Advertisment

ଅଚ୍ୟୁତ ସାମନ୍ତଙ୍କୁ ଆରେଷ୍ଟ କର, ଜୁଡିସିଆରି ଇନକ୍ୱାରି ହେଉ...

ଆଜି ଏ ସମ୍ପର୍କିତ ମୁଲତବି ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ସିଧାସଖଳ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଅଡ଼ି ବସିବା ସହ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ଧାରଣାରେ ବସିବାକୁ ଦେଇଛନ୍ତି ଧମକ।

author-image
Manoranjan Sial
ଅଦ୍ୟତନ ହୋଇଛି

କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆରେଷ୍ଟ କର। ଜୁଡିସିଆରି ଇନକ୍ୱାରି ହେଉ। ଅଚ୍ୟୁତଙ୍କ ୧୫ ହଜାର କୋଟି ସାମ୍ରାଜ୍ୟର ହେଉ ଖୋଳତାଡ଼ କର। କିଟ୍‌ କେଳେଙ୍କାରୀ ପ୍ରସଙ୍ଗରେ ଶାସକ ହୁଅନ୍ତୁ କି ବିରୋଧୀ, ଉଭୟ ସଦସ୍ୟଙ୍କର ଏସବୁ ଦାବିରେ ଉଠୁଛି ପଡୁଛି ବିଧାନସଭା। ଆଜି ଏ ସମ୍ପର୍କିତ ମୁଲତବି ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ସିଧାସଖଳ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଅଡ଼ି ବସିବା ସହ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ଧାରଣାରେ ବସିବାକୁ ଦେଇଛନ୍ତି ଧମକ। ତା’ସହ କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତଙ୍କ ଉପରେ ଆକ୍ସନ ହୋଇନି ବୋଲି ପ୍ରଶ୍ନ କରିଛନ୍ତି।

Advertisment
Student KIIT KIIT University
Advertisment
Advertisment