ହଳଦୀ ଗୁରୁଗୁରୁ ଦିଶୁଥିବା ଏଇ ମାଳା ସବୁକୁ ଦେଖି ଆପଣ କଣ ଭାବୁଛନ୍ତି? ଦାଣ୍ଡ ଦୁଆରେ ପତାକା ବନ୍ଧା ହୋଇଛି ବୋଲି ଭାବୁଛନ୍ତି କି? ଇଏ ହେଉଛି ନିୟମଗିରି ଅଧିବାସୀଙ୍କର ଏକ ପ୍ରମୁଖ ଖାଦ୍ୟ। ଏ ଆଇଟମ୍ ବାହାର ରାଜ୍ୟକୁ ରପ୍ତାନୀ ମଧ୍ୟ ହୁଏ।
Published: Pallipuspa Samal
Last updated: 06 August 2022, 01:40 PM IST
ପୁତିଗନ୍ଧମୟ ପରିବେଶରେ ଜୟପୁର ସହର । ପୌରପ୍ରଶାସନର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କେବଳ ଧର୍ମକୁ ଆଖି ଠାର ଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସହରକୁ ସଫା ରଖିବା ଲାଗି କୋଟି କୋଟି ଟଙ୍କା ପ୍ରଶାସନର ପକ୍ଷରୁ ଖର୍ଚ୍ଚ କରାଯାଉଥିବାବେଳେ କେଉଁଠି ହେଉଛି ସଫେଇ,ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।