Advertisment

ଘଡାଇ ଖୋଲିଲେ କୋରେଇ ଗୁମର, ପରୋକ୍ଷରେ ବିଜେଡିକୁ କଲେ ନିଶାନା

ତେବେ ପ୍ରଫୁଲ୍ଲ ଘଡାଇଙ୍କ ଭଳି ଜଣେ ଭେଟେରାନ୍ ନେତାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ପ୍ରଶ୍ନ- ସତରେ କଣ ବିଜେଡ଼ିରେ ଚାଲିଥିଲା ଚକ୍ରାନ୍ତ ଥିଓରୀ ? ଯଦି ଘଡାଇ ପରିବାର ଷଡଯନ୍ତ୍ରର ଶିକାର ହୋଇଛି, ତାହାଲେ ଏତେ ଦିନ ଯାଏଁ ଚୁପ୍ ବସିଥିଲେ କାହିଁକି ?

author-image
Manoranjan Sial

ପ୍ରଫୁଲ୍ଲ ଘଡାଇ ଖୋଲିଲେ କୋରେଇ ଗୁମର। ପରୋକ୍ଷରେ ବିଜେଡିକୁ ନିଶାନା କଲେ। ପୁଅ ବିରୋଧରେ ହୋଇଥିବା ଚକ୍ରାନ୍ତକୁ ନେଇ ବିଷୋଦଗାର ମଧ୍ୟ କଲେ। ଗୁରୁବାର କୋରେଇରେ ଏକ ଉତ୍ସବ ମଞ୍ଚରୁ ପୁଅ ପ୍ରୀତିରଞ୍ଜନଙ୍କୁ କିଭଳି ଗତ ନିର୍ବାଚନବେଳେ ଚକ୍ରାନ୍ତ କରି ସୁକିନ୍ଦା ପଠାଗଲା ସେ ଗୁମର ଖୋଲିଥିଲେ ପ୍ରଫୁଲ୍ଲ ଘଡ଼ାଇ। ସେ ଆହୁରି କହିଥିଲେ, ଅହଂକାରରେ ସରକାର ଭାଙ୍ଗିଯାଏ।

Advertisment
Prafulla Gahdei BJD Jajpur
Advertisment
Advertisment