ଆଉ ଜଣେ ବୁଦ୍ଧିଆ ସିଂ। ବୟସ ମାତ୍ର ୮...ହେଲେ ଧୁ ଧୁ ଖରାରେ ପାଦରେ ଜୋତା ମୁଣ୍ଡରେ ଟୋପି ପିନ୍ଧି ଦିନକୁ ଦୌଡ଼ୁଛନ୍ତି ୧୦ କିମି ରାସ୍ତା। ବଡ଼ ହେଲେ ପୋଲିସ ଅଫିସର ହେବାକୁ ରଖିଛନ୍ତି ଇଚ୍ଛା
ହେ ନାଇଁ ମ...ମୁଁ କଣ କରିବି ଯେ? ସଞ୍ଜ ନଇଁଲେ ପାଖ ପଡ଼ିଆକୁ ତ ସାହି ଟୋକା ଡାକିନେଉଛନ୍ତି। ସୁଲୁସୁଲିଆ ପବନ ସାଙ୍ଗକୁ ଖାଲି....। ଦିନ ୪ଟାରୁ ଭାଉଜ ଡାକୁଛନ୍ତି ମୁଁ କ’ଣ କରିବି?
ପାକିସ୍ତାନରେ କିଛି ନାହିଁ...ବିଜୁଳି ଉତ୍ପାଦନ ବି ଠପ୍ ହେଲାଣି। ଅପାରଗ ସରକାର ପାଇଁ ଖୁବଶୀଘ୍ର ସଂପୂର୍ଣ୍ଣ ଅନ୍ଧାର ହୋଇଯିବ ପାକିସ୍ତାନ। ଏବେ ବିଜୁଳି ଖୁଣ୍ଟରେ ଚଢି ବିଜୁଳି କନେକ୍ସନ କାଟିବା ଲାଗି ବ୍ୟସ୍ତ ବିଜୁଳି କର୍ମଚାରୀ...ଚିନ୍ତାରେ ପାକିସ୍ତାନ ବାସୀ
ବିବାହ ପୂର୍ବରୁ କୋର୍ଟ ମ୍ୟାରେଜ୍ କରିଥିଲେ ଭିକି-କ୍ୟାଟ୍ରିନା? ବାହାଘରକୁ ସ୍ମରଣୀୟ କରିବା ପାଇଁ ରାଜସ୍ଥାନର ଏହି ସ୍ଥାନକୁ ବାଛିଥିଲେ ଏହି ସେଲିବ୍ରେଟି, ଜାଣନ୍ତୁ ପୂରା ବଜେଟ୍ ଥିଲା କେତେ?
ସେଲିବ୍ରେଟିଙ୍କ ବାହାଘର କଥା ଆସିଲେ ଅଭିଶେକ-ଐଶ୍ଚର୍ଯ୍ୟାଙ୍କୁ ନେଇ ଆରମ୍ଭ ହୋଇଯାଏ ଚର୍ଚ୍ଚା। ପ୍ରେମର ଲମ୍ବା ଇନିଙ୍ଗ୍ସ ଖେଳି ଅନୁଷ୍କାଙ୍କ ପ୍ରେମରେ କ୍ଲିନ୍ ବୋଲ୍ଡ ହୁଅନ୍ତି ବିରାଟ୍। ଲୁଚା ଛପା ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ବିରାଟ-ଅନୁଷ୍କା
ନବୀନ ବାବୁଙ୍କ ଏତେ ପ୍ରବଳ କ୍ରେଜ୍। ହେଲେ ପୂରା ଦମ୍ରେ ବିଜେଡ଼ିକୁ ଚକମା ଦେଇଦେଲେ ଭାଲୁ ଭାଇ। ଏମିତି ମାୟାଜାଲ ବିଛାଇଲେ ଯେ, ସିଧା ସିଧା ଶଙ୍ଖ ଚିତ୍ପଟାଙ୍ଗ ହୋଇ ପଡ଼ିଲା...ଆଉ ତା’ ପରେ ଦେଖୁନାହାନ୍ତି କେମିତି ନାଚୁଛନ୍ତି ଭାଲୁ ଭାଇ
ପ୍ରବଳ ଖରାରେ ଝାଇଁ ଝାଇଁ ହେଇ ଯାଉଛି ଦେହମୁଣ୍ଡ। ଏବେ ଖାଲି ପଖାଳ, ସର୍ବତ...ତରଭୁଜ ଖାଇବାକୁ ମନ ଡାକୁଛି। ହେଲେ ଏଇ ପାନପତ୍ର ସର୍ବତ ଆପଣ କେବେ ପିଇଛନ୍ତି କି? ଯଦି ନା ତେବେ ଏବେ ହିଁ ଘରେ ପ୍ରସ୍ତୁତ କରନ୍ତୁ ପାନପତ୍ର ସର୍ବତ। ସୁଆଦିଆ ଯେମିତି ଦେହ...
ଥମିବାରେ ନା ନେଉନି ମହାଯୁଦ୍ଧ: ପୁଟିନ୍ ପରମାଣୁ ବୋମା ପକାଇବା ନେଇ ଜୋର ଧରିଲା ଚର୍ଚ୍ଚା, ଜାଣନ୍ତ କଣ ରହିଛି ପୂରା ଘଟଣା
ନିଜ ବାହାଘରକୁ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଚାହାଁନ୍ତି। ହେଲେ ଅନେକ ସମୟରେ ସିକ୍ରେଟ୍ ବାହା ହୁଅନ୍ତି ସେଲିବ୍ରେଟି...ତ ପୁଣି କେତେବେଳେ ବେଶ୍ ଆଡମ୍ବରର ସହ ହୁଏ ଏମାନଙ୍କ ବାହାଘର...ତେବେ ଦେଖନ୍ତୁ ଦିନିଆର କିଛି ଚର୍ଚ୍ଚିତ ବାହାଘର
ବାବୁ...ମୁଁ ଟିକିଏ ଭଲ ରାନ୍ଧେ। ମୋ ରୋଷେଇ ବାସ୍ନା ପାଇ ସାହି ପଡ଼ିଶା ଲୋକ ସବୁ ପଳାଇ ଆସନ୍ତି...ମୁଁ କଣ ମନା କରିବି? ହେଇଟି...ମାଆ-ବାବୁଙ୍କ ସେବା କରିବା ପରେ ବି ମୁଁ ଏମିତି ରୋଷେଇ କରୁଛି ଖାଲି ତ ଆପଣ ହାତ ଚାଟିଚାଟି ଖାଇବେ
ଇକୋନମିକ୍ସରେ ସ୍ନାତକ କରିଛନ୍ତି। ୨ ବର୍ଷ ଧରି ଚାକିରି ଖୋଜି ଖୋଜି ନୟାନ୍ତ ହେବା ପରେ ଏବେ ପାଟନା ଷ୍ଟେସନ ପାଖରେ କରିଛନ୍ତି ଚା’ ଦୋକାନ। ଟେଷ୍ଟ ଏମିତି ଅଏଛି ଯେ, ପିଇବାକୁ ଲୋକଙ୍କର ଲାଗୁଛି ଖଚାଖଚ ଭିଡ଼। ଚାକିରି କରିବା ପାଇଁ ଏବେ ବି କରୁଛନ୍ତି ଚେଷ୍ଟା...
ବିଶାଳ ସିନେମା, ବିଶାଳ ବିଜନେସ୍। ସାରା ଦେଶରୁ ମିଳୁଛି ଅକୁଣ୍ଠ ଭଲପାଇବା.... ଇଏ ସିନେମା ନୁହେଁ ତ ଗୋଟିଏ ପ୍ରକାର ଇମୋସନ୍...ବାହୁବଳୀକୁ ବି ପଛରେ ପକାଇ ବ୍ଲକ୍ ଅଫିସ୍ରେ ରାଜ୍ କରୁଛି KGF-2
ହଇରେ ନାରଣ ନବୀନ ବାବୁ ୫ ଟଙ୍କାରେ ଆମକୁ ଭାତ, ଡାଲମା ଦେଉଛନ୍ତି। ତୁମେ ଆମକୁ ଏ ଦନାରେ ରାମ ଖେଚୁଡ଼ି ଦେଲେ ପେଟ ପୂରିବ ତ? ନାଇଁରେ ଇଏ ତ ତଣ୍ଟିରେ ଲାଗିବ। ହେଲେ ଡିମାଣ୍ଡ କିନ୍ତୁ ବହୁତ ଅଧିକ ରହିଛି ଏ ଖେଚୁଡ଼ିର...ଏଇଟା କଣ ଦିଲ୍ଲୀ...
