• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Vocal For Local
ଟିଭି ସିରିଏଲ୍‌ ‘ଅନୁପମା’ ମାଧ୍ୟମରେ ‘ଭୋକାଲ ଫର୍‌ ଲୋକାଲ’ ପ୍ରମୋସନ୍‌; ଭିଡିଓ ସେୟାର କଲେ ମୋଦି

‘ଭୋକାଲ ଫର୍‌ ଲୋକାଲ’ ଅଭିଯାନକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଟିଭି ସିରିୟଲ ଜରିଆରେ ବାର୍ତ୍ତା ଦେଉଛନ୍ତି । ଦୀପାବଳୀରେ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।

Range Rover Accident
ପ୍ରଭାବଶାଳୀ ବୋଲି ପୋଲିସ ଉପରେ ପଡୁଛି କି ଚାପ ! କେବେ ଜବାବ ଦେବେ ବିଶାଳ ?

ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ...

Vandalism at PS
ଅମ୍ବାଭୋନା ଥାନା ଆକ୍ରମଣ ପଛରେ ବିଧାୟକ ସୁଶାନ୍ତ ସିଂ: ମନମୋହନ ସାମଲ

ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍‌ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।

Angelo Mathews
କ୍ରିଜ୍‌ରେ ବିଳମ୍ବରେ ପହଞ୍ଚିଲେ ମାଥ୍ୟୁସ୍‌; ଅମ୍ପାୟାର ଦେଖାଇଲେ ପାଭେଲିଅନ୍‌ ରାସ୍ତା

ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟର ଭାବେ ମାଥ୍ୟୁସ ‘ଟାଇମ୍ ଆଉଟ୍’ ହୋଇଛନ୍ତି ।

Bharat Atta
ଭାରତ ଡାଲି ପରେ ଏବେ ‘ଭାରତ ଅଟା’; କେଜି ମାତ୍ର ୨୭ଟଙ୍କା ୫୦ ପଇସା

ଏଣିକି ୨୭ ଟଙ୍କା ୫୦ ପଇସାରେ ମିଳିବ ୧ କେଜି ଭାରତ ଅଟା ।

Teacher Misbehave Student
କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଟରା; ପ୍ରଧାନଶିକ୍ଷକଙ୍କୁ ପିଟିଲେ ଗାଁଲୋକେ

ପାଠ ପଢ଼ାଇବା ବଦଳରେ କ୍ଲାସ୍‌ ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଓଟରା କରୁଥିଲେ ସାର୍‌। ଥରେ କି ଦୁଇଥର ନୁହେଁ, ଏମିତି ବାରମ୍ୱାର କରୁଥିବା ଅଭିଯୋଗ ହୋଇଛି।

Delhi Ncr Earthquake
ଭୂକମ୍ପରେ ଦୋହଲିଲା ରାଜଧାନୀ; ନେପାଳରେ ବି ଝଟକା ଅନୁଭୂତ

ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Tutu Nayak
ଟୁଟୁ ନାୟକଙ୍କୁ ଏବେ ନିସ୍ତାର ନାହିଁ; ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

ସମସ୍ତ ତଥ୍ୟ ଆସିଲା ପରେ ଆସନ୍ତା ୮ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଭୁବନେଶ୍ୱର SDJM କୋର୍ଟ ।

Delhi Pollution
ଭୟଙ୍କର ବାୟୁ ପ୍ରଦୂଷଣରେ ଅଣ ନିଃଶ୍ବାସୀ ଦିଲ୍ଲୀବାସୀ

ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ଦିଲ୍ଲୀବାସୀ। ଦିନ ଦ୍ବିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ବାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି । ଏମିତି ସ୍ଥିତି ଯୋଗୁ ନଭେମ୍ବର ୧୦ ଯାଏଁ ପ୍ରାଥମିକ ସ୍କୁଲ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର। ଏପଟେ ରାଜଧାନୀ ଭୁବନେଶ୍ବରରେ ବି...

Education System Odisha
ପିଲା ଲେଖିଲେ 'ସାର୍ ନାହାଁନ୍ତି, ଅଧିକ ଆଶା ରଖନ୍ତୁନି'

ପିଲାଙ୍କ ଉତ୍ତର ଖାତା ଖୋଲିଲା ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୋଲ୍। ସିଧାସଳଖ ଆନସର୍ ସିଟରେ ଲେଖିଥିଲେ, ଆମର ଶିକ୍ଷକ ନାହାଁନ୍ତି, ଦୟାକରି ଆମଠୁ ଅଧିକ ଆଶା ରଖନାହିଁ। ଯାଜପୁର ଖଇରାବାଦର ଏହି ପରୀକ୍ଷାଖାତା ଏବେ ଭାଇରାଲ୍ ହେଉଥିବାବେଳେ ଏହାକୁ ନେଇ ମୁହାଁମୁହିଁ ଅଭିଭାବକ ଓ ଶିକ୍ଷକ..

Paddy
ସଚିବ ବୁଲିବେ ଧାନ ମଣ୍ଡି: ବମ୍ପର ଅମଳ ପରେ ଏବେଠୁ ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ, ପ୍ରସ୍ତୁତି କେମିତି ରହିଛି, ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଲା, ମଣ୍ଡି ଖୋଲିବାରେ ବିଳମ୍ୱ ହେଉଥିବାରୁ ଚାଷୀର ଧାନ ଉପରେ ଏବେ ଅସାଧୁ ବ୍ୟବସାୟୀଙ୍କ ନଜର। କେଉଁଠି କେଉଁଠି କଳାବଜାରି ବି ଆରମ୍ଭ...

BJP
ବିଜେପି ଫୋକସରେ ସହରୀ ମତଦାତା

ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି। ନୂଆ ଭୋଟର, ବିଶେଷ କରି ସହରୀ ଶିକ୍ଷିତ ସଚେତନ ଭୋଟରଙ୍କୁ କେମିତି ନିଜ ପାଖରେ ରଖିବ ସେଥିପାଇଁ ଜୋରଦାର ପ୍ରୟାସ ଚଳାଇଛି ବିଜେପି..

Dog
କୁକୁର-ମାଲିକ ଅନାବିଳ ପ୍ରେମର ନିଆରା କାହାଣୀ

ବିଶ୍ବାସ, ଭରସା ଓ ଭଲପାଇବାର ନିଆରା କାହାଣୀ । ପୁଣି ଥରେ ସେ ପ୍ରମାଣିତ କରିଛି ନିଜ ବିଶ୍ବସ୍ତ ବନ୍ଧୁର ପରିଚୟ। ଆମେ କହୁଛୁ କେରଳ କନ୍ନୁରର ରାମୁ କଥା, ଗୋଟିଏ କୁକୁର । ଯିଏ ୪ ମାସ ହେଲା ଅପେକ୍ଷା କରି ରହିଛି ଏକ ହସ୍ପିଟାଲର ଶବଗୃହ...

tiger
ବାଘ ଆତଙ୍କରେ ଥରହର ନୂଆପଡ଼ାର ଜଙ୍ଗଲ ଘେରା ଅଞ୍ଚଳ

ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଲାଣି। ଏମିତିକି ଗତ ୭ ଦିନରେ ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ବାଘ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯିବା ପରେ...

Education System Odisha
‘ଆମକୁ କିଛି ଆସୁନି, ଅଧିକ ଆଶା ରଖନି’; ସାର୍‌ ନାହାନ୍ତି ବୋଲି..

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର । ଶିକ୍ଷକ ମରୁଡ଼ିର ଉତ୍କଟ ସ୍ଥିତି ଉତୁରି ଆସିଲା ପିଲାଙ୍କ ପରୀକ୍ଷା ଖାତାରେ । ପିଲା ଲେଖିଲେ, ସାର୍ ନାହାଁନ୍ତି, ଅଧିକ ଆଶା ରଖନି ।

Virat Kohli
ବିରାଟ ରଚିଲେ ଇତିହାସ; ଜନ୍ମଦିନରେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ

ଅପେକ୍ଷାର ଅନ୍ତ ଘଟିଲା । ଯେଉଁ ଇନିଂସ ପାଇଁ ଫ୍ୟାନ୍ସ ଗତ କିଛି ମ୍ୟାଚ୍‌ ହେଲା ଅପେକ୍ଷା କରିଥିଲେ । ଆଜି ତାହାର ଅନ୍ତ ଘଟିଛି । କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି ।

Ind Vs SA
ବୋଲିଂରେ ଜାଡେଜାଙ୍କ ଯାଦୁ; ବିଶ୍ୱକପ୍‌ରେ ଭାରତର ବିଜୟ ଧାରା ଅବ୍ୟାହତ

ବିଶ୍ୱକପ୍‌ କ୍ରିକେଟରେ ଭାରତର ଲଗାତର ଅଷ୍ଟମ ବିଜୟ ହାସଲ କରିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ପରାସ୍ତ କରିଛି ଭାରତ।

Mao Camp
ଛତିଶଗଡ଼ରେ ନକ୍ସଲ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ

ଛତିଶଗଡ଼ କାଙ୍କେର ଜିଲ୍ଲା ଅନନ୍ତଗଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ ହୋଇଛି । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Tiger Attack
ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ

ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି ।

Virat Kohli
ଅପେକ୍ଷାର ଅନ୍ତ ଘଟିଲା; କ୍ରିକେଟ୍‌ର ଭଗବାନ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ

କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି । ଏକଦିବସୀୟ କ୍ରିକେଟ୍‌ରେ ୪୯ଟି ଶତକ ହାସଲ କରି ସେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।