ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍।
କାର୍ତ୍ତିକରେ ଆକାଶ ଛୁଆଁ ଅବଢ଼ା ଦର । ମହାପ୍ରସାଦ ଟିକେ ମନଭରି ଖାଇବାକୁ ଇଚ୍ଛା, ହେଲେ ଦର ଦେଖି କିଣିବାକୁ ଡର..
୮୦ ଟଙ୍କାରେ କିଣିଲେ ୨୦ରେ ବିକିଲେ । ଟେନସନ ବଢାଇଲାଣି ପିଆଜ ଦର । କୃଷି ମନ୍ତ୍ରୀଙ୍କ ବାସଭବନ ଆଗରେ ପିଆଜ ବିକିଲା ଛାତ୍ର କଂଗ୍ରେସ। ବିଜେପିର ପ୍ରଶ୍ନ କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ପିଆଜ ମିଶନ୍ ?
୨୦୦୦ ଟଙ୍କିଆ ନୋଟ୍ ବଦଳ ପାଇଁ RBI ଆଗରେ ଲମ୍ବା ଲାଇନ୍ । ହେଲେ ଟଙ୍କା କାହାର ? ଲାଇନ୍ ଦେଇଛି କିଏ ? କଳା ଧନକୁ ଧଳା କରିବାକୁ ଓ ସରକାରଙ୍କୁ ଚୂନ ଲଗାଇବାକୁ ଗରିବଙ୍କୁ ମୋହରା କରିନାହାନ୍ତି ତ ଅସାଧୁ ଗୋଷ୍ଠୀ ?
ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଦ୍ଧିବଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।
ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି।
ଟଙ୍କା କାହାର, ଲାଇନ୍ ଦେଇଛି କିଏ ? ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଆଗରେ ଲାଇନ୍ ଲଗାଇଥିବା କିଛି ଲୋକଙ୍କ କଥାରୁ ଉଠିଛି ଏମିତି ପ୍ରଶ୍ନ।
ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି ।
ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍ରେ ସେ ନେଦରଲାଣ୍ତ ଯିବ। ଗୋଟେ ବୁଲା କୁକୁର ପ୍ରତି ବିଦେଶୀ ଯୁବତୀଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି।
ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି। ତେଣେ ମନୋଜ ମାଗୁଛନ୍ତି ବ୍ୟାନ୍ ପଛର କାରଣ, ଏଣେ ଏହି ନିଷ୍ପତ୍ତି କଙ୍ଗାରୁ କୋର୍ଟ ନୁହେଁ, ବରଂ ଏହା ଆମ...
ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣା, ହେଲେଓଡ଼ିଶାରେ ପଡ଼ିଛି ତାର ଗଭୀର ପ୍ରଭାବ। ବ୍ରହ୍ମପୁରରୁ ବାଲେଶ୍ବର ଯାଏଁ ସବୁ ଷ୍ଟେସନରେ ଅସଂଖ୍ୟ ଯାତ୍ରୀ ଭୋଗିଛନ୍ତି ଅକଥନୀୟ ଦୁର୍ଦ୍ଦଶା..
ଆନ୍ଧ୍ର ଟ୍ରେନ ଟ୍ରାଜେଡି ପଛର ପ୍ରକତ କାରଣ କ’ଣ ? କାହିଁକି ଘଟିଗଲା ଏତେବଡ଼ ଦୁର୍ଘଟଣା । ମନୁଷ୍ୟକୃତ ତ୍ରୁଟି ବା ସିଗ୍ନାଲ ଓଭରସୁଟିଂ ଯୋଗୁ ଏ ଦୁର୍ଘଟଣା ଘଟିଛି ବୋଲି ରେଲୱେ ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି...
ବାହାନଗାର ଛାତିଥରା ଟ୍ରେନ୍ ଟ୍ରାଜେଡି ଚିତ୍ର ଆଖିରୁ ଲିଭିନି, ଗତକାଲି ସନ୍ଧ୍ୟାରେ ପୁଣି ଘଟିଛି ଏକ ଭୟାନକ ଟ୍ରେନ୍ ଦୁର୍ଘଟଣା। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ପଲାସା ପାସେଞ୍ଜରକୁ ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଯେଉଁଥିରେ ୧୩ଜଣଙ୍କ ପ୍ରାଣ ଯାଇଛି..
ଗୁରୁ ଦାୟିତ୍ବ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ। ଆଜି ଭୋରରୁ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ରେ ପହଞ୍ଚିଥିଲେ। ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ସାନ୍ନିଧ ଲାଭ କରିଥିଲେ। ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କୁ ମଧ୍ୟ ଦର୍ଶନ...
ଗୁରୁଦାୟିତ୍ୱ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ।
ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି।
ସାମ୍ନାକୁ ଆସିଲା ମହୁଆଙ୍କ ସତ। ଶେଷରେ ସତ ସ୍ୱୀକାର କଲେ ମହୁଆ। ନିଜର ସାଂସଦ ୟୁଜର ଆଇଡି ଓ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର।
ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।
ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୩ ଦିନ ଯାଏଁ ବର୍ଷା ନେଇ ସୂଚନା ଦିଆଯାଇଛି ।
ଗୋଲଡେନ ଲାଣ୍ଡ ଡେଭଲପର୍ସ ଓ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା ।