• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

PM Modi
ଗତ ୫ ବର୍ଷରେ ମୋଦିଙ୍କ ଇନକମ୍‌ କେତେ ? ଜାଣନ୍ତୁ...

ଗତ ୫ ବର୍ଷ ମଧ୍ୟରେ ମୋଦି ନିଜ ଆୟର ସବିଶେଷ ସୂଚନା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି।

Dillip Ray
ଆସିଲା ADR ରିପୋର୍ଟ; ଦିଲୀପ ରାୟ ସବୁଠୁ ଧନୀ, ତୃତୀୟରେ ନବୀନ

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍।

Cyber Lootera
ବାହାଘରରେ ଦାମୀ ଉପହାର ଦେବ କହିଥିଲା ଭାଇ; ଲୁଟିନେଲା ୨ ଲକ୍ଷ ଟଙ୍କା

ପ୍ରଥମେ ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ। ଏହାପରେ ଗଢ଼ିଉଠିଲା ଭାଇ ଭଉଣୀର ସମ୍ପର୍କ। ତା’ପରେ ଠକେଇର ଶିକାର ହେଲେ ଭଉଣୀ।

parshuram dhada
ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି; ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡ଼ା

ପର୍ଶୁରାମ ଧଡ଼ା ହେଲେ ବିଜେପିର ନୂଆ ପ୍ରାର୍ଥୀ। ଏନେଇ ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।

General Elections 2024
କ୍ୟାନସର୍‌ ପୀଡିତା ମାଆର ଇଚ୍ଛା ପୂରଣ କଲା ପୁଅ; ଷ୍ଟ୍ରେଚର୍‌ରେ ଯାଇ ଭୋଟ ଦେଲେ..

କାଲି ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ବିହାର ଦରଭଙ୍ଗା ଅଞ୍ଚଳର ଜଣେ ଭୋଟରଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା।

BCCI
ରାହୁଲଙ୍କ ପରେ କିଏ.. କୋଚ୍‌ ପାଇଁ କ’ଣ ରହିଛି ଯୋଗ୍ୟତା ? ଜାଣନ୍ତୁ BCCIର ନିୟମ..

ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍‌କୁ ନିଯୁକ୍ତି ମିଳିବ।

Amit Shah
କାଲି କଟକରେ ଶାହଙ୍କ ପାୱାର ସୋ'

ଚଳିତ ନିର୍ବାଚନ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକରେ ଏକ ଭବ୍ୟ ରୋଡ଼ ଶୋ ରେ ଯୋଗ ଦେବେ।

Pradeep Panigrahi
ପ୍ରଦୀପ-ଶିବଶଙ୍କର ହାତାହାତି; ଆହତ ପ୍ରଦୀପଙ୍କୁ ଏମସ୍‌ ସ୍ଥାନାନ୍ତର

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍‌ ସ୍ଥାନାନ୍ତର କରାଯାଇଛି।

General Election 2024
ବୁର୍ଖା ଟେକି ମହିଳାଙ୍କ ପରିଚୟ ଦେଖିଲେ..ଅଡୁଆରେ ନେତ୍ରୀ

ଅଡ଼ୁଆରେ ବିଜେପି ନେତ୍ରୀ ତଥା ହାଇଦ୍ରାବାଦର ସାଂସଦ ପ୍ରାର୍ଥୀ ମାଧବୀ ଲତା।ଗୋଟିଏ ପୋଲିଂ ବୁଥରେ ସେ ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଭଳି ଭୋଟ ଦେବାକୁ ଆସିଥିବା ମୁସଲିମ ମହିଳାଙ୍କ ପରିଚୟପତ୍ର ଯାଞ୍ଚ କରିଛନ୍ତି।

Odisha Elections 2024
ଭୋଟ ସରିଲା, ନେତାଙ୍କ ଟେନସନ୍‌ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ।

Thunderstorm
ମାୟାନଗରୀରେ ଭୟଙ୍କର ଧୂଳି ଝଡ଼; ବିମାନ ଉଡାଣ ବାତିଲ

ପ୍ରବଳ ପବନ ଯୋଗୁ ଚାରିଆଡେ ଭୟଙ୍କର ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଲାଗି ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଲ୍ୟାଣ୍ଡିଂ ଓ ଟେକ୍‌ଅଫ୍‌କୁ ୩୦ ମିନିଟ ଯାଏଁ ବାତିଲ କରାଯାଇଛି।

Baijayant Panda
‘ନବୀନ ବାବୁ ଗୃହବନ୍ଦୀ, କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ’

ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ସମାଲୋଚନା ପରେ ଆଟାକିଂ ମୋଡରେ ବିଜେପି। ରାଜ୍ୟ ବିଜେପିର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଏକାସାଙ୍ଗରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍।

Odisha Politics
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ

ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍‌ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

PM Modi
ମୋଦିଙ୍କ ନିଆରା ଅନ୍ଦାଜ; ମୁଣ୍ତରେ ପଗଡ଼ି ପିନ୍ଧି ରୋଷେଇ କରି ଭକ୍ତଙ୍କୁ ଖାଦ୍ୟ ପରସିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ରାଜଧାନୀ ପାଟନା ସହରର ପ୍ରସିଦ୍ଧ ତଖକ୍ତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି। ମନ୍ଦିର ପରିଦର୍ଶନ ସହ ମୋଦି ସେଠାରେ ରୋଷେଇ କରୁଥିବା କର୍ମଚାରୀଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି।

Presiding Officers Arrest
ଡ୍ୟୁଟିରେ ଗୁରୁତର ଅବହେଳା ନେଇ ଗିରଫ ହେବେ ୨ ପ୍ରିଜାଇଡିଂ ଅଫିସର

୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ କରିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEO ସୂଚନା ଦେଇଛନ୍ତି।

Mahendra Singh Dhoni
‘ଚେନ୍ନାଇରେ ତିଆରି ହେବ ଧୋନିଙ୍କ ମନ୍ଦିର’

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ଦେଶର କୋଣ ଅନୁକୋଣରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି। ଧୋନିଙ୍କ ପାଇଁ ଚେନ୍ନାଇରେ ପ୍ରସ୍ତୁତ ହେବ ମନ୍ଦିର। ଚେନ୍ନାଇରେ ଧୋନିଙ୍କ ପାଇଁ ଥିବା କ୍ରେଜ୍‌ ଦେଖି ଏଭଳି...

PM Modi Road Show
ମୋଦି ମୋଦି ନାରାରେ କମ୍ପିଲା ଜନପଥ

ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ।

MODI ROAD SHOW IN BHUBANESWAR
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିଶାଳ ରୋଡ୍‌ ସୋ

ଜନପଥରୁ ବାଣୀବିହାର ଯାଏଁ ବିଶାଳ ଶୋଭାଯାତ୍ରା। ଜନ ସମୁଦ୍ର ପାଲଟିଲା ଭୁବନେଶ୍ବର । ମୋଦିଙ୍କୁ ଦେଖିବାକୁ ପ୍ରବଳ ଜନ ସମାଗମ..

Padma Awards
ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ

ଅନନ୍ୟ ସାଧନାକୁ ସମ୍ମାନ, ଅତୁଳନୀୟ ଅବଦାନକୁ ସ୍ବୀକୃତି। ଚର୍ଚ୍ଚାରେ ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ । ରାଷ୍ଟ୍ରପତି ଭବନରେ ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଦେଶ ସାମ୍ନାକୁ ଆସିଛି ଅନେକ ଅସାଧାରଣ ବ୍ୟକ୍ତିତ୍ବଙ୍କ ବିରଳ କୃତିତ୍ବ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ...

Odisha Politics
୨୪ ମହାସଂଗ୍ରାମ ପାଇଁ ଚାଲିଛି ନାମାଙ୍କନର ପର୍ବ

ଚାଲିଛି ନାମାଙ୍କନ ପର୍ବ। କିଏ ଥାଟ ପଟୁଆର ତ କିଏ ସାଇକେଲରେ ଆସି ଭରିଛନ୍ତି ମନୋନୟନ ପତ୍ର। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଯୋଦ୍ଧା ବୈଜୟନ୍ତ ପଣ୍ଡା ଆଜି ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।