• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Champat Ray
ଏମିତି ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଜାଣନ୍ତୁ ସବୁ ରୀତିନୀତି..

ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।

Purnachandra Bindhani
ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କ ପରଲୋକ

ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ବୋଲି କୁହାଯାଏ। ଏକାଧାରରେ ସେ ସାହିତ୍ୟିକ, ଅଭିନେତା, ରଥ ମିସ୍ତ୍ରୀ, ବାସ୍ତୁବିତ. ଛଉ କଳାକାର ଥିଲେ।

Dhanu Yatra
ଆସନ୍ତାକାଲିଠୁ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା ।

Baijayant Panda
ବୌଦ୍ଧରେ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ବିଜେପିର ସ୍ୱଚ୍ଛତା ଅଭିଯାନ । ସମସ୍ତ ମନ୍ଦିର ଏବଂ ତୀର୍ଥ ସ୍ଥାନରେ ସ୍ୱଚ୍ଛତା ପାଇଁ ପ୍ରୟାସ ଜାରି ରହିଛି ।

Milind Deora
ଶିବିର ଛାଡୁ ଛାଡୁ କଂଗ୍ରେସ ଉପରେ ବର୍ଷିଲେ ମିଲିନ୍ଦ; ମୋଦିଙ୍କର କଲେ ପ୍ରଶଂସା

ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି।

Reunion Stories
୧୩ ବର୍ଷ ପରେ ମିଳିଲେ ସ୍ତ୍ରୀ; ଯାତ୍ରାରେ ହଜିଥିଲେ, ଯାତ୍ରା ପୂର୍ବରୁ ପାଇଲେ..

୧୩ ବର୍ଷ ତଳେ ମେଳାରେ ସ୍ୱାମୀଠୁ ଅଲଗା ହୋଇଯାଇଥିଲେ ସ୍ତ୍ରୀ-ପିଲା । ଖୋଜି ଖୋଜି ପାଉନଥିଲେ ସ୍ୱାମୀ । ଶେଷରେ ଗଙ୍ଗାମାତା ଶୁଣିଏ ଡାକ । ଆଉ ତା’ପରେ..

Viral Video
‘ଜୟ ଶ୍ରୀରାମ’ରେ କମ୍ପିଲା ଏୟାରପୋର୍ଟ; ବିମାନରେ ଅଯୋଧ୍ୟା ଗଲେ ସୀତା-ରାମ !

ଅହମ୍ମଦାବାଦ ଏୟାରପୋର୍ଟରେ କମ୍ପିଲା ‘ଜୟ ଶ୍ରୀରାମ’ ଧ୍ୱନି । ଏୟାରପୋର୍ଟର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Baba Ramdev
ଭୁବନେଶ୍ୱରରେ ବାବା ରାମଦେବ; ଓଟିଭି ଫୋର୍‌ସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେବେ..

ଆଜି ଓଟିଭି ଫୋରସାଇଟ୍-୨୦୨୪। ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଚିନ୍ତନ ଓ ମାନସ ମଥନ।

Panchanga
Panchang Today 13th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ଶନିବାର। ଚନ୍ଦ୍ର- ମକର ରାତ୍ରି ୧୧.୩୫ ଗତେ କୁମ୍ଭ, ତିଥି- ୨ୟା ଦିବା ୧୧.୧୧ ଗତେ ୩ୟା, ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୧.୩୫ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି...

Digital Nua O
ବିଜେଡି ଫୋକସ୍‌ରେ କଲେଜ୍‌ ଷ୍ଟୁଡେଣ୍ଟ ! ରିଲ୍ସ କରିବେ ପିଲା, ଟଙ୍କା ଦେବେ ସରକାର

ଏଥର ଡିଜିଟାଲ ନୂଆ-ଓ । ପିଲା କରିବେ ରିଲ୍ସ ସହ ଆକର୍ଷଣୀୟ ଭିଡ଼ିଓ । ଥିମ୍ ରହିବ ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ଓଡ଼ିଶା ରୂପାନ୍ତରୀକରଣ ।

Srimandir Parikrama Project
ଏଯାଏଁ ସଂପୂର୍ଣ୍ଣ ସରିପାରିନି ଶ୍ରୀମାର୍ଗ ନିର୍ମାଣ କାମ

ଲୋକାର୍ପଣ ଉତ୍ସବକୁ ମଝିରେ ମାତ୍ର ୪ ଦିନ । ହେଲେ ଏଯାଏଁ ସଂପୂର୍ଣ୍ଣ ସରି ପାରିନି ଶ୍ରୀମାର୍ଗ ନିର୍ମାଣ କାମ । ଆଜି ବି ପେଭର ବ୍ଲକ୍ ବିଛା କାମ ଚାଲିଛି । ଫଳରେ ତରବରିଆ ର' ଠ' କାମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ,...

