ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ । ଆରତି କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଜୁ ନଦୀର ୫୧ଟି ଘାଟରେ ଏକାଠି ଜଳିଲା ୨୪ ଲକ୍ଷ ଦୀପ ।
ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ ।
ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।
'ବିଷ ଖାଦ୍ୟ ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନିଜକୁ ମୁର୍ଖ ବୋଲି କହିଥିଲେ' ।
ଫ୍ୟାନ୍ସଙ୍କୁ କେବେ ନିରାଶ କରନ୍ତିନି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଜଣେ ଫ୍ୟାନ୍ଙ୍କ BMW କାର୍ରେ ବସି ଅଟୋଗ୍ରାଫ ଦେଇଛନ୍ତି ଧୋନି ।
ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି ।
ସରଜୁ ତଟକୁ ଓହ୍ଲାଇ ଆସିବ ଆକାଶର ଅଗଣିତ ତାରାପୁଞ୍ଜ। ଲକ୍ଷ ଲକ୍ଷ ଦୀପାଳିର ଦୀପ୍ତିରେ ଉଦଭାସିତ ହେବ ରାମଲାଲାଙ୍କ ଅଯୋଧ୍ୟା ନଗରୀ। ଆସନ୍ତାକାଲି ସପ୍ତମ ଦୀପୋତ୍ସବରେ ଏକାଠି ଜଳିବ ୨୪ ଲକ୍ଷ ଦୀପ।
ଲୁଟ୍ ପାଇଁ ଆଉ ATM ଯାଉନାହାଁନ୍ତି ଲୁଟେରା । ATMରେ ଭର୍ତ୍ତି କରିବାକୁ ଟଙ୍କା ଧରି ଯାଉଥିବା ଭ୍ୟାନରୁ ହିଁ ମଝିରାସ୍ତାରୁ କରୁଛନ୍ତି ଲୁଟପାଟ୍। ଏହି ଘଟଣା ଘଟିଛି କଟକ ତିଗିରିଆ ଅଞ୍ଚଳରେ। ଅଭିଯୋଗ ହୋଇଛି ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ, ଭ୍ୟାନରୁ ଲୁଟିଛନ୍ତି କୋଟିଏ ୭୩...
ଧସୁଛି ବିଜେଡିର ଦକ୍ଷିଣ ଗଡ଼। ଚରମସୀମାରେ ଗୋଷ୍ଠୀ କନ୍ଦଳ। କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି।
ଶ୍ରୀମନ୍ଦିରରେ ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ତ୍ରୁଟି। ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାରୁ ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲାରେ ୧୦ରୁ ଅଧିକ ଭକ୍ତ ଓ ହବିଷ୍ୟାଳି ଆହତ ହୋଇଛନ୍ତି। ମଙ୍ଗଳ ଆଳତୀର ଠିକ୍ ପରେ ପରେ ଏହି ଅଘଟଣ ଘଟିଛି।
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ। ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ। ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ।
ଦିନେ ଗରିବଙ୍କ ଭୋକ ମେଣ୍ଟାଉଥିବା ମିଲେଟ୍ ଏବେ ଧନୀଙ୍କ ସଉକ୍। ପିଜା, ମୋମୋଠୁ ଆରମ୍ଭ କରି ଦହିବରା ଏବଂ ସୁପ। ଏବେ ସବୁଠି ମାଣ୍ଡିଆର ରାଜ୍। ମୂଲ୍ୟ ନଥିବାରୁ ୯୦ ଦଶକରେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ି ଦେଇଥିଲେ ଚାଷୀ, ହେଲେ ଏବେ ଏହା ସେମାନଙ୍କର ଅର୍ଥକାରୀ ଫସଲ।
ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି ।
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ ।
ଧସୁଛି ବିଜେଡିର ଦକ୍ଷିଣ ଗଡ଼ । ଚରମସୀମାରେ ଗୋଷ୍ଠୀ କନ୍ଦଳ । କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି । ରାୟଗଡ଼ାରେ ବି ସମାନ ସ୍ଥିତି ।
ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି ।
କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି । ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି ।
ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରଥମ ଜୁରୀ ବୈଠକରେ, ପୁରସ୍କାର ପାଇବାକୁ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା ହୋଇଛି ।
କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି।