• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Panchuka
ପଞ୍ଚୁକ ପ୍ରଥମ ଦିନ: ଜଗାର ଲକ୍ଷ୍ମୀନାରାୟଣ ବେଶ, ବାବା ଧବଳେଶ୍ୱରଙ୍କ ଚନ୍ଦ୍ରମଉଳି ବେଶ

ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ ।

Husband Kills Wife & Daughter
ଶୋଇବା ଘରେ ନାଗ ଛାଡ଼ି ମା-ଝିଅଙ୍କୁ ମାରିଦେଲା ଜହ୍ଲାଦ ବାପ !

ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ହତ୍ୟା । ଘରେ ସାପ ଛାଡି ପତ୍ନୀ-ଝିଅକୁ ମାରିଦେଲା ସ୍ୱାମୀ ।

Jagannath Temple
OTV ରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ; ବରିଷ୍ଠ ନାଗରିକଙ୍କ ଦର୍ଶନକୁ ଦିଆଗଲା ଗୁରୁତ୍ୱ

କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । ଏହି ୫ଦିନ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ କରାଯିବାର ପରମ୍ପରା ରହିଛି । ସେହି ବେଶ ଦର୍ଶନ ପାଇଁ ଆଜିଠୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ ।

Retired Officers
ନୂଆ ନିଯୁକ୍ତି ନାହିଁ, ଥଇଥାନ ହେଉଛନ୍ତି ରିଟାୟାର୍ଡ ବାବୁ

ଦିଆଯାଉଛି ପୁନଃ ନିଯୁକ୍ତି । ବିଭାଗର ପିଅନଠୁ ସିଏମଓର  ପରାମର୍ଶଦାତା । ସରକାରୀ କଳରେ ଆଡ୍ଡା ଜମାଇଛନ୍ତି ମାଳ ମାଳ ରିଟାୟର୍ଡ ସରକାରୀ ବାବୁ ।

Rajasthan CM Ashok Gehlot
୨ ଟଙ୍କାରେ ଗୋବର କିଣିବେ ରାଜସ୍ଥାନ ସରକାର; ହେଲେ କରିବେ କ’ଣ ?

ଛତିଶଗଡ଼ ଭଳି ରାଜସ୍ଥାନ ସରକାର ମଧ୍ୟ ଗୋବର କିଣି ଏହାର ଉପଯୋଗ କରିବ । ଯାହା କି ଜମିରେ ଖତ ଭାବରେ ବ୍ୟବହାର ହେବ । ଏହାଛଡ଼ା ବୋୟୋଗ୍ୟାସ ମଧ୍ୟ ପ୍ରସ୍ତୁତ ହେବ ।

Student Death
ପାଠ ନ କହିପାରିବାରୁ ଉଠ୍ ବସ୍ କରାଇଲେ ମ୍ୟାଡାମ୍‌; ଟଳିପଡ଼ିଲେ ଚତୁର୍ଥ ଶ୍ରେଣୀ ଛାତ୍ର..

ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍‌ । ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର ।

Father Kills Son
ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ବେଳେ ଟିଭି ବନ୍ଦ କରିଦେଲା ପୁଅ; ରାଗରେ ତଣ୍ଚି ଚିପି ମାରିଦେଲା ବାପା

ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବା ପାଇଁ ନିଜ ପୁଅକୁ ଜୀବନରୁ ମାରିଦେଇଛି ବାପା । ଏହି ଘଟଣାରେ କାନପୁର ପୋଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

Self Immolation
ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲା ଯୁବକ

ପାରିବାରିକ ଝଗଡ଼ାରୁ ରାଗରେ ନିଜକୁ ନିଜେ ଜାଳିଦେଲା । ଭୁବନେଶ୍ୱର ବଡ଼ଗଡ଼ ଥାନା କେଶୁରା ଗାଁରେ ଲୋମହର୍ଷକ ଘଟଣା ଘଟିଛି । ସିସିଟିଭିରେ କଏଦ ହେଲା ଭିଜୁଆଲ ।

Sudam Marandi
‘କ୍ୟାବିନେଟ ନିଷ୍ପତ୍ତି ଯେମିତି ମାଚ୍ୟୁଅର୍ଡ ହେବା କଥା, ସେମିତି ହୋଇନି’

ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ । ପ୍ରଶ୍ନକାଳ ଅଚଳ ପରେ ଶୂନ୍ୟକାଳ ବି ଅଚଳ ହେଲା । ଏନେଇ ପୁଣି ସ୍ପଷ୍ଟୀକରଣ ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

Amazon Sell Mahaprasad
ଆମାଜନ ବିକ୍ରି କରୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ; ସିଂହଦ୍ୱାର ଥାନାରେ ଏତଲା..