BJP Odisha
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି

ଏଥର ଲୋକସଭା ନିର୍ବାଚନରେ ବିଜେପିର ଟାର୍ଗେଟ ୪ ଶହରୁ ଅଧିକ ଆସନ । ଏହି ଲକ୍ଷ୍ୟ ହାସଲ ଲାଗି ଦଳ ଗ୍ରହଣ କରିଛି ନୂଆ ଷ୍ଟ୍ରାଟେଜି । ବିଜୟ ସମ୍ଭାବନା ଥିବା ଅନ୍ୟ ଦଳର ପ୍ରଭାବଶାଳୀ ନେତାଙ୍କୁ ପଦ୍ମ ଶିବିରକୁ ଆଣିବା । ଏଥିପାଇଁ ଦଳ ଗଠନ କରିଛି...

Ayodhya
ପ୍ରାଣପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗ ପାଲଟିଛି ଅଯୋଧ୍ୟା

୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା। ଆଣ୍ଟି ଡ୍ରୋନ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍ବ ସ୍କ୍ୱାଡ..

Nua O Programme
ପିଲାଙ୍କ କ୍ୟାରିୟର ସହ ଖେଳୁଛନ୍ତି କି ରାଜ୍ୟ ସରକାର ?

ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସାଲିସ କରୁଛନ୍ତି କି ରାଜ୍ୟ ସରକାର ? କାରଣ ପରୀକ୍ଷା ଋତୁରେ ରାଜ୍ୟ ସରକାର ଅୟୋଜନ କରିଛନ୍ତି ନୂଆ ଓ କାର୍ଯ୍ୟକ୍ରମ । ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ୨୪ ତାରିଖକୁ ଘୁଂଚାଇଛନ୍ତି...

BDO Death
କେମିତି ହେଲା ସିମୁଳିଆ ବିଡ଼ିଓ ବିଶ୍ବରଂଜନ ମହାନ୍ତିଙ୍କ ମୃତ୍ୟୁ ?

ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି । କିଏ କହୁଛନ୍ତି, କାର୍ଯ୍ୟ ଚାପରୁ ବିଷାଦଗ୍ରସ୍ତ ଥିଲେ...

Nua O Programme
ପିଲାଙ୍କ ଭବିଷ୍ୟତ ସହ ବିଜେଡି ଖେଳୁଛି ସାଙ୍ଘାତିକ ଖେଳ ! ନୂଆ-ଓ ପାଇଁ ପରୀକ୍ଷା ବନ୍ଦ

ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ ।

BJP Odisha
କେନ୍ଦ୍ରୀୟ ଢାଞ୍ଚାରେ ନିର୍ବାଚନ ଲଢ଼ିବ ରାଜ୍ୟ ବିଜେପି; ପଦ୍ମ ନଜରରେ ଅସନ୍ତୁଷ୍ଟିଆ ବିରୋଧି

ବିଜେପି ଫୋକସରେ ବିରୋଧୀ ଦଳଙ୍କ ବିଦ୍ରୋହୀ ନେତା । ଅନ୍ୟ ଦଳର ଯେଉଁ ଅସନ୍ତୁଷ୍ଟ ନେତାଙ୍କର ବିଜୟ ସମ୍ଭାବନା ରହିଛି ସେମାନଙ୍କୁ ଆଣି ବିଜୟ ସମ୍ଭାବନା ବଢାଇବା ଲାଗି ବିଜେପି ପ୍ରସ୍ତୁତ କରିଛି ରଣନୀତି ।

Himanta Biswa Sarma
ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା; ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ହିମନ୍ତ ବିଶ୍ୱଶର୍ମା । ଆସନ୍ତାକାଲି ଓଟିଭିର ବାର୍ଷିକ ଫୋରସାଇଟ୍ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Srimandir Parikrama Project
ମୁଣ୍ତ ଉପରେ ଲୋକାର୍ପଣ; ଏଯାଏଁ ସରିନି ପ୍ରକଳ୍ପ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି ।

Baijayant Panda Birthday
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳିଲେ ପ୍ରଶଂସକ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ଥିବା ମା’ ଘଣ୍ଟାସୁଣି ମନ୍ଦିର ପରିସରରେ ବୈଜୟନ୍ତଙ୍କ ଜନ୍ମଦିନ ପାଳନ କରାଯାଇଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।