• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Superstition
ପ୍ରତାପଙ୍କ ଦେହରେ କାଳେସୀ : ନିଆଁ ଖାଉଛନ୍ତି, ଅପୁତ୍ରିକ ହେଉଛନ୍ତି ପୁତ୍ରବତୀ !

ସମାସ୍ୟା ସମାଧାନ ପାଇଁ ଗାଁ କାଳେସୀ ନିକଟରେ ଲୋକଙ୍କ ଭିଡ଼ । ଚିକିତ୍ସା ବିଜ୍ଞାନର ଅହେତୁକ ଉନ୍ନତି ସତ୍ତ୍ୱେ ଏବେ ବି ଗାଁ ଗଣ୍ଡାରେ ଚାଲିଛି କାଳେସୀ ପରମ୍ପରା ।

Elon Musk
ପୁଣି ବିଶ୍ୱ ଧନୀ ତାଲିକାର ୧ ନମ୍ବର ଆସନକୁ ଉଠିଲେ ଏଲନ୍‌ ମସ୍କ

‘LVMH’ର ବର୍ଣ୍ଣାଡ୍‌ ଅର୍ଣ୍ଣଲ୍‌ଟ୍‌ଙ୍କୁ ଟପି ଟେସ୍‌ଲାର ସିଇଓ ଏଲନ୍‌ ମସ୍କ୍‌ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।

Power Cut
କାହିଁକି ହେଉଛି ବିଜୁଳିକାଟ ? ବୁଝାଇଦେଲେ ମନ୍ତ୍ରୀ...

ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ପାୱାର କଟ ଶବ୍ଦ ଓଡ଼ିଶାର ଗଣମାଧମ ବ୍ୟବହାର କରିବା ହିଁ ଭୁଲ ।

Son Kills Father
ନୃଶଂସ ପୁଅ !! ଏତେ ନିଶା ଯେ, ବାପାକୁ କୁରାଢ଼ୀରେ ହାଣିଦେଲା

ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅର୍ଦଳି ସହିଥିଲା, ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ।

Jitu Pattnaik
ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ IT ରେଡ୍

ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

World Milk Day
World Milk Day 2023: ଜାଣନ୍ତୁ ଏହି ଦିବସର ମହତ୍ତ୍ୱ..

୨୦୦୧ ଜୁନ୍‌ ୧କୁ ମିଳିତ ଜାତିସଙ୍ଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସ ଭାବେ ଘୋଷଣା କରାଗଲା ।

Global Day of Parents
କାହିଁକି ଓ କେବେଠୁ ପାଳନ ହେଉଛି Global Day of Parents

ପ୍ରତିଦିନ ଆମେ ବାପାମାଆଙ୍କୁ ସମ୍ମାନ ଓ ଭଲପାଇବା ଦେଉଛନ୍ତି । କିନ୍ତୁ ଆଜି ଏମିତି କିଛି କରିବା ଯାହା ତାଙ୍କ ପାଇଁ ଚିରଦିନ ଯାଏଁ ସ୍ମରଣୀୟ ହୋଇରହିବ।

Aamir Khan
କପିଲ୍‌ ଶର୍ମାଙ୍କୁ ଆମୀରଙ୍କ ପ୍ରଶ୍ନ, ମତେ କାହିଁକି ତୁମ ସୋ’ କୁ ଡାକିନ ?

ପଞ୍ଜାବୀ ଫିଲ୍ମ ‘କ୍ୟାରୀ ଅନ୍‌ ଜଟ୍ଟା ୩’ପ୍ରମୋସନ୍‌ ବେଳେ କପିଲ୍‌ଙ୍କୁ ଏହି ପ୍ରଶ୍ନ କରିଛନ୍ତି ଆମୀର ।

Al Pacino
୮୨ ବର୍ଷରେ ବାପା ହେବେ ହଲିଉଡ୍‌ ଭେଟେରାନ୍‌ ଅଭିନେତା ଅଲ୍‌ ପାସିନୋ

ଅଲ୍‌ ପାସିନୋ ଏବଂ ନୁର ଆଲଫାଲ୍ଲା ୨୦୨୨ ଏପ୍ରିଲରୁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଦୁହେଁ ବହୁବାର ଏକାଠି ରାତ୍ରି ଭୋଜନ କରୁଥିବା ନଜର ଆସିଛନ୍ତି ।

Plus II Arts Results
୮ ସୁଦ୍ଧା ପ୍ରକାଶ ପାଇପାରେ +2 କଳା ରେଜଲ୍ଟ

ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍ ପ୍ରକ୍ରିୟା ଆରମ୍ଭ କରିଛି।

Free Electricity
ଏହି ରାଜ୍ୟରେ ଘର ପିଛା ମିଳିବ ୧୦୦ ୟୁନିଟ୍‌ ମାଗଣା ବିଜୁଳି, ଜାଣନ୍ତୁ...

ଜୁନ୍‌ ୧ ରୁ ଘର ପିଛା ଶହେ ୟୁନିଟ୍‌ ଏବଂ ଚାଷୀଙ୍କୁ ୨ ହଜାର ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍‌ ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଘୋଷଣା କରିଛନ୍ତି ।

Odisha CHSE Plus 2 Result 2023
ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା ।

Odisha Plus 2 Results
ଖୋଲୁନି ୱେବସାଇଟ୍‌; ଦେଢ଼ ଘଣ୍ଟା ହେଲା ରେଜଲ୍ଟ ଦେଖି ପାରୁନାହାନ୍ତି ପିଲା

ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ରେଜଲ୍ଟ ଦେଖିହେଉନି ।

Odisha Plus 2 Results
CHSE +2 ରେଜଲ୍ଟ: ଏଥର ବି ଝିଅ ଆଗରେ

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।

RBI Recruitment
RBI Recruitment 2023: ଲିଗାଲ୍‌ ଅଫିସର୍‌ ଓ ଅନ୍ୟାନ୍ୟ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ଶେଷ ତାରିଖ

RBI ଲିଗାଲ୍‌ ଅଫିସର୍‌, ମ୍ୟାନେଜର୍‌(ଟେକ୍‌ନିକାଲ୍‌ ସିଭିଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର୍‌(ରାଜଭାଷା) ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Odisha Plus 2 Results
କାଲି ପ୍ରକାଶ ପାଇବ +୨ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ।

Weather Update
ଦିନରେ ଅସହ୍ୟ ତାତି, ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା

ଦିନରେ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଛି ।

MS Dhoni, Deepak Chahar
ଚାମ୍ପିୟନ ହେଲା ପରେ ବି ଚାହର୍‌ଙ୍କ ଉପରେ ରାଗିଗଲେ ଧୋନି, କାହିଁକି ?

ମ୍ୟାଚ୍‌ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ।

Nilamadhab Temple
ପୋଲିସ-ସେବାୟତଙ୍କ କଳିରେ ଦୁଇ ଦିନ ଧରି ଉପବାସରେ ପ୍ରଭୁ ନୀଳମାଧବ

ଦୁଇ ଦିନ ଧରି ଖାଡ଼ା ଉପବାସରେ ରହିଛନ୍ତି ନୟାଗଡ଼ କଣ୍ଟିଲୋ ନୀଳମାଧବ ।

Ashok Ghelot, Sachin Pilot
ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା; ଏକ ହେବେ ଗେହଲୋଟ-ପାଇଲଟ୍

ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।