• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Train Accidents
ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ ମଧ୍ୟରେ ଚିକିତ୍ସିତ ହେଉଛନ୍ତି...

Train Mishap
କେତେ ଜଣଙ୍କ ଜୀବନ ନେଇଛି କରମଣ୍ତଳ..୨୭୫ ନା ୨୮୮ ?

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।

Plus 2 Results
ଆସନ୍ତାକାଲି ପ୍ରକାଶ ପାଇବ +2 କଳା ରେଜଲ୍ଟ

କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ ।

Train Accident
କାଳ ରାତିର ଲୋମଟାଙ୍କୁରା କାହାଣୀ; ଜୀବନ ବଞ୍ଚାଇବାକୁ ବାହାରୁଥିଲେ, ଛାତିରେ ଆସି ପଡ଼ିଲା କଟାମୁଣ୍ତ

କରମଣ୍ଡଳ କୋଳରେ କାଳ ଛକି ବସିଥିଲା। ହେଲେ ତା ପଞ୍ଛାରୁ ଭାଗ୍ୟ କିନ୍ତୁ ଛଡ଼େଇ ଆଣିଲା। କାଳ ଶୁକ୍ରବାରର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ।

WTC Final
WTC ଫାଇନାଲ: ବାହାନଗା ଟ୍ରେନ୍‌ ଟ୍ରାଜେଡି ପାଇଁ କଳା ବ୍ୟାଣ୍ଡ ପିନ୍ଧି ଖେଳୁଛନ୍ତି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟର୍‌

ଆଜିର ମ୍ୟାଚରେ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

Bahanaga Train Tragedy
କୁନି ବୟସରେ ବାପ ଛେଉଣ୍ଡ କରି ଦେଲା କାଳ ଶୁକ୍ରବାର

କରମଣ୍ଡଳ ଏକ୍ସପ୍ରେସ କାହା କୋଳ ଖାଲି କରି ଦେଇଛି ତ ଆଉ କାହାର ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି। କୁନିକୁନି ବାଳୁତ ଶିଶୁଙ୍କୁ ବାପ ଛେଉଣ୍ଡ କରି ଦେଇଛି ଶୁକ୍ରବାର କାଳରାତିର କରମଣ୍ଡଳ ।

Train Accident
ଛାତିଥରା ଅନୁଭୂତି ବଖାଣିଲେ NDRF, ଓଡ୍ରାଫ୍ ଏବଂ ଓଫଡ୍ରା ଯବାନ

ବାହାନଗା ରେଳ ଦୁର୍ଘଟଣା ପରେ ସବୁଠୁ ବଡ଼ ଆହ୍ବାନ ଥିଲା ଅବିଳମ୍ବେ ମୃତାହତଙ୍କ ଉଦ୍ଧାର କାର୍ଯ୍ୟ। ଆଉ ଏ କାମରେ NDRF, ଓଡ୍ରାଫ୍ ଓ ଓଫଡ୍ରାର ଯବାନ ନେଇଥିଲେ ମୁଖ୍ୟ ଭୂମିକା।

Train Tragedy
ଆପଣା ଲୋକଙ୍କ ଶବ ଖୋଜିବାରେ ନାକେଦମ୍ ଆତ୍ମୀୟ

ଗୋଟେ ବାପାର ଆଖିରୁ ଲୁହ ସୁଖୁନି । ପୁଅକୁ ଖୋଜି ଖୋଜି ଜମା ପାଉନି । ପୁଅ ବଞ୍ଚିଛି କି ମରିଛି କିଛି ଜଣା ନାହିଁ । ଆଉ ଗୋଟେ ବାପା ଗଣ୍ଡାଗଣ୍ଡା ଗଳିତ ଶବର ଫଟୋ ଭିତରୁ ନିଜ ଭେଣ୍ଡା ପୁଅର ଚେହେରା ମିଶାଉଛି । କିଏ...

Train Accident
ମୃତଦେହ ଚିହ୍ନଟକୁ ନେଇ ଦ୍ବନ୍ଦ୍ବ

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୪ ଦିନ ବିତିଲାଣି । ହେଲେ ମୃତଦେହ ଚିହ୍ନଟ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଅନେକ ମୃତ ଶରୀରକୁ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ସଂପର୍କୀୟ । କେଉଁ ମୃତଦେହ କାହାର ? କିଭଳି ମୃତ ଶରୀରକୁ ପାଇପାରିବେ ପରିବାର ଲୋକେ ?

Train Tragedy
ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ

ଲୋମଟାଙ୍କୁରା ବାହାନଗା ରେଳ ଦୁର୍ଘଟଣାର ୫ ଦିନ ପରେ ଏଯାଏଁ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ତାର କାରଣ, ସେଗୁଡିକ ଏତେ ମାତ୍ରାରେ କ୍ଷତବିକ୍ଷତ ହୋଇଛି, ଚିହ୍ନିବା ଅବସ୍ଥାରେ ହିଁ ନାହିଁ ।

Train Mishap
ଟ୍ରେନ୍ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ରକୁ ନେଇ ବଢ଼ିଲା ସନ୍ଦେହ

ବାହାନଗା ଟ୍ରେନ୍ ଟ୍ରାଜେଡି ପଛରେ ହୋଇଛି କି ଗଭୀର ଷଡ଼ଯନ୍ତ୍ର ? ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ସନ୍ଦେହ କରୁଛି କି ରେଳ ମନ୍ତ୍ରାଳୟ ? ଯେଉଁଥି ପାଇଁ ରେଲୱେ ସେଫ୍ଟି କମିଶନଙ୍କ ବ୍ୟତୀତ ସିବିଆଇକୁ ବି ଦିଆଯାଇଛି ତଦନ୍ତ ଭାର ।

Train Mishap
ବାହାନଗା ଟ୍ରେନ୍ ଟ୍ରାଜେଡି: ମାମଲା ରୁଜୁ କଲା CBI

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ତଦନ୍ତ ପାଇଁ ମାମଲା ରୁଜୁ କରି GRPଠାରୁ ତଦନ୍ତ ଭାର ବି ହାତକୁ ନେଇଛି ।

Bahanaga Train Tragedy
ମାଆ କୋଳ ଖାଲି କରିଦେଲା କରମଣ୍ଡଳ ଟ୍ରାଜେଡି

ସ୍ତ୍ରୀ ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କୁନି ବୟସରେ ବାପ ଛେଉଣ୍ଡ କରି ଦେଲା କାଳ ଶୁକ୍ରବାର । ହସିଲା ସଂସାର ଉଜାଡି ଦେଲା କାଳରୂପୀ କରମଣ୍ଡଳ ।

Train Accident
Train Tragedy: ଚାରିଆଡ଼େ କାନ୍ଦ ବୋବାଳି, କାହାକୁ ବଞ୍ଚାଇବେ.. ଯବାନ ବଖାଣିଲେ ଅନୁଭୂତି

ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ।

Train Mishap
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ହୋଇଛି କି ଷଡ଼ଯନ୍ତ୍ର?

ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।

Knife Attack
ବେକରେ ପଶିଥିଲା ଛୁରୀ, ବାଇକ୍‌ ଚଳାଇ ଡାକ୍ତରଖାନାରେ ପହଞ୍ଚିଲେ ଯୁବକ

ଜଣେ ୩୦ ବର୍ଷୀୟ ବ୍ୟବସାୟୀଙ୍କ ବେକରେ କଳଙ୍କି ଲଗା ଛୁରୀ ଲାଖି ରହିଥିବା ବେଳେ ସେ ବାଇକ ଚଳାଇ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି।

CBI
ଓଡ଼ିଶା ଟ୍ରେନ ଟ୍ରାଜେଡି: ମାମଲା ରୁଜୁ କଲା CBI

ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି ।

Delay in construction
ଧାର୍ଯ୍ୟ ସମୟକୁ ବର୍ଷେ ବିତିଲା, ତଥାପି ସରୁନି ପ୍ରକଳ୍ପ

ରାଉରକେଲାରେ୧୫ ମାସରେ ହକି ଷ୍ଟାଡିୟମ ତିଆରି କରି ବାଃ ବାଃ ନେଲେ ରାଜ୍ୟ ସରକାର, ମାତ୍ର ସରୁନି ସାଇନ୍ସ ପାର୍କର ଓ ପ୍ଳାନେଟୋରାୟମ ନିର୍ମାଣ କାମ..

Elephant Menace
ବର୍ଷ ତମାମ ହାତୀ-ମଣିଷ ଲଢେଇ

ଘର ଭାଙ୍ଗି ଦେଉଛି ହାତୀ, ଭୟରେ ବଞ୍ଚୁଛି ମଣିଷ । ସମ୍ୱଲପୁରର ପାହାଡ଼ିଆ ଅଞ୍ଚଳରେ ବର୍ଷ ତମାମ ହାତୀ-ମଣିଷ ଲଢେଇ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।