Advertisment

ମିଲେଟ୍ ପିଜାଠୁ ନେଇ ମୋମୋ, ସୁପ୍

ଦିନେ ଗରିବଙ୍କ ଭୋକ ମେଣ୍ଟାଉଥିବା ମିଲେଟ୍ ଏବେ ଧନୀଙ୍କ ସଉକ୍। ପିଜା, ମୋମୋଠୁ ଆରମ୍ଭ କରି ଦହିବରା ଏବଂ ସୁପ। ଏବେ ସବୁଠି ମାଣ୍ଡିଆର ରାଜ୍। ମୂଲ୍ୟ ନଥିବାରୁ ୯୦ ଦଶକରେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ି ଦେଇଥିଲେ ଚାଷୀ, ହେଲେ ଏବେ ଏହା ସେମାନଙ୍କର ଅର୍ଥକାରୀ ଫସଲ।

author-image
Manoranjan Behera

ଦିନେ ଗରିବଙ୍କ ଭୋକ ମେଣ୍ଟାଉଥିବା ମିଲେଟ୍ ଏବେ ଧନୀଙ୍କ ସଉକ୍। ପିଜା, ମୋମୋଠୁ ଆରମ୍ଭ କରି ଦହିବରା ଏବଂ ସୁପ। ଏବେ ସବୁଠି ମାଣ୍ଡିଆର ରାଜ୍। ମୂଲ୍ୟ ନଥିବାରୁ ୯୦ ଦଶକରେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ି ଦେଇଥିଲେ ଚାଷୀ, ହେଲେ ଏବେ ଏହା ସେମାନଙ୍କର ଅର୍ଥକାରୀ ଫସଲ।

Advertisment
Millets Mission Millet Procurement Millet Tea
Advertisment
Advertisment