• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଅହୋରାତ୍ର, ତିଥି- ୬ଷ୍ଠୀ ରାତ୍ରି ୧୦.୦୯ ଗତେ ୭ମୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତବାର- ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୦୮ ପର୍ଯ୍ୟନ୍ତ, ରାତ୍ରି ୧୦.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

ଶୁଭ ସମୟ:

ପ୍ରାତଃ-୦୫.୫୮ ରୁ ୦୬.୪୬
ପ୍ରାତଃ-୦୭.୩୩ ରୁ ୦୮.୫୭

ଦିବା-୧୨.୧୯ ରୁ ୦୨.୪୨
ଦିବା-୦୪.୧୭ ରୁ ୦୫.୫୨
ସନ୍ଧ୍ୟା-୦୭.୨୯ ରୁ ୦୮.୫୩
ରାତ୍ରି- ୦୧.୫୬ ରୁ ୦୪.୨୦

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଅଶୁଭ ସମୟ:

ରାହୁକାଳ - ଦିବା ୧୦.୨୬ ରୁ ୧୧.୫୫
କାଳବେଳା- ଦିବା ୧୦.୨୬ ରୁ ୧୧.୫୫
ବାରବେଳା- ଦିବା ୦୮.୫୭ ରୁ ୧୦.୨୬
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୪