Education System
କିଛି ଘଣ୍ଟା ପାଇଁ ମୋବାଇଲ୍ ଛାଡ , ମନ ଭରି ଗପ ଓ ଗୀତ ବହି ପଢ଼ ଏହିଭଳି ବାର୍ତ୍ତା ନେଇ ଗାଁ କୁ ଗାଁ ବୁଲୁଛି ଭ୍ରାମ୍ୟମାଣ ପାଠାଗାର ଗାଡି । ଶିକ୍ଷକ, କିଛି ଅବସର ପ୍ରାପ୍ତ ଶିକ୍ଷକ ଏବଂ ଆଇନଜୀବୀଙ୍କ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳ ସ୍ତରୀୟ ଭ୍ରାମ୍ୟମାଣ ପାଠାଗାରର ଶୁଭାରମ୍ଭ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)