Advertisment

କିଟ୍‌ କେଳେଙ୍କାରୀକୁ ନେଇ ଏମିତି କହିଲେ ଜୟନାରାୟଣ ମିଶ୍ର

’ମାମଲାର ଯାଞ୍ଚ ପାଇଁ ଯାଞ୍ଚ କମିଟି ବସିଛି। ମାଡ଼ ମାରିଥିବା ବାଉନ୍‌ସରଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁ ଅଧ୍ୟାପକମାନେ ନେପାଳର ବଜେଟକୁ କିଟ୍‌ର ବଜେଟ ସହିତ ତୁଳନା କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ଅପମାନ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।’

author-image
Manoranjan Sial
ଅଦ୍ୟତନ ହୋଇଛି

କିଟ୍‌ କେଳେଙ୍କାରୀକୁ ନେଇ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଆଜି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଠିକ୍‌ ସମୟରେ ସରକାର ଠିକ୍‌ ପଦକ୍ଷେପ ନେଇଛନ୍ତି। ଯଦି ସରକାର ଠିକ୍‌ ସମୟରେ ପଦକ୍ଷେପ ନେଇନଥାଆନ୍ତେ, ତାହାହେଲେ ସେହି ପିଲା ପଳାଇ ଯାଇଥାଆନ୍ତା। ସେହି ପିଲାକୁ ଏୟାରପୋର୍ଟରୁ ଗିରଫ କରାଯାଇଛି। ମାମଲାର ଯାଞ୍ଚ ପାଇଁ ଯାଞ୍ଚ କମିଟି ବସିଛି। ମାଡ଼ ମାରିଥିବା ବାଉନ୍‌ସରଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁ ଅଧ୍ୟାପକମାନେ ନେପାଳର ବଜେଟକୁ କିଟ୍‌ର ବଜେଟ ସହିତ ତୁଳନା କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ଅପମାନୀତ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

Advertisment
KIIT KIIT University
Advertisment
Advertisment