ଅନ୍‌ଲାଇନ୍‌ ସପିଂ ସଂସ୍ଥା ଆମାଜନ ବିକୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ। କେବଳ ସେତିକି ନୁହେଁ ଅନ୍‌ଲାଇନ୍‌ରେ ମିଳିଛୁ ଜଗନ୍ନାଥଙ୍କ ତୁଳସୀ ଓ ଖଜା।

Low Pressure
୨୬ ସୁଦ୍ଧା ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ !

୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି ।

Holding Tax
ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC

୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି ।

President Droupadi Murmu
ବାଦାମପାହାଡ଼ରୁ ରାଇରଙ୍ଗପୁରକୁ ଟ୍ରେନ୍ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ବାଦାମପାହାଡ଼ରୁ ୨ ଏକ୍ସପ୍ରେସ ସମେତ ୩ଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ।

Amla Navami
ଆଜି ପବିତ୍ର ଅଁଳା ନବମୀ; ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ

ପୁରୀ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ହେବ ।

Today Panchang
Panchang Today 20th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ  ସୋମବାର । ଚନ୍ଦ୍ର- ମକର ଦିବା ୧୦.୦୭ ଗତେ କୁମ୍ଭ, ତିଥି- ୮ମୀ ରାତ୍ରି ୦୩.୧୬ ଗତେ ୯ମୀ, ଘାତଚନ୍ଦ୍ର-  ସିଂହ ରାଶିର, ଦିବା ୧୦.୦୭ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ-  ନାସ୍ତି

Daily Horoscope
Daily Horoscope 20th Nov 2023: ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ଆଶାନୂରୂପକ ଫଳ ପାଇବେ..

ସୈାର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ  ସୋମବାର । ଚନ୍ଦ୍ର- ମକର ଦିବା ୧୦.୦୭ ଗତେ କୁମ୍ଭ, ତିଥି- ୮ମୀ ରାତ୍ରି ୦୩.୧୬ ଗତେ ୯ମୀ, ଘାତଚନ୍ଦ୍ର-  ସିଂହ ରାଶିର, ଦିବା ୧୦.୦୭ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ-  ନାସ୍ତି

Ind Vs Aus
ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତି ବୋଲିଂ କରିବ ଅଷ୍ଟ୍ରେଲିଆ

ଟସ୍‌ ଜିତି ବୋଲିଂ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି ନେଇଛି ।

Cobra
ନାଗପଞ୍ଚମୀରେ ଉଭା ସ୍ୱୟଂ ନାଗରାଜ

ଦିନେ ଅଧିଆ ପଡ଼ି ପୁଅ ପାଇଥିଲେ । ନାଗପଞ୍ଚମୀରେ ମନ୍ଦିର ଭିତରେ ସ୍ୱୟଂ ନାଗଦେବତାଙ୍କ ଦର୍ଶନ ପାଇଲେ । ସାକ୍ଷାତ୍ ନାଗରାଜଙ୍କୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ପରିବାର । ଖବର ପ୍ରଚାର ପରେ ଜମିଲା ଭକ୍ତଙ୍କ ଭିଡ଼, ଚାଲିଲା ପୂଜାର୍ଚ୍ଚନା ।

ITI Student
ଆଇଟିଆଇ ଟପ୍ପର ମୂଲ ଲାଗୁଛନ୍ତି

ବାପା ମାଆଙ୍କ ଆଶା ଥିଲା ପୁଅ ଭଲ ପାଠ ପଢ଼ି ଟପ୍ପର ହେଲା, ଏବେ ଘରର ଦୁଃଖ ଦୂର ହେବ । କିନ୍ତୁ ପୁଅ ବି ମୂଲ ଲାଗିଲା…

Tunnel Tragedy
ଟନେଲ୍ ଟ୍ରାଜେଡି, ଅଘଟଣସ୍ଥଳରେ ଦିନେ ମନ୍ଦିର ଥିଲା

ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡିରେ ବିଜ୍ଞାନ ସହ ତମାମ ପ୍ରଚେଷ୍ଟା ବିଫଳ ହୋଇଛି । ଶ୍ରମିକଙ୍କ ଅବସ୍ଥା କେମିତି ଅଛି ତାହା ସ୍ପଷ୍ଟ ହୋଇପାରୁ ନାହାନ୍ତି କେହି। ତଥାପି ଆଶା ଆଉ ବିଶ୍ବାସ, ଈଶ୍ବରଙ୍କୁ ଶରଣକୁ ଗଲେ ଫସିଥିବା ମଣିଷମାନେ ମୁକ୍ତି ପାଇଯିବେ। ଶେଷରେ ସେଇଆ ହୋଇଛି, ଯାହା ଗ୍ରାମବାସୀ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।