• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Mohua Moitra
TMC ସାଂସଦ ମହୁଆଙ୍କ ପଦ ଯିବ !

ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ ଓ ଅପରାଧିକ । ଏଥିସହ ତାଙ୍କ ଆର୍ଥିକ କାରବାର ତଦନ୍ତ କରିବାକୁ କମିଟି ସୁପାରିଶ କରିଛି ।

UPI Payment
ଲକ୍ଷେ ନୁହେଁ ଏଣିକି ୫ ଲକ୍ଷ ଯାଏ କରିପାରିବେ UPI ପେମେଣ୍ଟ..ଜାଣନ୍ତୁ..

ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ ୨ଟି କ୍ଷେତ୍ରରେ ଆପଣ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ ।

Arjun Munda
ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କେନ୍ଦ୍ର କୃଷି ମନ୍ତ୍ରାଳୟ ଦାୟିତ୍ୱ

କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନରେନ୍ଦ୍ର ସିଂ ତୋମରଙ୍କ ଇସ୍ତଫା ପରେ ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କେନ୍ଦ୍ର କୃଷି ମନ୍ତ୍ରାଳୟ ଦାୟିତ୍ୱ ।

Cabinet Ministers
୧୭ ବର୍ଷ ଧରି ମାଓବାଦୀ ଥିଲେ, ଆଜି କ୍ୟାବିନେଟ୍‌ ମନ୍ତ୍ରୀ

୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ ।

AC tunnel project
ବିରୋଧ ପରେ ସଜାଗ; ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ ।

Tribal Vote
ଘରେ ବିରୋଧ, ଦିଲ୍ଲୀରେ ଦରଦ; ଆଦିବାସୀଙ୍କୁ ନେଇ ଡବଲ୍ ଷ୍ଟାଣ୍ତାଡ୍‌ ପଲିଟିକ୍ସ କରୁଛି BJD !

ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ ।

IT Raid
ଟଙ୍କା ଦେଖିବ ଯଦି ବଲାଙ୍ଗିର ଆସ; ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ ।

Minor Death
ବରଯାତ୍ରୀ ପାଲଟିଲା ମରଣଯନ୍ତା; ନିଆଁରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ

ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ । ଏହି ନିଆଁରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ । ଘଟଣାରେ ୨ଜଣ ଗୁରୁତର ଅଛନ୍ତି ।

Meftal
ସାବଧାନ !! ଟିକେ ଟିକେ କଥାରେ ପେନକିଲର୍‌ ଖାଉଛନ୍ତି କି ? ହୋଇପାରେ ସାଙ୍ଘାତିକ..

ପେନକିଲର୍ ମେଫଟାଲ ସେବନ ଦ୍ୱାରା ହୋଇପାରେ ରିଆକ୍ସନ । ଏନେଇ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି ।

Waiter Death
ଅଇଁଠା ପ୍ଲେଟ୍‌ ଦେହରେ ବାଜିବାରୁ ୱେଟର୍‌କୁ ପିଟିପିଟି ମାରିଦେଲେ ଅତିଥି

ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ । ଅଇଁଠା ପ୍ଲେଟ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ବାଜିବାରୁ ଘଟିଛି ଅଘଟଣ ।

Sarat Pattanayak
'ତେଲେଙ୍ଗାନା ଭଳି ଓଡ଼ିଶାରେ ବି ୩ରୁ ୧ ନମ୍ବରକୁ ଉଠିବ କଂଗ୍ରେସ'

ତେଲେଙ୍ଗାନାରେ ଦଳ ଯେଉଁ ସ୍ଥିତିରେ ଥିଲା ସେଠି ଯେଉଁଭଳି ନମ୍ବର ୱାନ୍ ହୋଇପାରିଲା, ଓଡ଼ିଶାରେ ବି ତାହା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Crimes In Odisha
ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ, ଏବେ ବିବାହ ଋତୁକୁ ଟାର୍ଗେଟ୍ । ଘରେ କଳା କନା ବୁଲାଉଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । ସପ୍ତାହକ ଭିତରେ ସାମ୍ନାକୁ ଆସିଲାଣି ୭ଟି ମାମଲା । ଅପରାଧ ସମୀକ୍ଷା ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ତାଗିଦ...

BJP Startegy For Odisha
ଓଡ଼ିଶାରେ ବି ଏମପି ଫର୍ମୁଲା ?

ଏମପି ଥାଇ ଏମଏଲଏ ସିଟରେ ଲଢ଼ି ଜିତିଲେ ୧୨ ହେଭିୱେଟ୍ । ସଫଳ ହେଲା ବିଜେପିର ଏମପି ଫର୍ମୁଲା । ଓଡ଼ିଶାରେ ବି ଏମପି ଫର୍ମୁଲା ଆପଣାଇବ କି ବିଜେପି ?

Srimandir heritage corridor project
ରିସେପସନ ସେଣ୍ଟର କେଉଁଠି, କେବେ ?

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ହୋଇଛି ଦିନ ଧାର୍ଯ୍ୟ । ହେଲେ କେଉଁଠି ହେବ ରିସେପସନ୍ ସେଣ୍ଟର ? ବଡ଼ଦାଣ୍ଡରେ କେଉଁ ଜାଗାରେ ଭକ୍ତଙ୍କୁ ମିଳିବ ସାମାନ୍ୟତମ ଆତିଥ୍ୟ ?

Heavy rains in Odisha
ଚାଷ ଉଜାଡ଼ିଲା ବାତ୍ୟା ମିଗଜୋମ୍

ବାତ୍ୟା ମିଗଜୋମ୍ ପ୍ରଭାବ । ଅମଳ ସମୟରେ ଅଦିନିଆ ବର୍ଷାରେ ବିଲରେ ବତୁରିଗଲା କଟା ଧାନ । ଚିନ୍ତାରେ ଚାଷିକୂଳ, ନା ଘରକୁ ନେଇପାରୁଛନ୍ତି ନା କ୍ଷେତରେ ଛାଡ଼ି ପାରୁଛନ୍ତି । ଲଗାଣ ବର୍ଷାର ପ୍ରଭାବରେ ପଲିଥିନ୍ ବି ଉତ୍ପାଦିତ ଫସଲକୁ ଦେଇପାରିଲାନି ସୁରକ୍ଷା ।

Viral Fever
ବଢ଼ୁଛି ଖୁଁ ଖୁଁ ସୁଁ ସୁଁ, ମେଡିସିନ ଖାଇଲେ ବି ଛାଡ଼ୁନି ଥଣ୍ଡା, କାଶ

ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ । ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର । ମେଡିସିନ ଖାଉଥିଲେ ବି ଛାଡ଼ୁନି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି । ସେପଟେ ଚିନ୍ତା ବଢ଼ାଉଛି ଚୀନରେ ଉଦବେଗଜନକ ସ୍ଥିତିରେ ଥିବା ନିମୋନିଆ ସଂକ୍ରମଣ ।

Viral Fever
ଚୀନରେ ନିମୋନିଆ, ଓଡ଼ିଶାରେ ଛନକା; ଆଲାରାମ୍‌ ଘଣ୍ଟି ବଜାଇଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟର ବିଭିନ୍ନ ହସପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ୟା । ଔଷଧ ସେବନ ପରେ ବି ଦୀର୍ଘଦିନ ଯାଏଁ ଲାଗି ରହୁଛି କାଶ, କଫ ।

Crimes In Odisha
ନୂଆବର୍ଷ ପୂର୍ବରୁ ବଞ୍ଜରା ଗ୍ୟାଙ୍ଗର ଉତ୍‌ପାତ୍‌; ନଜର ହଟିଲେ ବୁଲାଉଛନ୍ତି କଳାକନା

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ ଏବେ ବିବାହ ଋତୁକୁ ଟାର୍ଗେଟ୍ ।

Doctors Becames MLA
ତେଲେଙ୍ଗାନା ନିର୍ବାଚନ; ଡାକ୍ତରଖାନାରୁ ବିଧାନସଭାରେ ଏଣ୍ଟ୍ରି ମାରିବେ ୧୫ ଡାକ୍ତର

ତେଲେଙ୍ଗାନା ନିର୍ବାଚନରେ ଲୋକେ ବାଛିଲେ ଡାକ୍ତରୀ ନେତା । ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।

Odisha Farmer Issues
ନବୀନ ସରକାରରେ କାନ୍ଦୁଛି ଚାଷୀ: ଦୁର୍ନୀତିର ଖିଅ କାଢିବାକୁ ସିିବିଆଇ ତଦନ୍ତ ଦାବି କଲା ବିଜେପି

ଓଡ଼ିଶାରେ ପ୍ରମୁଖ ଚାଷ ଧାନଚାଷ କିନ୍ତୁ ଦୀର୍ଘ ବର୍ଷ ଧରି ଓଡ଼ିଶାର ଚାଷୀ ଶୋଷିତ ହେଉଛି। ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିନଥିବା କାରଣରୁ ଚାଷୀ ତାର ଧାନକୁ ୧୩ ଶହରୁ ୧୪...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।