manish das
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଛାନ୍ଭିନ୍ ଜାରି ରଖିଛି। ଏହି ମାମଲାରେ ସମ୍ପୃକ୍ତି ଥିବାନେଇ ସନ୍ଦେହ କରି ଗତକାଲି ପୋଲିସ୍ କନ୍ଧମାଳରୁ ଜଣେ ଯୁବକଙ୍କୁ ଉଠାଇ ପଚରାଉଚରା ଜାରି ରଖିଥିବା ବେଳେ ଆଉ ୨ ଜଣ ଆତ୍ମସର୍ମପଣ କରିଛନ୍ତି। ଏହି ୩ ଜଣ କନ୍ଧମାଳର ବୋଲି ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)