• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

kolab dam
ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର, ପାନୀୟ ଜଳ ସମସ୍ୟା ଆଶଙ୍କା

ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର । ଏହାର ଜଳଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି । ଏମିତି ହେଲେ ସାଙ୍ଘାତିକ ବିଦ୍ୟୁତ ସଂକଟ ସହ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ସ୍ଥିତିକୁ ନେଇ ଜଳଭଣ୍ଡାର ଯେତିକି ଉପକାର କରିଛି...

clean drinking water
ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ, ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି

ବିଶୁଦ୍ଧ ପାନୀୟ ଜଳର ଘୋର ସଂକଟ ଦେଖାଦେଇଛି ନୂଆପଡ଼ା ଜିଲ୍ଲା ଝିକିଡୋଙ୍ଗରି ଗାଁରେ । ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି । ଅତ୍ୟଧିକ ମାତ୍ରାରେ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ଏହାକୁ ପିଇ ଲୋକେ ରୋଗରେ ପଡୁଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୧୫ରୁ...

Horoscope today
Daily Horoscope 13 May 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା, ମେ ମାସ ୧୩ ତାରିଖ, ଶୁକ୍ରବାର, ମେଷ, ୩୦ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ହସ୍ତା ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

gold rate today
କମିଲା ସୁନା ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୨୦୦ ଟଙ୍କା ରହିଛି।

Teaching Staff Crunch
ପିଲାଙ୍କ ପାଠ ପଢା ବାଜିରେ ଲାଗିଛି। ପ୍ରଥମରୁ ପଞ୍ଚମ ଯାଏଁ ଗୋଟିଏ ଶିକ୍ଷକ

ଶାସନପଦା ନୋଡାଲ ହାଇସ୍କୁଲରେ ଶିକ୍ଷକ ମରୁଡି। ଶିକ୍ଷକ ଓ କର୍ମଚାରୀ ଅଭାବ ଯୋଗୁ ପାଠପଢା ହେଉଛି ବାଧାପ୍ରାପ୍ତ। ଫଳରେ ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ ସର୍ବଶିକ୍ଷା ନାରା ସ୍ଲୋଗାନରେ ଅଟକି ଯାଇଛି..

 water scarcity
କାମରେ ଆସୁନି ବସୁଧା ଯୋଜନା : ପାଣି ନପାଇ ଛଟପଟ ଡୁମେର ଗୁଡା ଗାଁ ଲୋକେ

ପାଣି ନେଉଛି ଜୀବନ। ଦୂଷିତ ପାଣି ପିଇ ଗତ ୧୦ ବର୍ଷରେ ୧୦୦ ଜଣଙ୍କ ମୃତ୍ୟୁ ହେଲାଣି। ଭୂତଳ ଜଳ ପିଇବା ଯୋଗୁଁ କଳାହାଣ୍ଡି ଜିଲ୍ଲା ଡୁମେର ଗୁଡା ଗାଁ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ବିଧାନସଭାରେ ଏକଥା ଉଠିବା ପରେ ୨...

daily horoscope
Daily Horoscope 12 May 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା ମେ ମାସ ୧୨ ତାରିଖ, ଗୁରୁବାର, ମେଷ, ୨୯ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

BUSINESS ODISHA
କେତେ ଟଙ୍କା ଲୋନ୍‌ ଦେଇପାରିବ ବ୍ୟାଙ୍କ? CRR କଣ?

ଆପଣ ବ୍ୟାଙ୍କରେ ଟଙ୍କା ଜମା ରଖନ୍ତି। ଆଉ ସେହି ଟଙ୍କା ପାଇଁ ବ୍ୟାଙ୍କ ଆପଣଙ୍କୁ ବାର୍ଷିକ ନିର୍ଦ୍ଧାରିତ ଟଙ୍କାର ସୁଧ ଦିଏ। ହେଲେ ଆପଣ ଜାଣିଛନ୍ତି କି ଆପଣଙ୍କ ଟଙ୍କାକୁ ନେଇ ବ୍ୟାଙ୍କ କଣ କରେ?

The Great Odisha Political Circus
ସ୍କୁଲ ବସ୍‌ ଡ୍ରାଇଭର କଣ ହେଲମେଟ୍‌ ପିନ୍ଧି ବସ୍‌ ଚଳାଇବେ?

ମୋ ନାଁ ଦଣ୍ଡପାଣି, ତତେ ପେଇବି ପାଣି। ଯେଉଁ ଗାତରେ ପଶିଲେ ବି ମୁଁ ଖୋଜି ଆଣିବି। ସାର୍‌ ଆପଣ ଗଂଜେଇ ଟାଣିଛନ୍ତି କି? ନହେଲେ ମତେ କ’ଣ ଫାଇନ୍‌ କାଟନ୍ତେ...

Prithviraj Trailer Out
ଚର୍ଚ୍ଚାରେ ପୃଥୀରାଜ୍‌....୩୦୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଫିଲ୍ମ.....

ପୃଥୀରାଜ୍‌ ଫିଲ୍ମକୁ ନେଇ ବଢୁଛି ଚର୍ଚ୍ଚା। ହାଇ ବଜେଟ୍‌ରେ ତିଆରି ହୋଇଛି ଏଇ ଫିଲ୍ମ...ପାଖାପାଖି ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ପ୍ରସ୍ତୁତ ହୋଇଛି ଏହି ଚଳିଚ୍ଚିତ୍ର

Ukrainian Prez Zelensky
ଦେଶରେ ଟଙ୍କାର ଅଭାବ....ପଇସା ସଂଗ୍ରହ ପାଇଁ ଜ୍ୟାକେଟ୍‌ ବିକିଦେଲେ ଜେଲେନସ୍କି

ମହାଯୁଦ୍ଧର ମହାପ୍ରଭାବ। ୟୁକ୍ରେନରେ ଟଙ୍କାର ଅଭାବ। ପଇସା ସଂଗ୍ରହ ପାଇଁ ନିଜର ପ୍ରିୟ ଜ୍ୟାକେଟ୍‌କୁ ବିକ୍ରି କରିଦେଲେ ଜେଲେନସ୍କି। ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା ଏହି ସ୍ୱତନ୍ତ୍ର ଜ୍ୟାକେଟ୍‌...

E News
କ୍ୟାନସର ଝଡ଼ାଇ ଦେଲା ଚୁଟି...ଏବେ କଣ କରିବେ ତାରା?

ସବୁ ବରବାଦ କରିଦେଲା କ୍ୟାନସର। ତାରାଙ୍କ ମୁଣ୍ଡରେ ଆଉ ଚୁଟି ନାହିଁ। ମେକ୍‌ଅପ୍‌ ରୁମ୍‌ରେ ସ୍କ୍ରିପ୍ଟ ପଢାରେ ବ୍ୟସ୍ତ ତାରା...ଦେଖନ୍ତୁ କେମିତି ଡାଇଲଗ୍‌ ମନେ ରଖୁଛନ୍ତି ତାରା…

Cyber Crime
ବ୍ୟବସାୟୀକ ଅସୁବିଧା କାରଣରୁ ଫୋନ୍‌ କରିଥିଲେ, ଆକାଉଣ୍ଟରୁ କଟିଗଲା ୫୪ ହଜାର...

ବ୍ୟବସାୟୀକ ଆପ୍‌ରେ ଅସୁବିଧା ପାଇଁ ଫୋନ୍‌ କରିଥିଲେ ସମାଧାନର ରାସ୍ତା ବାହାର କରିବା ପାଇଁ। ହେଲେ ଫୋନ୍‌ କରୁ କରୁ ଆକାଉଣ୍ଟରୁ କଟିଗଲା ୫୪ ହଜାର ଟଙ୍କା। କଣ କରିବେ କଣ ନାହିଁ...ଭାବିବା ବେଳକୁ ସବୁ ସରିଯାଇଛି...

Man turns motorcycle into boat
ଆଶ୍ଚର୍ଯ୍ୟ !! ବାଇକ୍‌ରେ ତିଆରି ହୋଇଗଲା ପାଣି ଜାହାଜ...ବୁଲିଲେ ଲୋକେ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବାଇକ୍‌ରେ ତିଆରି ହୋଇଗଲା ପାଣି ଜାହାଜ। ସିଟ୍‌ରେ ବସି ବୁଲିଲେ ଲୋକେ.... ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ…

Sweeper treats patient
ଡାକ୍ତର ନୁହେଁ ଏଇଠି ହାଡ଼ଭଙ୍ଗା ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର

ବାଃ ବାଃରେ ଆମ ସ୍ୱାସ୍ଥ୍ୟ ସେବା। ଏଇ ମେଡ଼ିକାଲରେ ଡାକ୍ତର ନାହାନ୍ତି କି ମେଡ଼ିକାଲ ଷ୍ଟାଫ୍‌ ନାହାନ୍ତି। ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର। ପଚାରିଲେ କହୁଛନ୍ତି...ମତେ ବଡ଼ବାବୁ କହିଛନ୍ତି ଚିକିତ୍ସା କରିବାକୁ। ପୁଣି ଜଣକ ପିଛା ନିଆଯାଉଛି ୫୦୦ ଶହ ଟଙ୍କା…

Groom whisked away from marriage pandal
ବେଦୀ ଉପରେ ଚାଲିଥିଲା ବାହାଘର...ପୋଲିସ୍‌ ଆସିଲା, ବରକୁ ଉଠାଇ ନେଇ ପଳାଇଲା

ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର…

News Fuse
ଇଲୋ ହେଇଲୋ...ଭାଲୁ ଭାଇ-ଅଫିସର ବିଚ୍‌ ରାସ୍ତାରେ ମୁହାଁମୁହିଁ...

ମୋ ବୋଉଲୋ...ଆଲୋ ଇଏ କଣ? ବିଚ୍‌ ରାସ୍ତା ଉପରେ ଭାଲୁ ଭାଇ-ଲେଡ଼ି ଅଫିସର କଣ ମୁହାଁମୁହିଁ ହେଲେ? ନାରଣ ଘଟଣା କଣ କିରେ !! ଦୁହେଁ ଦୁହିଁଙ୍କ ଉପରେ କଣ ଏମିତି ବର୍ଷଣ କରୁଛନ୍ତି?

teenager’s whereabouts who jumped into sea to rescue friends
ସାଙ୍ଗକୁ ବଞ୍ଚାଇବାକୁ ଯାଇଥିଲେ, ୭ ଦିନ ହେଲା ନିଜେ ସମୁଦ୍ରରେ ନିଖୋଜ ଅଛନ୍ତି...

ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ। ୭ ଦିନ ହେଲାଣି ଖୋଜା ଚାଲିଛି ହେଲେ ମିଳୁନି ଅତ୍ତାପତା...କାନ୍ଦି କାନ୍ଦି କଳାକାଠ...

Kholakatha
କାମ ହେଲେ ଜେସିବି ଗର୍ଜିବ...ୟାକୁ କିଏ ରୋକିବ?

ଏମାନଙ୍କ ଘର ପୁରୀରେ ନୁହେଁ। ଆମେ ପୁରୀରେ ରହୁଛୁ...ରାତିରେ ଡେଲିଭରି ଗାଡ଼ି ବି ଆମ ଘର ପାଖକୁ ଆସିପାରୁନି। ଭଙ୍ଗା ଯାଇଛି ମାନେ ଶୀଘ୍ର କାମ ସାର। ବିରୋଧ କରି କାମ ବନ୍ଦେ କୌଣସି ଲାଭ ନାହିଁ। ASI କହିପାରିବ ମନ୍ଦିର ସୁରକ୍ଷିତ ଅଛି କି ନାହିଁ...

Ashara Alok
ମରିଗଲେ କଣ ସବୁ ସମସ୍ୟାର ସମାଧାନ ହୋଇଯାଏ? ରାଗ ଭାଙ୍ଗିଦେଲା କି ପରିବାର?

ସ୍ୱାମୀ-ସ୍ତ୍ରୀଙ୍କ ପାଟିରେ ନାହିଁ ସଂଯମତା। ଯିଏ ଯାହାକୁ ଯାହା ପାଇଲା ତାହା କହିଲା। ଷ୍ଟେଜ୍‌ ଉପରେ ଭୁଲ ମାନିଲେ ସ୍ୱାମୀ। ଶାଶୂ କହୁଛନ୍ତି ଝିଅର କିଛି ହେଲେ ତୁମ ପରିବାରକୁ ଥାନାକୁ ଟାଣିବି। ସଟ୍‌ଟେମ୍ପର ପାଇଁ ହଇରାଣ ହେଉଛନ୍ତି ନଗମା? ଦେଖନ୍ତୁ ଏହା ପରେ ହେଲା କଣ?

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।