• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Maoist Killed
ଛତିଶଗଡ଼ରେ ପୁଣି ବଡ଼ ଏନକାଉଣ୍ଟର; ୧୨ ମାଓବାଦୀ ନିହତ

ସୁକମା, ଦନ୍ତେୱାଡା, ବିଜାପୁର ଆଦି ୩ ଜିଲ୍ଲା ପୋଲିସ ସହ CRPF ର କୋବ୍ରା ଯବାନଙ୍କ ମିଳିତ ଅପରେସନରେ ମିଳିଛି ଏହି ସଫଳତା।

PM Modi
ଭୁବନେଶ୍ୱରରେ ମୋଦି; କରିବେ ବିଶାଳ ରୋଡ ଶୋ’

ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିବେ ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି।

Mosquito Racket
ଓଃ କି ବୁଦ୍ଧି !! ମଶାମରା ରାକେଟ୍‌ରେ ବ୍ରେଡ୍‌ ଟୋଷ୍ଟ..ଭିଡିଓ ଭାଇରାଲ..

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଇଥାଏ। ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଢ଼ିବେ।

Aparajita Sarangi
‘ମୁଣ୍ଡପିଛା ଆୟରେ ଓଡ଼ିଶାର ସ୍ଥାନ ତଳଆଡୁ ୪ ନମ୍ବର’

ବେକାରୀରେ ନମ୍ବର ୱାନ୍, ରାଜ୍ୟରେ ୪୩% ଯୁବବର୍ଗ ବେରୋଜଗାର। ଓଡ଼ିଶାରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଅପରାଜିତା।

NEET UG Student
ପକେଟ୍‌ରେ ୮ ହଜାର ଧରି ଘର ଛାଡ଼ିଲେ NEET ପରୀକ୍ଷାର୍ଥୀ..କହିଲେ..

କୋଟାରେ ଥମୁନି ଛାତ୍ର ଆତ୍ମହତ୍ୟା ମାମଲା। ତେତେବେଳେ କିଏ ଆତ୍ମହତ୍ୟା କରିଦେଉଛି ତ ଆଉ କିଏ ଚିଠି ଲେଖି ନିଖୋଜ ହୋଇଯାଉଛନ୍ତି।

Adrija Singh
ଅଦ୍ରିଜାଙ୍କ ପ୍ରଶ୍ନ..ମୋ ଅତ୍ୟାଚାର କଥା ଜାଣି ବି କେମିତି ଟିକେଟ୍ ଦେଲେ ନବୀନ..

ଅଦ୍ରିଜାଙ୍କ ଦେଢ଼ଶୂର କଳିକେଶଙ୍କୁ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି। ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏପରିକି ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି ବୋଲି କହିଛନ୍ତି ଅଦ୍ରିଜା।

Nitin Gadkari
ପୁରୀରେ BJP ହେଭିୱେଟ୍‌ ନେତା; ଶ୍ରୀଜିଉଙ୍କ ଦର୍ଶନ କରିବେ ଗଡ଼କରୀ

ପୁରୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚିଲେ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଗଡ଼କରୀ।

Cyber Lootera
'ହେଲୋ, ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି'..ଏମିତି କହି ଲୁଟିନେଲେ ୧ କୋଟି ୪୮ ଲକ୍ଷ ଟଙ୍କା

ସାଇବର ଫ୍ରଡଙ୍କ ଶିକାର ହୋଇଛନ୍ତି ଜଣେ ବୟସ୍କ ମହିଳା। ଚୋରଙ୍କ ଜାଲରେ ପଡ଼ି ଗଣିଲେ ୧ କୋଟି ୪୮ ଲକ୍ଷ ଟଙ୍କା। ତିନିଦିନ ଧରି ମହିଳାଙ୍କ ସମସ୍ତ ତଥ୍ୟ ନେଇ ତାଙ୍କୁ ବୁଲାଇଲେ କଳାକନା। ବୃଦ୍ଧାଙ୍କୁ ଡିସିପି ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟ ଖାଲି କରିଦେଇଛନ୍ତି।

Baijayant Panda
କେନ୍ଦ୍ରାପଡା ଆଳିରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ବାଇକ୍‌ ରାଲି

କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିରାଟ ରୋଡ ଶୋ କରୁଛନ୍ତି। ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି।

KL Rahul
ହାଇଦ୍ରାବାଦଠାରୁ ଶୋଚନୀୟ ପରାଜୟ ପରେ କ୍ୟାପ୍ଟେନ ରାହୁଲଙ୍କ ଉପରେ ରାଗିଗଲେ ମାଲିକ..ଭିଡିଓ ଭାଇରାଲ

ଲକ୍ଷ୍ମୌର ପରାଜୟ ପରେ କ୍ୟାପ୍ଟେନ କେ ଏଲ୍‌ ରାହୁଲଙ୍କ ଉପରେ ଦଳର ମାଲିକ ରାଗିଯାଇଥିବା ଦେଖିବାକୁ ମିଳୁଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Murder Case
କାର୍‌ ଭିତରେ ୩ ମୃତଦେହ; ସ୍ତ୍ରୀ-ଝିଅକୁ ଗୁଳି କରି ନିଜକୁ ବି ମାରିଦେଲା ସ୍ୱାମୀ !

ମୃତକଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳରେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି ।

Odisha Politics
ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ସରଗରମ ରାଜନୀତି

ବିଜେପିର ଫୋକସ୍ ୫୦ରୁ ୬୦ସିଟ୍ । ସେତିକି ଜିତିଲେ ବିଜେଡିକୁ ଭାଙ୍ଗି ଓଡ଼ିଶାରେ ସରକାର କରିବ ବିଜେପି । ଏହା ବିଜେପିର ରଣନୀତି। ବିଜେପି ବିରୋଧରେ ପାଣ୍ଡିଆନଙ୍କ ଏମିତି ଅଭିଯୋଗକୁ ନେଇ ହଲଚଲ୍ ରାଜ୍ୟ ରାଜନୀତି।

BJP
ବିଜେପି ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍

ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନିଂରେ ସରଗରମ ରାଜ୍ୟ ପ୍ରଚାର ମୈଦାନ୍ । ଆଜି ଦଳର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ସିଏମ୍ ବିଷ୍ଣୁଦେଓ ସାଏ ମାରାଥନ ପ୍ରଚାର କରି ଦଳ ପାଇଁ ଭୋଟ୍ ମାଗିଛନ୍ତି।

Chandbali Politics
ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ

ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ । ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର। ସେପଟେ ରଞ୍ଜନଙ୍କ ପତ୍ନୀଙ୍କ ଭାଇରାଲ୍ ଭିଡିଓ ଏବଂ ବ୍ୟୋମକେଶ ରାୟଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପ୍ରଣବ ପ୍ରକାଶ ଓ ରଞ୍ଜନଙ୍କ ଏକ ଫଟୋକୁ ନେଇ ଚାନ୍ଦବାଲିରେ...

Election 2024
ରାଜନୀତି ମୈଦାନରେ ଉଚ୍ଚ ଶିକ୍ଷିତ

ପେଶାରେ ଭିନ୍ନତା ଥାଇପାରେ, କିନ୍ତୁ ନିଶା ରାଜନୀତି। ଏମିତି କିଛି ଉଚ୍ଚଶିକ୍ଷିତ ବର୍ଗ ଏଥରର ପ୍ରତ୍ୟକ୍ଷ ପଲିଟିକ୍ସରେ ସାମିଲ ହୋଇଛନ୍ତି, ସମସ୍ତଙ୍କ ସ୍ୱପ୍ନ ରହିଛି, ଜନତାଙ୍କୁ ବିକାଶ ଧାରାରେ ନେଇ ଶୀର୍ଷରେ ପହଞ୍ଚାଇବା ।

Tribal Vote Conflict
ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ଆଦିବାସୀ ଭୋଟ୍

ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଡ଼ିବ ଭୋଟ୍। ଆଉ ଏହି ସବୁ ସ୍ଥାନରେ ନେତାଙ୍କ ଭୋଟ୍ ଅଟକିଛି ଆଦିବାସୀଙ୍କ ପାଖରେ। ଅର୍ଥାତ୍, ଆଦିବାସୀ ହିଁ ବାଛିବେ କିଏ ହେବ ସେମାନଙ୍କ ନେତା ।

Road Accident
ବିବାହ ବାର୍ଷିକୀ; ଜଗା ଦର୍ଶନ ପୂର୍ବରୁ ଟାଣିନେଲା ଯମ

ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର।

BJP
BJPର ହାଇଭୋଲଟେଜ୍‌ ପ୍ରଚାର: ମୋଦି-ଶାହ-ରାଜନାଥଙ୍କ ଗର୍ଜନରେ କମ୍ପୁଛି ରାଜ୍ୟ..ଥରହର ବିରୋଧୀ ଶିବିର

ବିଜେପି ହେଭିୱେଟ୍‌ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର।

Tribal Vote Conflict
ପ୍ରଥମ ପର୍ଯ୍ୟାୟ ଭୋଟ୍‌: ନେତା ନିର୍ଣ୍ଣୟ କରିବେ ଆଦିବାସୀ ! ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ୍‌

ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ?

Rainfall
ବର୍ଷା ମାଡ଼ରେ ଆଣ୍ଠେଇଲା ତାତି; ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।