ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣିଙ୍କ ପୀଠରେ ଚାଲିଛି ଆଳତି । ଘରେ ଥାଇ ମା’ଙ୍କ ଦର୍ଶନ କରନ୍ତୁ..
ମନୋରମ ପରିବେଶରେ ସଜେଇ ହେଉଛି ଦାରିଙ୍ଗବାଡ଼ି। ସକାଳୁ ସକାଳୁ କୁହୁଡ଼ି ବଳୟରେ ଢାଙ୍କି ହୋଇ ଯାଉଛି। ଯାହାର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ...
ବିଜୟା ଦଶମୀର ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି। ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ହେବ ଅନୁଷ୍ଠିତ, ଦିଲ୍ଲୀରେ ସନ୍ଧ୍ୟା ୬ରେ ହେବ ରାବଣ ପୋଡ଼ି
ଲାଲ୍ବାହିନୀକୁ ଶକ୍ତ ଧକ୍କା। ମାଓନେତା ଆର୍.କେ ମୃତ ହୋଇଥିବା ନେଇ ଚାଲିଛି ଚର୍ଚ୍ଚା…
ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଆଣି ଦଳି ମାରିଦେଲା ହାତୀ।
ଛତିଶଗଡ଼ ପୋଲିସ୍ ଅଧୀନରେ ଟ୍ରେନିଂ ନେଉଛନ୍ତି ଶତାଧିକ ଆଦିବାସୀ ଯୁବକ ଯୁବତୀ। ସେମାନଙ୍କୁ ନକ୍ସଲଙ୍କୁ ନିପାତ କରିବା କାମରେ ଲଗାଯିବ।
ଏନ୍କାଉଣ୍ଟରେ ସହିଦ୍ ହେଲେ ୨ ଯବାନ୍ । ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସବ ଡିଭିଜନର ନାର ଖାସ ଜଙ୍ଗଲରେ ଚାଲିଥିବା ଏକ ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ୨ଜଣ ଯବାନ ସହିଦ୍ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଆଜି ବନ୍ଦ ରହିବ ଶ୍ରୀମନ୍ଦିର। କାଲି ବି ଦିନ ୧୨ଟା ପରେ ବନ୍ଦ ରହିବ ଜଗା ଦର୍ଶନ, ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ SOP
ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ମାଆଙ୍କ ଦଶହରା ବା ବିଜୟା ଦଶମୀ ପର୍ବ ସେପଟେ ଆଜି ମାଆ କାକୁଡ଼ିଖାଇଙ୍କର ଚାଲିଛି ସ୍ୱତନ୍ତ୍ର ପୂଜା
ଲଘୁଚାର କ୍ଷେତ୍ର ପ୍ରଭାବରେ ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହୋଇପାରେ ମଧ୍ୟମ ଧରଣର ବର୍ଷା। ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଅକ୍ଟୋବର ୧୮ରେ ପ୍ରକାଶ ପାଇବ ସିବିଏସ୍ଇ ଦଶମ ଓ ଦ୍ୱାଦଶର ଟର୍ମ ୱାନ୍ ବୋଡ଼ ପରୀକ୍ଷାର ସୂଚୀ।
ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍ ଖାନ୍, ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି । ସେ ଆହୁରି ୬ ଦିନ ପର୍ଯ୍ୟନ୍ତ ରହିବେ ଜେଲ୍ରେ ।
ଲମତାପୁଟରେ ବର୍ଷର ପ୍ରଥମ ଘନ କୁହୁଡି ଦେଖିବାକୁ ମିଳୁଛି l ଦୁଇ ଦିନ ହେବ କୁହୁଡି ଦେଖାଯାଉଥିଲେ ମଧ୍ୟ ଥଣ୍ଡା ଅନୁଭବ ହେଉନାହିଁ l ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବେଶ ଉତ୍ସାହିତ..
ଜଣା ନଥିଲା ଏମିତି ସ୍ଥିତି ଉପୁଜିବ। ଚା ପିଇବା ତ ଦୂରର କଥା, ଦେଖିଲେ ଡରୁଛନ୍ତି ପାକିସ୍ତାନୀ। କାରଣ ଏଠି କପେ ଚା ଏତେ ଟଙ୍କା ଯେ, ଚା କିଣି ପିଇବାକୁ ଡରୁଛନ୍ତି ସାଧାରଣ ଲୋକେ...
ଘର ପାଖରେ ଏବେ ଆଉ ମିଳିବ ନାହିଁ ରାସନ। ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଖାରଜ। ଜାଣନ୍ତୁ କଣ ଥିଲା ପୂରା ଘଟଣା...
ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁମ୍ଭାର ଗାଁର ଯୁବଚାଷୀ ଜଟାଧାରୀ ପ୍ରଧାନ ଏବେ ଚର୍ଚ୍ଚାରେ। କାରଣ ସେ ତାଙ୍କ ବାଡ଼ିରେ ଫଳାଇଛନ୍ତି ଏକ ବିଦେଶୀ ଫଳ। ଯାହାକୁ କୁହାଯାଏ ଡ୍ରାଗନ୍।
୨୦୨୧ ମସିହା, ଅୋକ୍ଟୋବର ମାସ ୧୫ ତାରିଖ, ଶୁକ୍ରବାର, କନ୍ୟା ୨୯ଦିନ, ଆଶ୍ୱିନ ମାସ, ଶୁକ୍ଳପକ୍ଷ, ଦଶମୀତିଥି,ଶ୍ରବଣା ନକ୍ଷତ୍ର, ମକରଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ଦେଶର ୧୧ ତମ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ଜନ୍ମ ଜୟନ୍ତୀ । ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ଡକ୍ଟର କଲାମଙ୍କ ମନେପକାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ଭାରତୀୟ ଯବାନଙ୍କ ସହ ଦଶହରା ପାଳନ କରିବେ ।
ଆଜି ପୁଣି ବଢିଲା ତୈଳ ଦର । ଗତ ମଙ୍ଗଳବାର-ବୁଧବାର ଦିନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ଗତକାଲି ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧି ପାଇବା ପରେ ଆଜି ମଧ୍ୟ ତେଲ ଦର ବୃଦ୍ଧି ପାଇଛି ।