• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Bahanaga High School
5T କାର୍ଯ୍ୟକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ

ପିଲାଙ୍କ ଭୟ ଅଭିଭାବକଙ୍କ ଭୟ । ଶେଷରେ ସେଇ ଭୟ ପାଇଁ ଭଙ୍ଗା ଯାଇଛି ବାହାନଗା ସ୍କୁଲ ! ଆଜି ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଅଭିଯାନ । ୨ ତାରିଖ ଭୟଙ୍କର ରେଳ ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିଲା ବାହାନଗା ସ୍କୁଲ ।

Rohit Pujari
ବିଭାଗ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି : ରୋହିତ

ମନ୍ତ୍ରିମଣ୍ଡଳରୁ ହଠାତ୍ କାହିଁକି ବାଦ୍ ପଡିଲେ ରୋହିତ ପୂଜାରୀ । ସାଧାରଣ ନିର୍ବାଚନ ବର୍ଷେରୁ କମ୍ ସମୟ ଥିବା ବେଳେ କାହିଁକି ହେଲା ଆକ୍ସନ ? ବିଭାଗରେ ଅତିଖରାପ ପ୍ରଦର୍ଶନ ନା ଆଉ କିଛି ଭିତିରି କାରଣ ?

Casting Couch
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼

କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଓଲିଉଡରେ ପୁଣି କମ୍ପନ। ଅଭିନୟକୁ ଆସୁଥିବା ନୂଆ ଝିଅଙ୍କୁ କଂପ୍ରମାଇଜ୍ ପାଇଁ ସିନେ ପ୍ରଯୋଜକ ସଂଜୟ ନାୟକ ପ୍ରବର୍ତ୍ତାଉଥିଲେ ବୋଲି ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବୟାନ ପରେ ହଲଚଲ ଓଲିଉଡ୍ ।

BJD as leaders jet off on foreign trip
ଏପଟେ କାନ୍ଦୁଥିଲା ଓଡ଼ିଶା, ସେପଟେ ସିଙ୍ଗାପୁରରେ ମଉଜ କରୁଥିଲେ ବିଜେଡି ନେତା

ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେେଳ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ଶାସକ ଦଳର ସେଲିବ୍ରେସନ ।

Electricity Cuts
ଘନଘନ ବିଜୁଳି କାଟ; କାଳବୈଶାଖୀରେ ଯଦି ଏମିତି, ବାତ୍ୟା ଆସିଲେ ହେବ କେମିତି ?

ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍‌ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା।

Casting Couch
ଯଦି କାଷ୍ଟିଂ କାଉଚ୍‌ ସତ, ପ୍ରକୃତି ଚୁପ୍‌ ଥିଲେ କାହିଁକି ?

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ । ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା କରାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ ।

Bishnupada Sethi
ମନ୍ତ୍ରୀଙ୍କ ପରେ ହଟିଲେ ସଚିବ; ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ପରେ ବଦଳିଲେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ।

Agitating members of Amala Sangha engaged social work in Odisha
ଛୁଟିରେ ଅମଲା ସଂଘ, କାମ ହେବ କେମିତି?

୮ଦିନ ବିତିଲା, ହେଲେ ସରକାର ସେମାନଙ୍କ କଥା ଶୁଣୁନଥିବାରୁ ଜିଦରେ ଅଟଳ ରାଜ୍ୟ ମିଳିତ ଅମଲା ମଞ୍ଚ। ରୋକ୍ ଠୋକ୍ ଶୁଣାଇଛନ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେନି।

Bahanaga School
ଭଙ୍ଗା ହୋଇପାରେ ବାହାନଗା ହାଇସ୍କୁଲ୍

ବାହାନଗା ହାଇସ୍କୁଲ୍। ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାୟ ୭୦ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନ। ଏଠି ପିଲାଏ ପଢ଼ୁଛନ୍ତି ପ୍ରଥମରୁ ଦଶମ। ବାହାନଗା ରେଳଦୁର୍ଘଟଣା ପରଠାରୁ ଚର୍ଚ୍ଚାରେ ରହି ଆସିଛି ଏହି ହାଇସ୍କୁଲ୍। କାରଣ ଏହି ସ୍କୁଲ୍ ହିଁ ସେଦିନ ପାଲଟିଥିଲା ଅସ୍ଥାୟୀ ଶବାଗାର।

Train Mishap
ପରିବାରର ଭଲ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ

ଗୋଟିଏ ଗାଁ, ଗୋଟିଏ ସାହିର ଚାରି ସାଙ୍ଗ । ଏକାଠି ଖେଳନ୍ତି, ବୁଲନ୍ତି, ହାଟ ସଉଦା କରନ୍ତି, ପରସ୍ପର ଦୁଃଖସୁଖ ବାଣ୍ଟନ୍ତି । ଆଉ ପରିବାର ସୁଖ, ସୁବିଧା ପାଇଁ ସେଦିନ ବି ଚାରିହେଁ ଚେନ୍ନାଇକୁ ଦାଦନ ଖଟି ଯିବା ଉଦ୍ଦେଶ୍ୟରେ କରମଣ୍ଡଳ ଚଢ଼ିଥିଲେ । ହେଲେ ମାତ୍ର...

