• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

cbse exam
ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା

ସିବିଏସ୍ଇ ଓ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା । ପରୀକ୍ଷା ସାଢେ ୧୦ରୁ ଆରମ୍ଭ ହୋଇଥିବା ବେଳେ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର୍ଥୀ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ ।

Looting from gold traders by showing guns
ଲୁଟେରାଙ୍କ ଟାର୍ଗେଟରେ ସୁନା ବ୍ୟବସାୟୀ, ୨ ମାସରେ ତିନି ସୁନା ବ୍ୟବସାୟୀଙ୍କୁ ଟାର୍ଗେଟ୍

ଲୁଟେରାଙ୍କ ଗନ୍ ପଏଣ୍ଟରେ ଗହଣା ବ୍ୟବସାୟୀ । ସହରର ଭିତରେ ହେଉ ଅବା ଉପକଣ୍ଠ, ତିନି ତିନି ଜଣ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ ହେଲା , ମାତ୍ର ଲୁଟେରାଙ୍କ ଟେର ପାଉନି ପୋଲିସ । ଏହା ପଛର କାରଣ କଣ ? ଅପରାଧୀଙ୍କ ଗୁପ୍ତତଥ୍ୟ ରଖିବାରେ ଫେଲ...

srimandira
ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି, ଦିନ ୪ଟାରୁ ରାତି ୮ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିବାରୁ ମହାସ୍ନାନ କରାଯାଇଛି । ତେବେ ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି ହେବ । ଏନେଇ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ...

Daily Horoscope
Daily Horoscope 27 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୭ ତାରିଖ, ବୁଧବାର, ମେଷ ୧୪ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର,କୁମ୍ଭ ରାଶିରେ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ..

Sarbe Bhabantu Sukhinaha
ବିବାହର ଲକ୍ଷ ନଥିଲା ଶରୀରର ସମ୍ଭୋଗ, ସଂସାରକୁ ରାମକୃଷ୍ଣଙ୍କ ପରି ସନ୍ତାନଟିଏ ଦେବା....

ବିବାହର କେବେ ଲକ୍ଷ ନଥିଲା ଶରୀରର ସମ୍ଭୋଗ। ବାହାଘରର ଲକ୍ଷ ଥିଲା ସମାଜକୁ ରାମକୃଷ୍ଣ ପରି ସନ୍ତାନଟିଏ ଦେବା

prerana
ଦିନେ ପଡ଼ିଆରେ ଖେଳୁଥିଲେ, ଏବେ ଘରକୁ ଘର ବୁଲି ପେପର ଦେଉଛନ୍ତି...ପରିବାର ଚଳାଉଛନ୍ତି

ଖେଳ ପଡ଼ିଆରୁ ଖବର କାଗଜ ବିତରଣ। ଅନେକ ଆଶା ଆଉ ସ୍ୱପ୍ନ ନେଇ ସକାଳୁ ସକାଳୁ ଗଳିକୁ ଗଳି ବୁଲି ଇଏ ବିତରଣ କରନ୍ତୁ ସମ୍ବାଦପତ୍ର। ଦାରିଦ୍ର ସତ୍ୱେ ହାର ମାନିନାହାନ୍ତି ବରଂ ନିଜେ ପରିଶ୍ରମ କରି ପରିବାର ଚଳାଇବାରୁ ଭାର ନିଜ କାନ୍ଧକୁ ନେଇଛନ୍ତି ଶୋଭାରାଣୀ ଦାସ।

THE GREAT ODISHA POLITICAL CIRCUS
ଆଜି ଟଙ୍କିକିଆ ଚାଉଳ ବାରି, ଥରେ ନେଇ ଆସିଲେ ମାସେ ପର୍ଯ୍ୟନ୍ତ ଆଉ ଟେନସନ୍‌ ନାହିଁ

ଟଙ୍କିକିଆ ଚାଉଳ ଆଣିବାକୁ ମନାକରିବାର ଅର୍ଥ ଡାଇରେକ୍ଟ ମାଆ ଲକ୍ଷ୍ମୀଙ୍କୁ ଇନସଲ୍ଟ। ନବୀନ ବାବୁ ମାତ୍ର ୧ ଟଙ୍କାରେ ଲକ୍ଷ୍ମୀ ଦେଉଛନ୍ତି ତୁମେ ମନା କରୁଛ...ଆରେ କିଲୋ ଚାଉଳକୁ ୧ ଟଙ୍କା, ଲେମ୍ବୁ ଗୋଟାକୁ ୧୦ ଟଙ୍କା…ଖାଇବୁ କ’ଣ?

