• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ବୁଧବାର। ଚନ୍ଦ୍ର- ତୁଳା ରାତ୍ରି ୦୨.୫୫ ଗତେ ବିଛା, ତିଥି- ୧୪ ଶୀ ସନ୍ଧ୍ୟା ୦୬.୪୮ ଗତେ ପୂର୍ଣ୍ଣିମା, ଘାତଚନ୍ଦ୍ର- ନାସ୍ତି, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ପ୍ରାତଃ ୦୭.୪୬ ଗତେ ୧ ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ

ଶୁଭ ସମୟ:

ପ୍ରାତଃ- ୦୭.୪୮ ରୁ ୦୮.୨୭
ଦିବା- ୧୦.୦୫ ରୁ ୧୧.୧୭

ଦିବା- ୦୧.୫୩ ରୁ ୦୫.୨୨
ସନ୍ଧ୍ୟା-୦୬.୧୪ ରୁ ୦୯.୫୩
ରାତ୍ରି- ୧୨.୦୫ ରୁ ୦୧.୩୨

ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଅଶୁଭ ସମୟ:

ରାହୁକାଳ- ଦିବା ୧୧.୪୩ ରୁ ୦୧.୨୧
କାଳବେଳା- ଦିବା ୦୮.୨୭ ରୁ ୧୦.୦୫
ବାରବେଳା- ଦିବା ୧୧.୪୩ ରୁ ୦୧.୨୧
କାଳରାତ୍ରି- ରାତ୍ରି ୦୨.୨୭ ରୁ ୦୩.୫୦

OTV is now on Whatsapp

Join and get latest news update delivered to you via whatsapp

Join Now