Train Mishap
ନା ଆଖିରୁ ଲୁହ ଶୁଖୁଛି, ନା ପାଟିକୁ ଦାନା ଯାଉଛି

ଟ୍ରେନ ଟ୍ରାଜେଡିର ୭ ଦିନ ପରେ ବି ମୃତଦେହ ଚିହ୍ନଟକୁ ନେଇ ଦହଗଞ୍ଜ ନିଖୋଜ ବ୍ୟକ୍ତିଙ୍କ ପରିବାର । ଦଶାହ କର୍ମ ପାଇଁ ହାତରେ ଆଉ ମାତ୍ର ୩ ଦିନ। ହେଲେ ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ...

Price pulses burn holes in consumers pockets in Odisha
ହୁହୁ ହୋଇ ବଢ଼ି ଚାଲିଛି ଡାଲି ଦର

ଡାଲି ଦରରେ ଅନିୟନ୍ତ୍ରିତ ବୃଦ୍ଧି ! ତିନି ମାସ ତଳେ ଯେଉଁ ହରଡ଼ ଡାଲି ଦର ଶହେ ଟଙ୍କା ଥିଲା। ଏବେ ବଢ଼ି ବଢ଼ି ତାହା ୧୪୫ରେ ପହଞ୍ଚିଲାଣି। ୟେ ତ ହୋଲସେଲ ରେଟ୍।

Train Accident
କାହା ଅବହେଳାରୁ ଘଟିଗଲା, ଏତେବଡ଼ ଅଘଟଣ ?

କରମଣ୍ଡଳର କରାଳଛାୟାକୁ ଭୁଲି ହେଉନଥିବା ବେଳେ ଯାଜପୁରର ଟ୍ରେନ ଟ୍ରାଜେଡି ଦୋହଲାଇ ଦେଇଛି ସମସ୍ତଙ୍କୁ । ଛିଡ଼ା ହୋଇଥିବା ମାଲଗାଡ଼ିର ବଗି ମାଡ଼ିଯାଇ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶରୀରକୁ ଯେଭଳି ଖଣ୍ଡ ବିଖଣ୍ଡ କରି ମାରିଦେଲା, ଭାବିଲେ ଦେହ ଶୀତେଇ ଉଠୁଛି ।

Plus II Arts Results
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ । ଏଥର ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । ଯାହା ଗତବର୍ଷଠାରୁ ପାଖାପାଖି ୪ ପ୍ରତିଶତ କମ୍ । ଏଥସହ ମାତ୍ର ୨୪ ଜଣ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।

Train Mishap
ଚୁନା ହୋଇଗଲା ସୁନାର ସ୍ୱପ୍ନ; ଦାଦନ ଖଟିବାକୁ ଯାଇଥିଲେ, ଶବ ହେଇ ଫେରିଲେ

ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ ।

Train Accident
ଯାଜପୁର ଟ୍ରେନ୍‌ ଟ୍ରାଜେଡି; ୬ ଜଣଙ୍କ ଜୀବନ ଯିବା ପଛରେ ଦାୟୀ କିଏ ?

ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର ।

Train Mishap
ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ; ପରିଜନଙ୍କ ଶବ ଖୋଜୁଛନ୍ତି ପରିବାର

ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ । ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ ।

Plus II Arts Results
Plus 2 ବିଜ୍ଞାନ ଓ ବାଣିଜ୍ୟ ପରେ ପ୍ରକାଶ ପାଇଲା କଳା ରେଜଲ୍ଟ; ଏଥର ବି ଝିଅ ଆଗରେ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସପ୍ତାହେ ପରେ ପ୍ରକାଶ ପାଇଲା ଆର୍ଟସ ରେଜଲ୍ଟ ।  ଏଥର କଳାରେ ପାସ୍ ହାର ରହିଛି ୭୮.୮୮ ପ୍ରତିଶତ ।

Train Accidents
ମିଳନ ଖୁସିରେ ଧୋଇଗଲା ଟ୍ରେନ୍ ଟ୍ରାଜେଡିରେ ବିଚ୍ଛେଦ ଯନ୍ତ୍ରଣା

ବୋଲ ମାନୁନି ଖୁସିର ଲୁହ । ଆନନ୍ଦରେ ଫାଟି ପଡୁଛି ଛାତି । ରକ୍ତମୁଖା ଲୌହ ଦାନବର ପ୍ରକୋପ ପରଠୁ ଗତ ୫ଦିନ ଧରି ଯେଉଁ ଭୟ ଆତଙ୍କ ଆଉ କୋହରେ ବତୁରି ଯାଉଥିଲା ପ୍ରାଣ, ଆଜି ବଦଳିଯାଇଛି ସବୁକିଛି । କେଉଁ ଜନ୍ମରେ ପୂଣ୍ୟ ଅର୍ଜିଥିଲେ ବୋଲି ଆଜି ନିଜ...

Train Accident
ସଂସାର ଉଜାଡିଦେଲା କରମଣ୍ତଳ..କାହା ମଥାରୁ ସିନ୍ଦୂର ପୋଛିଲା ତ କାହାକୁ ବାପ ଛେଉଣ୍ତ କରିଦେଲା

ଯେତେ ଶବ ସେତେ କାହାଣୀ । ବଖାଣିବାବେଳେ କୋହ ଲୁଚୁନି । ଏଠି ଘର କାନ୍ଥରୁ ଲିଭିନି ସଙ୍କେତ ଶୁଭ ପରିଣୟର । ତେଣେ ନିମିଷକରେ ପୋଛି ହୋଇଯାଇଛି ପତ୍ନୀ ସିନ୍ଥିରୁ ସିନ୍ଦୁର ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।