ଭାରତକୁ ମିଳିବ ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢ଼ୁଆ ଯୁଦ୍ଧ ବିମାନ F-35। ହ୍ୱାଇଟ୍ ହାଉସରେ ମୋଦି-ଟ୍ରମ୍ପ ଭେଟ୍ଘାଟରୁ ମିଳିଛି ଏଇ ବଡ଼ ଗ୍ରୀନ୍ ସିଗ୍ନାଲ। ସେହିପରି 26-11 ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବ୍ବୁର ରାଣାର ପ୍ରତ୍ୟର୍ପଣରେ ମୋହର ସହ ଦ୍ୱିପାକ୍ଷିକ ବାଣିଜ୍ୟକୁ ଆସନ୍ତା 2030 ସୁଦ୍ଧା 5 ଶହ ବିଲଅନ ଡଲାରରେ ପହଞ୍ଚାଇବାକୁ ମଧ୍ୟ ହୋଇଛି ମେଗା ଡିଲ୍। ଦୁଇଦିନିଆ ଆମେରିକା ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତ ଫେରୁଛନ୍ତି।
Published By: Manoranjan Sial
Last updated: 14 February 2025, 08:53 PM IST
ତେବେ ପ୍ରଫୁଲ୍ଲ ଘଡାଇଙ୍କ ଭଳି ଜଣେ ଭେଟେରାନ୍ ନେତାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ପ୍ରଶ୍ନ- ସତରେ କଣ ବିଜେଡ଼ିରେ ଚାଲିଥିଲା ଚକ୍ରାନ୍ତ ଥିଓରୀ ? ଯଦି ଘଡାଇ ପରିବାର ଷଡଯନ୍ତ୍ରର ଶିକାର ହୋଇଛି, ତାହାଲେ ଏତେ ଦିନ ଯାଏଁ ଚୁପ୍ ବସିଥିଲେ କାହିଁକି ?