Advertisment

ସତ ମାନିଗଲା କି ମୃତ କିଟ୍‌ ଛାତ୍ରୀଙ୍କ ପୂର୍ବତନ ପ୍ରେମିକ?

କାହିଁକି ମୃତ ଛାତ୍ରୀଙ୍କ ସହିତ କରିଥିଲା ଖରାପ ବ୍ୟବହାର? ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଏପରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

author-image
Manoranjan Sial

ଆତ୍ମହତ୍ୟା କରିଥିବା କିଟ୍‌ ଛାତ୍ରୀଙ୍କ ପୂର୍ବତନ ପ୍ରେମିକ ଆଦ୍ୱିକ ଶ୍ରୀବାସ୍ତବ ମାନିଗଲା କି ସତ? କେଉଁ କାରଣ ପାଇଁ ଛାତ୍ରୀଙ୍କ ସହିତ ହୋଇଥିଲା ମନୋମାଳିନ୍ୟ? କେତେ ମାସ ଧରି ଦେଉଥିଲେ ମାନସିକ ନିର୍ଯାତନା? ଏହି ଘଟଣାର ସିଏ ଏକା ନା ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି? କାହିଁକି ମୃତ ଛାତ୍ରୀଙ୍କ ସହିତ କରିଥିଲା ଖରାପ ବ୍ୟବହାର? ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଏପରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment
KIIT KIIT University
Advertisment
Advertisment