Advertisment

୧୮ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ିବ ବିମାନ

ଏବେ ବିମାନରେ ସବୁ ସିଟ୍ ଫୁଲ୍ ହବ। ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବ। ଦେଶ ମଧ୍ୟରେ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି Iକୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବ ।

author-image
Otv Khabar Bureau

ଏବେ ବିମାନରେ ସବୁ ସିଟ୍ ଫୁଲ୍ ହବ। ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବ। ଦେଶ ମଧ୍ୟରେ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି Iକୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବ।

Advertisment
Airlines Domestic Flights Restrictio
Advertisment
Advertisment