ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..
ଦିନେ ସେ ରାସ୍ତା କଡରେ ଚିତ୍ର ଆଙ୍କୁଥିଲେ । ହେଲେ ଏବେ ସେ ନିଜ ପାରିଶ୍ରମିକ ବଳରେ ଜଣେ ପ୍ରଶିଦ୍ଧ ଚିତ୍ରଶିଳ୍ପୀ ପାଲଟିଛନ୍ତି । ଅଭାବର ବାଟ ଚିହ୍ନି ଶିଖର ଛୁଇଁବାରେ ସଫଳ ହୋଇଛନ୍ତି ପ୍ରଭାତ ଜେନା ।
ଗାଈଟିଏ ବେଶୀ ଦିନର ହୋଇଗଲେ ଆମେ ତାକୁ ଅନ୍ୟ ହାତରେ ଟେକି ଦେଇଥାଉ। ଯେଉଁ ଗାଈର କ୍ଷୀର ଖାଇ ଆମେ ଶକ୍ତିଶାଳୀ ହୋଇଛୁ, ତାକୁ ମରଣ ମୁହଁକୁ ଠେଲି ଦେଲେ ଶାନ୍ତି ମିଳିନଥାଏ।
ଆଜି ୨୦୨୧ ମସିହା, ଅୋକ୍ଟୋବର ମାସ, ୧୬ତାରିଖ, ଶନିବାର, କନ୍ୟା ୩୦ଦିନ, ଅଶ୍ୱିନ ମାସ, ଶୁକ୍ଳପକ୍ଷ, ଏକାଦଶୀତିଥି , ଧନିଷ୍ଠା ନକ୍ଷତ୍ର, କୁମ୍ଭଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଫର୍ନିଚର ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ମୁମ୍ମାଇର ଠାନେ ସହରରେ ଥିବା ଏକ ଫର୍ନିଚର୍ ଗୋଦାମ୍ରେ ନିଆଁ ଲାଗିବା ଫଳରେ ନିଆର ପ୍ରକୋପରେ ପ୍ରାୟ ୫୦ରୁ ଅଧିକ ଗୋଦାମ ପ୍ରଭାବିତ ହୋଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ଏବର୍ଷ ଦଶହରା ପର୍ବକୁ ଭର୍ଚୁଆଲ ପରିବର୍ତ୍ତେ ଲାଇଭର ଆୟୋଜନ କରାଯାଇଥିଲା । ଦଶହରାର ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧବ ଠାକରେ ।...
ଆଫଗାନିସ୍ତାନରେ ଘଟିଲା ଭୟାବହ କାଣ୍ତ । କାନ୍ଦାହାରର ଇମାମ ବରଗାହ୍ ମସଜିଦରେ ଆତଙ୍କୀ ହମଲା । ଇମାମ ବରଗାହ୍ ମସଜିଦରେ ବୋମା ବିସ୍ଫୋରଣ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାର ଆଫଗାନିସ୍ତାନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।
ବେଗୁନିଆରେ ଘଟିଲା ଗୁଳିକାଣ୍ଡ। ଗୁଳିମାଡ଼ରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଛାତି ତଳେ ଏକ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦିଆଯାଇଛି। ତେବେ ଗୁଳି ମାଡ଼ର...
ସମନ୍ ସତ୍ତ୍ୱେ ହାଜର ହେଲେନି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ମନି ଲଣ୍ଡରିଂ ମାମଲାରେ ଆଜି ଇଡି(ED)ରେ ହାଜର ହେବା ନେଇ ସମନ୍ ହୋଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇନାହାଁନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ତାଙ୍କ ଆଇନଜୀବୀ ଇଡି...
ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି କମ୍ପାନିଗୁଡ଼ିକର ଲୋକାର୍ପଣ କରିଛନ୍ତି।
ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଗାଁରେ ଗୋଷ୍ଠୀ ସଂଘର୍ଷ;ଛେଳି ମୃତ୍ୟୁରୁ ହୋଇଛି ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଜଣେ ଗୁରୁତର। ଛେଳିକୁ ବାଇକ୍ ଧକ୍କା ଦେବାରୁ ବଚସା ହୋଇଥିଲା, ଏହାପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।
ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜ । ମନି ଲଣ୍ତରିଂ ମାମଲାରେ ଆଜି ତାଙ୍କର ED ରେ ଶୁଣାଣି ଥିଲା । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କ ନାମରେ ଅଭିଯୋଗ ରହିଥିଲା । ଗତକାଲି ଏହି ମାମଲାରେ ନୋରା ଫତେଙ୍କୁ ମଧ୍ୟ ୪ ଘଣ୍ଟା...
ପୁଅ ସହ କଥା ହେଲେ ବଲିଉଡର ବାଦ୍ଶାହ। ଭିଡିଓ କଲ୍ ମାଧ୍ୟମରେ ଜେଲ ଭିତରୁ ଆର୍ଯ୍ୟନ୍ଙ୍କ ସହ କଥା ହେଲେ ଶାହାରୁଖ ଖାନ୍ ଓ ଗୌରୀ। ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନ୍ ଏବେ ମୁମ୍ବାଇ ଆର୍ଥର ରୋଡ ଜେଲ୍ରେ ଅଛନ୍ତି।
ସମ୍ବଲପୁରରେ ଚାଲିଛି ଜମି ମାଫିଆଙ୍କ ରାଜ୍ । ସମ୍ବଲପୁରରେ ଥିବା ପ୍ରାକୃତିକ ନାଳ ପୋତାଯାଇ ଚଳାଇଛନ୍ତି ବେଆଇନ ନିର୍ମାଣ ଏବଂ ପ୍ଲଟିଂ କାମ । ପ୍ରଶାସନର ନାକ ତଳେ ଏ ସବୁ ଚାଲିଥିଲେ ମଧ୍ୟ ଚୁପ୍ ବସିଛନ୍ତି ସରକାରୀ ବାବୁ ।
ରାଉରକେଲା ସେକ୍ଟର-୫ ଦୀପିକା ସ୍କୁଲ ନିକଟ ରାସ୍ତା କଡ଼ରେ ଏକ ଅଜଣା ଲୋକର ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମାଲକାନଗିରି ତୁଳସୀ ପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ; ମାଓ ଶିବିର ଚାଲିଥିବା ସୂଚନା ପାଇ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି। ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଛି
ଆଜି ପବିତ୍ର ବିଜୟା ଦଶମୀ ଅବସରରେ ପଶ୍ଚିମବଙ୍ଗ ବୀରଭୂମରେ ମହିଳାମାନେ ଧୂମଧାମରେ ଉତ୍ସବ ପାଳନ କରିଛନ୍ତି.. ପରମ୍ପରା ଅନୁଯାୟୀ ମହିଳାମାନଙ୍କ ସିନ୍ଦୁର ଖେଳ ଦେଖନ୍ତୁ.
ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ବିଶ୍ୱ ଭୋକିଲା ତାଲିକା-GHI ରେ ୧୦୧ ସ୍ଥାନରେ ରହିଛି ଭାରତ…