ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ। କୋମଳମତି ଶିଶୁଙ୍କ ପାଇଁ ସରକାର ଦେଉଥିବା ଛତୁଆ, ଖାଇବା ଉପଯୋଗୀ ନୁହେଁ। ଆସିଛି ଏମିତି ସାଂଘାତିକ ଅଭିଯୋଗ। ଏ ଛତୁଆକୁ ଶିଶୁଙ୍କ ବଦଳରେ ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଅଭିଭାବକ।
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ, ଅହୋରାତ୍ର ତିଥି – ୭ମୀ, ଦିବା ୦୧.୩୯ ଗତେ ୮ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ୨...
ଏକ ରାପିଡୋ ବାଇକ୍ ବୁକ୍ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍ ବିଚ୍ ରାସ୍ତାରେ ବାଇକ୍ରୁ ଡେଇଁ ପଡ଼ିଲେ ।
ହାତରେ ବନ୍ଧୁକ ଧରି ପିଲାଙ୍କୁ ଧମକାଉଥିଲେ ଯୁବକ । ଭୟରେ ଚିତ୍କାର କଲେ ପିଲା ।
ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ।
ବାହାଘରର ୧୦ ବର୍ଷ ପରେ ମିଶିଲାନି ମନ । ଶେଷରେ ସ୍ୱାମୀକୁ ଦେଲେ ଛାଡ଼ପତ୍ର । କଲେ ନିଆରା ଡିଭୋର୍ସ ସେଲିବ୍ରେସନ୍ । ଦେଖନ୍ତୁ..
ନିଜର ଭିନ୍ନ ଡ୍ରେସିଂ ଷ୍ଟାଇଲ୍କୁ ନେଇ ସବୁବେଳେ ସୋସିଆଲ୍ ମିଡିଆରେ ସେନ୍ସେସନ୍ ପାଲଟନ୍ତି ଫ୍ୟାସନ୍ କୁଇନ୍ ଉର୍ଫି ଜାଭେଦ୍ । ଏଥର ପୋଷାକକୁ ନେଇ ତାଙ୍କୁ ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ମିଳିଲାନି, ଜାଣନ୍ତୁ ପୂରା ଘଟଣା..
ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି।
ଭାରତର ଚର୍ଚ୍ଚିତ ଯୋଡ଼ି ବିରାଟ-ଅନୁଷ୍କା(ବିରୁଷ୍କା) ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିରାଟଙ୍କ ନାକ ଅଗରେ ରହିଥାଏ ରାଗ । ତେବେ ଜଣେ ଫ୍ୟାନ୍ସଙ୍କ ଉପରେ ଚିହିଁକି ଉଠିଲେ ବିରାଟ..ଦେଖନ୍ତୁ ଭିଡିଓ..
ବରଗଡ଼ରୁ ଗୁଡ୍ଡୁ ଛତିଶଗଡ଼ ପଳାଇଥିବା ନେଇ ଖବର ପ୍ରକାଶ ପାଇଛି । ମିରଟ, ଆଜମେର, ଝାନସୀ, ନାସିକ, ପୁଣେ ପରେ ବରଗଡ଼ ଆସିଥିଲା ଗୁଡ୍ଡୁ ।
ନିଜ ପଣତ କାନିରେ ଛୁଆକୁ ଘୋଡ଼ାଇ ରଖୁଥିବା ମାଆ ଯେ ଏମିତି କରିଦେବ, କେହି ବିଶ୍ୱାସ ବି କରିପାରିବେନି । ସ୍ନେହ, ମମତା ଦେଇ ଛୁଆକୁ ବଡ଼ କରିବା ବଦଳରେ ଜନ୍ମ ହେଉ ହେଉ ଫିଙ୍ଗି ଦେଲା ମାଆ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି ।
ପୁଣି ଥରେ ବିମାନରେ ଜଣେ ଯାତ୍ରୀ ସହଯାତ୍ରୀଙ୍କ ଉପରକୁ ପରିସ୍ରା କରିବା ଘଟଣା ସାମନାକୁ ଆସିଛି।
ସମ୍ବଲପୁରରେ ହିଂସା ଥମିଲାଣି, ହେଲେ ହିଂସାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନି । ସହରରେ ଘଟି ଯାଇଥିବା ହିଂସା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି-ବିଜେଡି ।
ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ ପରେ ଶେଷରେ ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(OSSC)। ଗତକାଲି ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପଦବି ପାଇଁ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା ।
ଖରିଫ୍ ଚାଷ ପାଇଁ ସୁଧ ରିହାତି ପ୍ରଦାନ କଲେ ସରକାର । ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଦେଖି ଚାଷୀଙ୍କୁ ଥୋପ । ଚାଷୀ ଭୋଟ୍ ହାତରେ ରଖିବାକୁ ପୁଣି ଚଳାଇଲେ ଗୋଟି । ଖରିଫ ଚାଷ ପାଇଁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି...