• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Tiger Attack
ନୂଆପଡ଼ାରେ ରକ୍ତମୁଖା ବାଘ; ଶୌଚ ବେଳେ ମହିଳାଙ୍କୁ ମାରି ଖାଇଲା

ନାବାଳକଙ୍କ ପରେ ଏବେ ମହିଳାଙ୍କୁ ମାରି ଖାଇଲା ବାଘ ।

Tutu nayak
ମହିଳା ସାମ୍ବାଦିକଙ୍କୁ ମାଡ଼ ମାମଲା; ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ ।

BMC Commissioner
ଓଦା, ଶୁଖିଲା ଅଳିଆ ଅଲଗା ଦିଅ, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: BMC

ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି ।

Firing
ମୁଖା ପିନ୍ଧି ଆସିଲେ; ପେଟକୁ ଗୁଳି ଫୁଟାଇଲେ

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

School Examination
‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଇଁ ବଦଳିଗଲା ପରୀକ୍ଷା ସମୟ

ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ବଦଳିଗଲା ସ୍କୁଲରେ ପରୀକ୍ଷା ସମୟ । ଗୋଟେପଟେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଅନ୍ୟପଟେ ପିଲାଙ୍କ ପରୀକ୍ଷା ।

Today Panchang
Panchang Today 4th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ  କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର। ଚନ୍ଦ୍ର - କର୍କଟ ଅହୋରାତ୍ର, ତିଥି - ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି – ଭୂମି, ଅନ୍ନ ଓ ...

Daily Horoscope
Daily Horoscope 4th Nov 2023: ଏହି ରାଶିର ବ୍ୟକ୍ତିଙ୍କର ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ..

ସୈାର ତୁଳା ମାସ  କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର। ଚନ୍ଦ୍ର - କର୍କଟ ଅହୋରାତ୍ର, ତିଥି - ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି – ଭୂମି, ଅନ୍ନ ଓ ...

Manoranjan Mishra
ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ; RBIର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଂଜନ ମିଶ୍ର

ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ।

Chhattisgarh CM Bhupesh Baghel
ଭୋଟ୍‌ ପୂର୍ବରୁ ଅଡ଼ୁଆରେ ଭୂପେଶ; ବେଟିଂ ଆପ୍‌ରୁ ନେଇଛନ୍ତି ୫୦୮ କୋଟି ଟଙ୍କା !

ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।

Onion Price Hike
ପିଆଜ ଦରରେ ଲାଗିଛି ନିଆଁ, କୁଆଡେ ଯାଉଛି ଓଡ଼ିଶା ପିଆଜ ?

ବଜାରରେ ପିଆଜ ଦର କେଜି ପିଛା ୭୦ ଟପିଲାଣି । ମହାରାଷ୍ଟ୍ର ନାସିକରୁ ପର୍ଯ୍ୟାପ୍ତ ପିଆଜ ଆସୁନି ବୋଲି ଏପରି ଅବସ୍ଥା । ହେଲେ ଓଡ଼ିଶାରେ କ'ଣ ପିଆଜ ହେଉନି ? ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ ?

Group Clash
ପୁରୁଷ-ମହିଳା ଗାଏବ, ଗାଁରେ ଖାଲି ବୁଢାବୁଢୀ ଓ ଛୋଟପିଲା

ଗାଁ ଜନଶୂନ୍ୟ। ଅଧିକାଂଶ ଘରେ ତାଲା। ରହି ଯାଇଛନ୍ତି କେବଳ କିଛି ବୟସ୍କ ଓ ଛୋଟ ଛୋଟ ପିଲା। କାହିଁକି ନା ଗୋଷ୍ଠୀ ସଂଘର୍ଷ ପରେ ଏବେ ବନ୍ଧା ହେବାର ଭୟ

Snake Venom
ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ରେଭ୍ ପାର୍ଟିରେ ସ୍ନେକ୍ ଭେନମ୍

ରେଭ୍ ପାର୍ଟିରେ ସାପ ଭେନମ୍ ର ନିଶା । ଏଭଳି କିଛି ଚାଞ୍ଚଲ୍ୟକର ମାମଲାରେ ଏବେ ଫସିଛନ୍ତି ବିଗ୍ ବସ୍ ବିଜେତା ତଥା ଚର୍ଚ୍ଚିତ ୟୁଟ୍ୟୁବର୍ ଏଲଭିସ୍ ଯାଦବ । ନୋଏଡ଼ାରେ ଚାଲିଥିବା ଏକ ରେଭ୍ ପାର୍ଟିରେ ୧୧ଟି ସାପର ଅର୍ଡର୍ ଦେଇଥିଲେ ଏଲଭିସ।

Ayodhya ram mandir and Srimandir Parikrama project
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ!

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ! ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ଥିବାରୁ ତେଜିଲା ରାଜନୀତି

Accident
ରେଞ୍ଜରୋଭର ନେଇଗଲା ଜୀବନ

କାର୍‌ ଚଢ଼େଇ ମାରିଦେଲେ, ଏବେ କିଆଁ ଲୁଚିଲେ; ବିଶାଳଙ୍କୁ ଘଣ୍ଟ ଘୋଡ଼ାଉଛି କି ପୋଲିସ !

Delhi Pollution
ବିଷ ବଳୟରେ ଦିଲ୍ଲୀ; ଚାରିଆଡ଼େ ଧୂଆଁ ଧୂଆଁ

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର।

Ayodhya Ram Mandir
‘ଜାନୁଆରୀ ୨୨ରେ ସମସ୍ତଙ୍କୁ ଏକାଠି କରି ରାମଧୂନ୍ ସହ ଆଳତି କର’

ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ। ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ।

Snake Venom
କାମ ଦଉନି ଏଣୁତେଣୁ ନିଶା, ଦରକାର ସାପ ଗରଳ

ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି ।

Accident
କାର୍‌ ଚଢ଼େଇ ମାରିଦେଲେ, ଏବେ କିଆଁ ଲୁଚିଲେ; ବିଶାଳଙ୍କୁ ଘଣ୍ଟ ଘୋଡ଼ାଉଛି କି ପୋଲିସ !

ଗୋଟିଏ ଜୀବନ ଯିବା ପରେ, ଗାଡ଼ି କାହାର ସବୁ କିଛି ସ୍ପଷ୍ଟ ହେବା ପରେ ବି କାହିଁକି ସାମ୍ନାକୁ ଆସୁନି ପୋଲିସ୍ ? କାହିଁକି ସାମ୍ନାକୁ ଆସୁନାହାନ୍ତି ଗାଡ଼ି ମାଲିକ ?

Attack On Lady Journalist
'ପଛପଟୁ ଆସି ମୋ ଗାଲକୁ ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା'

ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଟୁଟୁ ନାୟକ । ତେବେ ଏନେଇ ସାମ୍ବାଦିକା ଜଣକ ଖାରବେଳ ନଗର ଥାନାରେ ମାମଲା ଦାୟର କରିଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।