ବଂଶଧାରା ଜଳବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଟ୍ରିବୁ୍ୟନାଲର ରାୟକୁ ବିରୋଧ କରି ଓଡିଶା ପକ୍ଷରୁ ଦାଖଲ ହୋଇଛି ତିନିଟି ସ୍ପେଶାଲ ଲିଭ୍ ପିଟିସନ୍ । ସୁପ୍ରିମକୋଟଙ୍କ ତିନିଜଣିଆ ଖଣ୍ଡପୀଠଦ୍ୱାରା ହେବ ଶୁଣାଣି ...
ଇଏ ଏମିତି ଏକ ଇ-ବାଇସାଇକେଲ୍ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍। ଚୁଟ୍କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍। ଜାଣନ୍ତୁ ଏହାର ଦାମ୍ କେତେ?
ବଞ୍ଚିଛି ମାନବିକତା, ହଜିନି ମଣିଷ ପଣିଆ। ରାସ୍ତାରୁ ପନିପର୍ସ, ସୁନା, ଟଙ୍କା ଓ ମୋବାଇଲ ଫୋନ୍ ପାଇଲେ। ଲୋଭ ୟାଙ୍କୁ କରିପାରିଲାନି ବଶବର୍ତ୍ତୀ...ପୋଲିସର ସହାୟତା ନେଇ ହଜିଥିବା ଲୋକଙ୍କୁ ଖୋଜିଲେ, ସବୁ ସମ୍ପତ୍ତି ଫେରାଇ ଦେଲେ, ରାଜୁ ଭାଇଙ୍କ ମହାନ କାମକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା
ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍ର ପେଜ୍ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି...ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ...
ସରିବାକୁ ବସିଛି କଇଁଛମାନଙ୍କ ଅଣ୍ଡାଦାନ ପ୍ରକିୟା । ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତ ବର୍ଷ ଅଣ୍ଡାଦାନ ପ୍ରକିୟା ବିଳମ୍ବ ହୋଇଥିବା ସତ୍ତ୍ୱେ ମାର୍ଚ୍ଚ ୨୫ରୁ ଏବେ ଯାଏ ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ରେର୍କଡ କରିଥିବା ବନ ବିଭାଗ କହୁଛି...
କିଡ଼ନୀରେ ଷ୍ଟୋନ ହେଲେ କରିବେ କ’ଣ? ଅଲଟ୍ରାସାଉଣ୍ଡରୁ ଜଣା ପଡ଼ିବ ପୂରା ତଥ୍ୟ କେମିତି ଜାଣିବେ ଆପଣଙ୍କ କିଡ଼ନୀରେ ହୋଇଛି ଷ୍ଟୋନ ? ଯଦି ପରିଶ୍ରାରେ ରକ୍ତ ପଡ଼େ ତେବେ....
ହନୁମାନ ତୁମେ ଆଉ ମୋ କଥା ଶୁଣୁନ। ତୁମକୁ ମୁଁ କହିଲି ବିଶଲ୍ୟକରଣୀ ଆଣିବାକୁ ହେଲେ ତୁମେ ପୂରା ଗନ୍ଧମାର୍ଦ୍ଧନ ଉଠାଇ ଆଣିଲ କାହିଁକି? ଦ୍ୱାପର ଯାଇ କଳିଯୁଗ ହେଲାଣି ମୁଁ ବିଶଲ୍ୟକୁ ଚିହ୍ନିବି କେମିତି?