• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ମଙ୍ଗଳବାର। ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୩ ଶୀ ସନ୍ଧ୍ୟା ୦୫.୩୯ ଗତେ ୧୪ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ- ୦୫.୧୨ ରୁ ୦୬.୫୦
ଦିବା- ୦୯.୩୩ ରୁ ୧୨.୦୯

ଦିବା- ୦୪.୩୬ ରୁ ୦୫.୨୧
ସନ୍ଧ୍ୟା-୦୬.୧୩ ରୁ ୦୬.୫୭
ରାତ୍ରି- ୦୮.୫୮ ରୁ ୦୯.୫୩
ରାତ୍ରି- ୧୨.୦୫ ରୁ ୦୨.୧୬

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି, ହେବ ଏହିସବୁ ସମସ୍ୟା

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୫୮ ରୁ ୦୪.୩୬
କାଳବେଳା- ଦିବା ୦୧.୨୧ ରୁ ୦୨.୫୮
ବାରବେଳା- ପ୍ରାତଃ ୦୬.୫୦ ରୁ ୦୮.୨୮
କାଳରାତ୍ରି- ରାତ୍ରି ୦୭.୩୬ ରୁ ୦୮.୫୮

OTV is now on Whatsapp

Join and get latest news update delivered to you via whatsapp

Join Now