ଓଡ଼ିଆ ଧାନ ଗବେଷକଙ୍କ କମାଲ। ଗୋଟିଏ ଧାନରୁ ବାହାର କରୁଛନ୍ତି ୨ଟି ଚାଉଳ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଥିବା ଏକ ଘରୋଇ ଧାନ ବିହନ ବ୍ୟାଙ୍କରେ ସଂଗ୍ରହ କରି ରଖାଯାଇଚି ୧୦୫୫ ପ୍ରକାରର ବିରଳ ଧାନବିହନ। ଏଭଳି ଗବେଷକଙ୍କୁ ସରକାର ପୁରସ୍କୃତ କରିବା କଥା। ଦେଖନ୍ତୁ କେମିତି ଗୋଟିଏ ଧାନରୁ ଦୁଇଟି ଚାଉଳ ବାହାରୁଛି।
Published: Otv Khabar Bureau
Last updated: 13 October 2021, 09:27 AM IST
ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି ।