ଲୁଟ୍ ପାଇଁ ଆଉ ATM ଯାଉନାହାଁନ୍ତି ଲୁଟେରା । ATMରେ ଭର୍ତ୍ତି କରିବାକୁ ଟଙ୍କା ଧରି ଯାଉଥିବା ଭ୍ୟାନରୁ ହିଁ ମଝିରାସ୍ତାରୁ କରୁଛନ୍ତି ଲୁଟପାଟ୍। ଏହି ଘଟଣା ଘଟିଛି କଟକ ତିଗିରିଆ ଅଞ୍ଚଳରେ। ଅଭିଯୋଗ ହୋଇଛି ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ, ଭ୍ୟାନରୁ ଲୁଟିଛନ୍ତି କୋଟିଏ ୭୩ ଲକ୍ଷ ଟଙ୍କା ଥିବା ବାକ୍ସକୁ।
Published By: Manoranjan Behera
Last updated: 10 November 2023, 10:44 PM IST
ଧସୁଛି ବିଜେଡିର ଦକ୍ଷିଣ ଗଡ଼। ଚରମସୀମାରେ ଗୋଷ୍ଠୀ କନ୍ଦଳ। କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି।