• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Odia Actress Mousumi Nayak Arrest
ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ।

Pradeep Panigrahi
'ଦୁର୍ନୀତିର ଏନ୍ତୁଡ଼ିଶାଳ CMO; ସଚ୍ଚୋଟ୍‌ ଯଦି କୋଟି କୋଟି ଟଙ୍କା ଆସୁଛି କେଉଁଠୁ'

ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି ଯେ, ବିଜେଡିର ଦଳୀୟ ପାଣ୍ଠିକୁ ଏତେ ଟଙ୍କା ଆସୁଛି କେଉଁଠୁ । ୫ ବର୍ଷରେ ୬୨୨ କୋଟି ଟଙ୍କା କେଉଁଠୁ ଆସିଲା ।

Special Story
କାହା ପାଇଁ ଦୀପାବଳି, କାହା ପାଇଁ ଅନ୍ଧାର ରାତି; କିଏ ହସୁଛି ତ ଆଉ କିଏ ଆଖିର ଲୁହକୁ ଓଠରୁ ପିଉଛି

୬ ବର୍ଷ ତଳର ସେହି ଛାତିଥରା ବାଣ ବିସ୍ଫୋରଣ ଘଟଣା ଆଜି ବି ମନେପଡ଼ିଲେ ମୁଣ୍ଡରୁ ପାଦ ଯାଏ କୋଲ ମାରିଯାଏ ବାଲେଶ୍ୱର ବାହାବଳପୁରର ଗୋଲକ ପ୍ରଧାନ ଓ ପତ୍ନୀଙ୍କର ।

Paya Sraddha
ପିତୃପୁରୁଷଙ୍କୁ ମନେ ପକାଇ ପୟାଶ୍ରାଦ୍ଧ, ବଡ଼ବଡ଼ୁଆ ଡାକ

ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ଆଜିର ଏହି ଖୁସିର ପର୍ବ ଭିତରେ ଆଉ ଏକ ମହତ୍ତ୍ୱ ରଖେ, ପୟାଶ୍ରାଦ୍ଧ । ଅର୍ଥାତ କାର୍ତ୍ତିକ ଅମାବାସ୍ୟା ତିଥି ପଡୁଥିବାରୁ ପିତୃପୁରୁଷଙ୍କୁ ମନେ ପକାଇବାର ଦିନ । ସେଥିପାଇଁ ତ କେଉଁଠି ପୟାଶ୍ରାଦ୍ଧ କରାଯାଇଛି ତ,...

Badadanda
ଥିଲା ଫିକା ହଳଦୀ, ଲାଗିବ ଫିକା ଗୋଲାପୀ ! ଖର୍ଚ୍ଚ ବହନ କରିବ କିଏ ?

ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପୁରୀ ବଡଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଫିକା ଗୋଲାପୀ କରିବାକୁ ଯାଉଛନ୍ତି ।

Price Hike
କେନ୍ଦ୍ର ଦେଉଛି ରାଜ୍ୟ ପାଉନି; ପୁଣି ପଦାରେ ପଡ଼ିଲା ବିଜେଡ଼ି ସରକାରର ଅପାରଗତା

ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।

BJD
ମାଛ ତେଲରେ ମାଛ ଭଜା ! ଯୋଜନା ସରକାରୀ, ହେଲେ ଚିହ୍ନ ଶାସକ ଦଳର

ମାଛ ତେଲରେ କେମିତି ହୁଏ ମାଛ ଭଜା, ଖୁବ ଜାଣିଛି ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଉଠିଛି। ତେବେ ବିଜେଡିର ଚାଲାଖି ଠଉରେଇ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛନ୍ତି ବିରୋଧୀ।

Bus Fire
ୱେଲଡିଂ ନିଆଁରୁ ଅଘଟଣ, ଜଳିଗଲା ୫ଟି ବସ୍

ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଘଟଣ। ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

Ind Vs Ned
ଶ୍ରେୟସ-ରାହୁଲଙ୍କ ବିସ୍ଫୋରକ ଶତକ; ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ

ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ମୁକାବିଲାରେ ନେଦରଲାଣ୍ଡସ ଆଗରେ ୪୧୧ ରନର ଟାର୍ଗେଟ ରଖିଛି ଭାରତ ।

Droupadi Murmu
ଦ୍ୱିତୀୟ ଥର ପାଇଁ ରାଇରଂଗପୁର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Narendra Modi
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।

Diwali
ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା

ରାତି ପାହିଲେ ଦୀପାବଳି। ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା । କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ । ବିଷାକ୍ତ ଧୂଆଁ, କ୍ଷତିକାରୀ ପ୍ରଦୂଷଣ ଓ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ନଫୁଟାଇବା...

Passenger Bus Fire
ଉଜୁଡ଼ିଗଲା ଦୀପାବଳିର ଖୁସି, ଭାସିଗଲା ସୁଖର ସଂସାର

ଆସିଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ତ କିଏ ଘରକୁ ଫେରୁଥିଲେ ଖୁସି ମନରେ, ତ ଆଉ କିଏ ବେପାର ଆଶାରେ କୋଲକାତାରୁ ଫେରୁଥିଲେ ପସରା ଧରି। ରାତି ପାହିଥିଲେ ଯିଏ ଯାହା ବାଟରେ ପହଞ୍ଚିଯାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ସର୍ବଗିଳା ନିଆଁ କେଉଁଠି ଲୁଚିଥିଲା କେଜାଣି, ହଠାତ୍ ବ୍ୟାପିଯାଇଥିଲା...

Ayodhya Ram Mandir
ଅଯୋଧ୍ୟାରେ ବାଳକ ସ୍ବରୂପରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ

ଜାନୁଆରୀ 22ରେ ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଏବେ ଯେମିତି ସବୁଦିନ ଉତ୍ସବ। ସପ୍ତମ ଦୀପୋତ୍ସବରେ ସରଜୁ ନଦୀତଟରେ ଆଜି ଏକକାଳିନ 24 ଲକ୍ଷ ଦୀପ ଜଳିଛି। ଉତ୍ସବରେ ବୁଡ଼ିଛି ଅଯୋଧ୍ୟା..

Sports Infrastructure
କ୍ରୀଡ଼ା ଭିତ୍ତିଭୂମି ନାହିଁ, ଅନୁଦାନ ଦେବାକୁ ସରକାରଙ୍କ ଯୋଜନା

ନିର୍ବାଚନ ଯେତିକି ପାଖଉଛି ସରକାର ସେତିକି ସେତିକି ଯୋଜନା ଆରମ୍ଭ କରୁଛନ୍ତି। ସବୁବର୍ଗକୁ ସନ୍ତୁଷ୍ଟ କରିବାକୁ ପ୍ରୟାସ। ଏବେ ଫୋକସରେ ଯୁବ ଛାତ୍ର। ପ୍ରଥମେ ସ୍କୁଲ୍ ପିଲାଙ୍କ ସାଇକେଲ ବ୍ରାଣ୍ଡିଂ ଆଉ ଏବେ କଲେଜ ପିଲାଙ୍କ ପାଇଁ କ୍ରୀଡା ଉତ୍ସବ। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ସହ...

Pradeep Panigrahi
ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରୁଥିବା ଚର୍ଚ୍ଚାକୁ ନେଇ ଛାନିଆ ବିଜେଡି

ଗଞ୍ଜାମ ରାଜନୀତିରେ ହଲଚଲ । ଚର୍ଚ୍ଚା ହେଉଛି,ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବିଜେଡିରୁ ବହିଷ୍କୃତ, ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ରୋଚକ କଥା ହେଉଛି ପ୍ରଦୀପଙ୍କ ଦଳବଦଳ ନହେଉଣୁ ଛାନିଆ ବିଜେଡି। ପ୍ରଦୀପ ଜନ ବିରୋଧୀ ଓ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା ଥିବା ବେଳେ ବିଜେପି...

Diwali
ସଞ୍ଜ ନଇଁଲେ ଦୀପ ଜଳିବ; ଫୁଟିଯିବ ଲକ୍ଷ ଲକ୍ଷ ଟଙ୍କା

କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ ।

Ayodhya Ram Mandir
‘ପ୍ରାଣପ୍ରତିଷ୍ଠା ଉତ୍ସବରେ ନଆସି ଜାନୁଆରୀ ୨୬ ପରେ ଅଯୋଧ୍ୟା ଆସନ୍ତୁ’

ଭବ୍ୟ, ଦିବ୍ୟ ଶ୍ରୀରାମ ମନ୍ଦିରରେ କେଉଁଠି ଲାଗିବେ କେଉଁ ପାର୍ଶ୍ୱ ମୂର୍ତ୍ତି । ତ୍ୱରିତ ଗତିରେ ମନ୍ଦିର ନିର୍ମାଣ ସାଙ୍ଗକୁ ମୂର୍ତ୍ତିନିର୍ମାଣ କାର୍ଯ୍ୟଶାଳାରେ ରାମାୟଣର ପ୍ରତିଟି କଥାବସ୍ତୁକୁ ଦର୍ଶାଉଥିବା ଏସବୁ ମୂର୍ତ୍ତି ନିର୍ମାଣ ବି ଶେଷ ପର୍ଯ୍ୟାୟରେ ।

Sports Infrastructure
ଭିତ୍ତିଭୂମି ଦୁର୍ବଳ, ସରକାର ଟଙ୍କା ଦେଉଛି ପ୍ରବଳ; ଏ ଚାଲ୍‌ ରହିଲେ ହେଲା !

କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ ।

Passenger Bus Fire
ଉଜୁଡ଼ିଗଲା ଦୀପାବଳିର ଖୁସି; ନିଜେ ଜଳି ୩୦ ଜଣଙ୍କୁ ବଞ୍ଚାଇଦେଲେ ପୁଷ୍ପାଞ୍ଜଳି

କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।