Taste Of Odisha
ଭାରି ସୁଆଦିଆ କଲରାପତର ମକା ପିଠଉ, ପତ୍ରରେ ମକା ମସଲା ଗୋଳାଇ ଦେଲେ...ବାସ୍‌

ଭାରି ସୁଆଦିଆ କଲରାପତର ମକା ପିଠଉ। ଟିକିଏ ମସଲାରେ ଗୋଳାଇ ପ୍ୟାନରେ ପକାଇ ସେକି ଦେଲେ କେବଳ ହାତ ଚାଟୁଥିବେ

Tarang's Upcoming Movie
ମୁଁ ଆମ୍ବକଷିଆ ଅଦା ହେଲେ ପଖାଳ ତୁ, ମୁଁ ତୋଫା ମଲ୍ଲିଫୁଲ ସକାଳ ତୁ....

ମୁଁ ଆମ୍ବକଷିଆ ଅଦା ହେଲେ ପଖାଳ ତୁ, ମୁଁ ତୋଫା ମଲ୍ଲିଫୁଲ ସକାଳ ତୁ। ଦୋକାନଠୁ ବଜାର, ଗାଁଠୁ ହାଟ...ତରଙ୍ଗର ଏହି ଗୀତ ଏବେ ମଚାଉଛି ଧୁମ୍‌। ଆପଣ ବି ଥରେ ଶୁଣିନିଅନ୍ତୁ ଏହି ଗୀତ, ଆଉ କମେଂଟ୍‌ ଦିଅନ୍ତୁ କେମିତି ଲାଗିଲା ଏହି ଗୀତ

Rs 5000 To Be Fined For Wasting Water
ସାବଧାନ !! ଏଣିକି ଟିକିଏ ପାଣି ନଷ୍ଟ କଲେ ବି ଦେବାକୁ ପଡ଼ିବ ୫ ହଜାର ଟଙ୍କା

ସାବଧାନ !! ଏଣିକି ଟିକିଏ ପାଣି ନଷ୍ଟ କଲେ ବି ଦେବାକୁ ପଡ଼ିବ ୫ ହଜାର ଟଙ୍କା। ଯଦି ବାରମ୍ବାର ପାଣିର ଅପବ୍ୟବହାର କରନ୍ତି ତେବେ...

Solar Cycle
ସୌମ୍ୟଙ୍କ ସୋଲାର୍ ସାଇକେଲ୍... ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଛି

ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ

Youth Ends Life After Lover Ditches & Marries Elsewhere up
ମୋ ମୃତଦେହ ତୋ ବିବାହ ଉପହାର ’ : ହୃଦୟ କାନ୍ଥରେ ଅକୁହା ପ୍ରେମକୁ ଜାବୁଡ଼ି ଜୀବନ ହାରିଲେ ଯୁବକ...

ଯାହାକୁ ଜୀବନଠୁ ଅଧିକ ଭଲପାଉଥିଲେ ସେ ଆଉ ଜଣଙ୍କ ସହ ବିବାହ କଲା। ଏ କଥାକୁ ସହଜରେ ଗ୍ରହଣ କରିପାରିଲେନି ପ୍ରେମିକ। ଆତ୍ମହତ୍ୟା ପୂର୍ବରୁ କାନ୍ଥରେ ଲେଖିଲେ ନିଜ ମନର କଥା। କହିଲେ, ତୁ ଆଉ କାହା ସହ ଜୀବନ ବିତାଇବୁ ମୁଁ ଦେଖିପାରିବିନି। ତୁ ଯା ଶାଶୂଘର,...

Russia Warns US Against Sending More Arms To Ukraine
ଆମେରିକାକୁ ଧମକାଇଲା ଋଷିଆ...କହିଲା, ୟୁକ୍ରେନକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା

ମହାଯୁଦ୍ଧ ବେଳେ ଆମେରିକାକୁ ନାଲିଆଖି ଦେଖାଇଲା ଋଷିଆ। କହିଲା, ୟୁକ୍ରେନକୁ ସାହାଯ୍ୟ କରିବା ଆମେରିକାକୁ ପଡ଼ିବ ମହଙ୍ଗା। ଯଦି ଚେତାବନୀ ପରେ ବି ସାହାଯ୍ୟ ଜାରି ରୁହେ ତେବେ...

