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌, ଜାଣନ୍ତୁ କେମିତି?

ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌। ଋଷ୍‌ର ପ୍ରଚଣ୍ଡ ଆକ୍ରମଣରେ ଆକ୍‌ଚାମାକ୍‌ଚା ହେଉଥିଲେ ସୈନ୍ୟ...ଏତିକି ବେଳେ ଛାତିରେ ବାଜିଥିଲା ଗୁଳି, ହେଲେ ପକେଟ୍‌ ଭିତରେ ଥିବା ମୋବାଇଲ ପାଇଁ ଅଳ୍ପକେ ବର୍ତ୍ତିଗଲା ପ୍ରାଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

CYBER CRIME
ରିଚାର୍ଜ କରୁ କରୁ ଟଙ୍କା ଗାଏବ

ଅନଲାଇନରେ ଟିଭି ରିଚାର୍ଜ କରୁଥିଲେ, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା। ସାଇବର ଠକଙ୍କ ଅନ୍ଧାରି ଜାଲ ସମ୍ପର୍କରେ ଟେର୍‌ ପାଇଲେନି, ବରଂ ଟଙ୍କା ହରାଇଲେ। ଏହାପରେ ହେଲା କଣ?

Hill Tunnel Link Planned For Jeypore-Koraput Stretch In Odisha
ନିର୍ମାଣ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ୬ ଲେନ୍ ବିଶିଷ୍ଟ ଟନେଲ

ବଦଳିବ ଜୟପୁର-କୋରାପୁଟ ଘାଟିର ରୁପ ରେଖ । ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ଟନେଲ । ଏହାର ସଫଳ ରୂପାୟନ ହେଲେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ସମୟ ବଞ୍ଚିବା ସହ ବାରମ୍ବାର ଘାଟିରେ ଘଟୁଥିବା ଦୁର୍ଘଟଣାକୁ ରୋକାଯାଇପାରିବ। ଏନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ...

Daspalla lankapodi
ଦଶପଲ୍ଲାର ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା

ନୟାଗଡ଼ ଦଶପଲ୍ଲାରେ ଆୟୋଜିତ ହୋଇଛି ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା କାହିଁ କେତେକାଳରୁ ଚାଲି ଆସୁଥିବା ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ଶେଷ ଦିନରେ ରାବଣ ପୋଡ଼ି ସହ ଜମିଥିଲା ଆତସବାଜି କାର୍ଯ୍ୟକ୍ରମ...

jayeshbhai jordaar trailer
ଛୁଟିରେ ଯାଇଛି କି ବଲିଉଡ୍‌? ନହେଲେ ତିନି ତିନୋଟି ସାଉଥ୍‌ ଫିଲ୍ମ ସାରା ଭାରତରେ ଚର୍ଚ୍ଚା

ଛୁଟିରେ ଯାଇଛି କି ବଲିଉଡ୍‌? ନହେଲେ ତିନି ତିନୋଟି ସାଉଥ୍‌ ଫିଲ୍ମ ସାରା ଭାରତରେ ଚର୍ଚ୍ଚା

Air Hostess’ Emotional Speech On Last Day At Work
ବିଦାୟ ବେଳେ ବିମାନ ଭିତରୁ ଶେଷବାର୍ତ୍ତା ଦେଇ ଭୋ ଭୋ କାନ୍ଦିଲେ ଏୟାରହୋଷ୍ଟେସ୍‌....

ଆଜିଥିଲା କର୍ମଜୀବନର ଶେଷ ଦିନ। ବିମାନରୁ ବାହାରିବା ପୂର୍ବରୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଶେଷ ବାର୍ତ୍ତା ଦେଉଥିଲେ ଏୟାରହୋଷ୍ଟେସ୍‌। ବାସ୍‌ କୋହ ସମ୍ଭାଳିପାରିଲେନି.....ଭୋ ଭୋ ହୋଇ କାନ୍ଦିଲେ। ଦେଖନ୍ତୁ ଏହି ଭିଡ଼ିଓ

Congress Leader Narasingha Mishra’s Son Appointed As Special PP
Congress Leader Narasingha Mishra’s Son Appointed As Special PP In Mamita Meher

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସରକାରଙ୍କ ବିରୋଧରେ ଗର୍ଜିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଥିଲେ ଦରକାର ପଡ଼ିଲେ ଏଥିପାଇଁ କଳାକୋର୍ଟ ପିନ୍ଧିବି। ଆଉ ପିନ୍ଧିଥିଲେ ମଧ୍ୟ। କିନ୍ତୁ ଏପଟେ ତାଙ୍କ ପୁଅଙ୍କୁ ରାଜ୍ୟ ସରକାର ମମିତା ମେହେର ଘଟଣାରେ ସ୍ପେଶାଲ୍ ପିପି ଭାବରେ...

Viral Video
ମାଡ଼ି ଆସୁଥିଲା ଜେସିବି...ଡେଣା ମେଲାଇ ଗର୍ଜନ କଲା, ଛୁଆର ଜୀବନ ବଞ୍ଚାଇଲା ଏଇ ଚଢେଇ

ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ENews | Meet Star Casts Of Tarang’s Upcoming Movie
ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍‌

ବାଇକ୍‌ରେ ଏକାଠି ବୁଲିଲେ ଶୈଳେନ୍ଦ୍ର ଓ ଜାସ୍ମିନ। ଉଭୟ ଉଭୟଙ୍କୁ ଚାହୁଁଛନ୍ତି ହେଲେ କେହି କାହାକୁ କିଛି କହୁନାହାନ୍ତ। ତୁ ମୋ ପ୍ରେମ ଋତୁରେ ସତେ ଯେମିତି କଣ୍ଢେଇ... ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।