Advertisment

୨୨ ବର୍ଷ ହେଲା ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳାଙ୍କ ଠେଙ୍ଗାପାଳି

୧୦ ହେକ୍ଟରରୁ ଅଧିକ ହେବ ଜଙ୍ଗଲକୁ ଗଛ କଟାଳି, ଶିକାରୀ ଓ ଜଙ୍ଗଲ ନିଆଁ କବଳରୁ, ୨୨ ବର୍ଷ ହେଲା ସୁରକ୍ଷା ଦେଉଛି ୫୦ରୁ ଅଧିକ ମହିଳାଙ୍କ ଠେଙ୍ଗାପାଳି।

author-image
Manoranjan Sial

ଖରାଦିନ ଆସୁଛି। ଜଙ୍ଗଲକୁ ଘାରିଲାଣି ସର୍ବଗ୍ରାସୀ ନିଆଁର ଚିନ୍ତା। ହେଲେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କଣ୍ଟେଇପଲ୍ଲୀ ଜଙ୍ଗଲକୁ ସେ ଭୟ ନାହିଁ। କାହିଁକି ଜାଣନ୍ତି ? କାରଣ ଏ ବିରାଟ ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି। ୧୦ ହେକ୍ଟରରୁ ଅଧିକ ହେବ ଜଙ୍ଗଲକୁ ଗଛ କଟାଳି, ଶିକାରୀ ଓ ଜଙ୍ଗଲ ନିଆଁ କବଳରୁ, ୨୨ ବର୍ଷ ହେଲା ସୁରକ୍ଷା ଦେଉଛି ୫୦ରୁ ଅଧିକ ମହିଳାଙ୍କ ଠେଙ୍ଗାପାଳି।

Advertisment
Ganjam Jungle Fire
Advertisment
Advertisment