Advertisment

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି

ଶ୍ରୀମନ୍ଦିରରେ ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ତ୍ରୁଟି। ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାରୁ ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲାରେ ୧୦ରୁ ଅଧିକ ଭକ୍ତ ଓ ହବିଷ୍ୟାଳି ଆହତ ହୋଇଛନ୍ତି। ମଙ୍ଗଳ ଆଳତୀର ଠିକ୍ ପରେ ପରେ ଏହି ଅଘଟଣ ଘଟିଛି।

author-image
Manoranjan Behera

ଶ୍ରୀମନ୍ଦିରରେ ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ତ୍ରୁଟି। ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାରୁ ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲାରେ ୧୦ରୁ ଅଧିକ ଭକ୍ତ ଓ ହବିଷ୍ୟାଳି ଆହତ ହୋଇଛନ୍ତି। ମଙ୍ଗଳ ଆଳତୀର ଠିକ୍ ପରେ ପରେ ଏହି ଅଘଟଣ ଘଟିଛି।

Advertisment
Srimandir Lord Jagannath
Advertisment
Advertisment