ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଶୁବମନ୍ ଗିଲ୍ । ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି ।
ଏଥର ଜୁନରେ ନିଅଣ୍ଟିଆ ବର୍ଷା! ମୌସୁମୀ ଉପରେ ପଡିବ ଏଲନିନୋର ପ୍ରଭାବ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଚିନ୍ତା ବଢାଇ ଦେଇଛି ।
ମୋଦି ସରକାରର ୯ ବର୍ଷ ବାନାମ୍ ନବୀନ ସରକାରର ୨୩ ବର୍ଷ । ମୋଦିଙ୍କ ସଫଳ ଯୋଜନା ବନାମ୍ ନବୀନଙ୍କ ବିକାଶ ବାର୍ତ୍ତା । ବିଜେପିର ମେଗା ଜନ ସଂପର୍କ ଯାତ୍ରାକୁ କାଉଣ୍ଟର କରିବାକୁ ବିଜେଡିର ପ୍ଲାନ୍ ଭୋଟ ପୂର୍ବରୁ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି ।
ଲିଗାଲ୍ ସେଲ୍କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ ।
ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ମାରିଥିଲା ଗୋପାଳ? ୧୧୮ ଦିନ ପରେ ଦାଖଲ ହେଲା ଚାର୍ଜସିଟ୍ । ୫୪୩ ପୃଷ୍ଠାର ଚାର୍ଜସିଟ୍ କରିଛି ପୋଲିସ୍ ।
ତହସିଲଦାରଙ୍କୁ ପିଟିଲେ ମାଟି ମାଫିଆ । ଆକ୍ରମଣରେ ପର୍ଜଙ୍ଗ ଆର୍ଆଇ ଓ କନିଷ୍ଠ କିରାଣି ମଧ୍ୟ ଆହତ ହୋଇଛନ୍ତି ।
ଆସନ୍ତା ୨୮ ତାରିଖ ରବିବାର ଦିନ ପୂରା ବିଶ୍ୱ କେବଳ ଭାରତର ନୂଆ ସଂସଦ ବିଲଡିଂକୁ ଦେଖିବ ନାହିଁ, ବରଂ ନୂଆ ମୁଦ୍ରାକୁ ମଧ୍ୟ ଦେଖିବ।
ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।
ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଏଭଳି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ପ୍ରାୟ...
ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା ।
ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି ।
ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତା ୨୯ରୁ ଆରମ୍ଭ ହେବ । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ। ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗରେ ଏଯାଏ ଅଙ୍କ ଛିଡ଼ୁନି। ସେପଟେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ...
ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମାନ ପରଖିବାକୁ ଦେଶବ୍ୟାପୀ ଆରମ୍ଭ ହେବ ଯାଞ୍ଚ୍ ପ୍ରକ୍ରିୟା । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଅପମିଶ୍ରମଣ ରୋକିବା ତଥା ଏହାର ମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ FSSAI ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି...
କଟକ ସହରର ଅନ୍ୟତମ ଲାଇଫଲାଇନ୍ କାଠଯୋଡ଼ି ଏବେ ବିଷାକ୍ତ । କାରଣ ବର୍ଷ ତମାମ ଏ ନଦୀରେ ମିଶୁଛି ସହର ଯାକର ଆବର୍ଜନା ପାଣି । ଲୋକେ ହେଉଛନ୍ତି ରୋଗାକ୍ରାନ୍ତ ।
ସରପଞ୍ଚ ବନାମ ବିଡିଓ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀ ତୁତୁ ମେଁମେଁ । ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ମାଲକାନଗିରିରେ ବିଡିଓ ଓ ସରପଂଚଙ୍କ ମଧ୍ୟରେ ବଢୁଛି ବିବାଦ।
ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଘୋଷଣା କରିବା ପରେ ତେଜିଲା ରାଜନୀତି। ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ଜାତୀୟ ସ୍ତରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିରୋଧୀ ।
ବଦଳୁଛି କି ବିଜେଡିର ଆଭିମୁଖ୍ୟ? ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ରାଜ୍ୟରେ ବିଜେପି ସହ ଲଢେଇ, ଦିଲ୍ଲୀରେ ଚାଲିଛି କି କୋଳୋକୋଳି ? ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ବିଚାର କରୁଛି କି ଶଙ୍ଖ ଦଳ ?
ପୁଣି ବାହାସ୍ଫୋଟ, ପୁଣି ଆବାସ ଘର ପ୍ରତିଶ୍ରୁତି ଭେଳିକି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ନିଜ ବିଭାଗର କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି, ଖୁବଶୀଘ୍ର ୯ ଲକ୍ଷ ଆବାସ ରାଜ୍ୟରେ ବଣ୍ଟାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ମେ’ ୨୯ ରୁ ଖୋଲିବ ସାମ୍ସ ପୋର୍ଟାଲ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ । ପିଲାମାନେ ଜୁନ ୨୦ ଯାଏ ଆବେଦନ କରିପାରିବେ ।
ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି ।