KIIT
କଲେଜରେ ୮ଶହ ଟଙ୍କାରେ ଚାକିରି କରୁଥିବା କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବେ ୧୫ ହଜାର କୋଟି ଟଙ୍କାର ମାଲିକ। ସାରଥୀ ଭଣ୍ଡ ବାବା ଭଳି ଶିକ୍ଷା ଓ ସ୍ୱାସ୍ଥ୍ୟ ନାଁରେ ରାଜ୍ୟକୁ ଲୁଣ୍ଠନ କରିଛି ଏହି ବ୍ୟକ୍ତି। ଜଙ୍ଗଲ ଜମିରେ ବିନା ଅନୁମତିରେ ବିରାଟ ଅଟ୍ଟାଳିକା ଠିଆ କରିଛି। କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଉଥିଲେ। ରାତାରାତି ଜମି କର୍ନ୍ଭସନ କେମିତି କରୁଥିଲେ? ଦୁର୍ନୀତିରେ ପାହାଡ଼ ଉପରେ ଛିଡ଼ା ହୋଇଥିବା ବ୍ୟକ୍ତି କେମିତି ରାଜ୍ୟସଭାକୁ ଗଲେ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)