News Fuse
ରଙ୍ଗ ଦେଖାଉଛି ଲେମ୍ବୁ, ମୋବାଇଲ କିଣିଲେ ଫ୍ରୀ ମିଳିବ ଲେମ୍ବୁ

ଲେମ୍ବୁର ଭାଉ କିଛି କମ୍‌ ନୁହେଁ। ଦର ଏତେ ଅଧିକ ହେଲାଣି ଯେ, ଏବେ ମୋବାଇଲ ଦୋକାନରେ ୧୦ ହଜାରିଆ ମୋବାଇଲ କିଣିଲେ ମିଳିବ ଫ୍ରୀ ଲେମ୍ବୁ। ଆଉ ଯଦି...

ASHARA ALOK
ପୁଣି ଏକାଠି ହେଲେ ଆସମାତୁନ୍-ହାଇଦର, ମିଠା ଖାଇଲେ ଖୁଆଇଲେ

ଆର୍ଥିକ ଅନାଟନ ଭାଙ୍ଗି ଦେଇଥିଲା ଘର ସଂସାର। ‘ଆଶାର ଆଲୋକ’ ମିଶେଇ ଦେଲା ଦୁଇ ମନକୁ। ସଂସାର କରି ପୁଣି ଏକାଠି ରହିବାକୁ ନେଲେ ନିଷ୍ପତ୍ତି। ମିଠା ଖାଇ ଆଗକୁ ବଢିବାର ନେଲେ ସଂକଳ୍ପ...

Plane Crashes Into Ocean
ଗାଧୋଉଥିଲେ ପର୍ଯ୍ୟଟକ, ହଠାତ୍ ଆକାଶରୁ ଖସିଲା ବିମାନ...

ସବୁ ଦିନ ଭଳି ସେଦିନ ଚଳଚଞ୍ଚଳ ଥିଲା ସମୁଦ୍ର କୂଳ। ଗାଧୋଉଥିଲେ ପର୍ଯ୍ୟଟକ। ହଠାତ୍ ଆକାଶରୁ ଖସି ପଡିଲା ଗୋଟିଏ ବିମାନ। ଏହା ପରେ କ’ଣ ହେଲା ଦେଖନ୍ତୁ...

THE GREAT ODISHA POLITICAL CIRCUS
ଏପଟେ ଦଉଛନ୍ତି, ସେପଟେ ନଉଛନ୍ତି... ମାଗଣା ଜିନିଷ ଦରକାର ନାହିଁ

ଏପଟେ ସରକାର ଦଉଛନ୍ତି। ସେପଟେ ସବୁକିଛି ନେଇ ଯାଉଛନ୍ତି। ମାତ୍ର ୧ ଟଙ୍କାରେ ଚାଉଳ ଦେଇ ୧୦ ଟଙ୍କାରେ ଲେମ୍ୱୁ ଗୋଟିଏ ନେବାକୁ ବାଧ୍ୟ କରୁଛନ୍ତି...

Entrance Of Bride At Wedding
ବିବାହ ମଣ୍ଡପକୁ ବେଲୁନରେ ଉଡ଼ି ଉଡ଼ି ଆସିଲା କନିଆ...

ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଦେଖନ୍ତୁ ଏ ଭିଡିଓ... କେମିତି ବେଲୁନରେ ଉଡି ଉଡି ଆସିଲା କନିଆ...

Taste Of Odisha
ପଣସ କଠା ମସଲା ଖାଇଥିବେ, ଆଜି ଖାଆନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି

ପଣସ କଠା ଏବେ ଯାହାକୁ ଯେତେ ମିଳୁଛି। ଘରେ ଘରେ ବିଭିନ୍ନ ରେସିପି ହେଉଛି। ହେଲେ ଆଜି ଘରକୁ କିଛି ଚିଙ୍ଗୁଡ଼ି ଆଣି ତିଆରି କରନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି...

Symptoms Of New Covid Variant
କରୋନାର ୪ର୍ଥ ଲହର ମାଡ଼ି ଆସୁଛି; ପିଲାଙ୍କ ଶରୀରରେ ଦେଖା ଦେଉଛି ଏସବୁ ଲକ୍ଷଣ !

ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।